Ollywood ସୁନ୍ଦରୀ ଅର୍ଚିତା ସାହୁ ( Archita Sahu ) ଙ୍କ ଏମିତି କିଛି, ଜୀବନରେ କେବେ ଦେଖି ନଥିବେ…

ହଁ ବନ୍ଧୁଗଣ ଆପଣ ମାନେ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ଅଭିନୟ ମାଧ୍ୟମରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଲୋକ ମାନଙ୍କ ହୃଦୟରେ ବୋଲି କୁହାଯାଉଛି | ତେବେ ସେହି ଓଡ଼ିଆ ଏକ୍ଟର ଜଣଙ୍କ ଆମ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ବୋଲି କୁହାଯାଉଛି | ତେବେ ଅର୍ଚ୍ଚିତା ସାହୁ ଜଣେ ଭଲ ଏକ୍ଟର ସହିତ ତାଙ୍କର ପ୍ରଶନାଲିଟି ମଧ୍ୟ ବହୁତ ଭଲ ରହିଛି ଆଉ ଅଭିନୟ ତାଙ୍କର ଜୀବନରେ ବହୁତ ବଡ଼ ଅଂଶ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଅର୍ଚ୍ଚିତା ସାହୁ ଙ୍କର ବାୟଗ୍ରାଫି ବିଷୟରେ ଜାଣିବା |

କୁହାଯାଉଛି କି ଅର୍ଚ୍ଚିତା ସାହୁ ଜଣେ ବହୁତ ବଡ଼ ଫେମସ ଏକ୍ଟର ଆମ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ | ଆଉ ନିଜର ଅଭିନୟ ମାଧ୍ୟମରେ ସେ ସାରା ଓଡିଶା ରେ ଖ୍ୟାତି ଅର୍ଜନ କରିଛନ୍ତି | ତେବେ ଅର୍ଚ୍ଚିତା ତାଙ୍କର ଅଭିନୟ ଜଗତରେ ପାଦ ଦେବା ପାଖରୁ ଅନେକ ଫ୍ଲିମ କରିଛନ୍ତି | ଆଉ ସେହି ଫ୍ଲିମ ମାଧ୍ୟମରେ ସେ ଓଡିଶା ର ଘରେ ଘରେ ପରିଚୟ ସୃଷ୍ଟି କରିଛନ୍ତି ନିଜର ବୋଲି କୁହାଯାଉଛି | ତେବେ ଅର୍ଚ୍ଚିତା ଜଣେ ବହୁତ ଭଲ ଏକ୍ଟର ସହିତ ଜଣେ ବଡ଼ ଡାନ୍ସର ମଧ୍ୟ | ଆଉ ସେହି ଏକ୍ଟିଂ ଆଉ ଡାନସିଂ ତାଙ୍କୁ ଆଜି ଏତେ ଉପରକୁ ପହଞ୍ଚାଇ ପାରିଛି |

ଅର୍ଚିତା ସାହୁ ଙ୍କର ଜନ୍ମ ଓ ଫେମିଲି :-

ତେବେ ଅର୍ଚ୍ଚିତା ସାହୁ ଆମ ଓଡିଶା ରେ ଭୁବନେଶ୍ୱର ନିକଟରେ 29 ଜୁନ 1990 ମସିହା ରେ ଜନ୍ମ ଗ୍ରହଣ କରିଥିଲେ, ଆଉ ବର୍ତ୍ତମାନ ତାଙ୍କର ବୟସ ହେଉଛି 33 ବର୍ଷ |ଏହା ବ୍ୟତୀତ ଅର୍ଚ୍ଚିତା ଙ୍କର ହାଇଟ 5 ଫୁଟ 4 ଇଞ୍ଚ ଆଉ ତାହା ସହିତ ଅର୍ଚ୍ଚିତା ଙ୍କର ଓଜନ ହେଉଛି 54 କିଲୋଗ୍ରାମ ବୋଲି କୁହାଯାଉଛି | ତାହା ସହିତ ଅର୍ଚ୍ଚିତା ଙ୍କର ଆଖି ଓ ଛୁଟି ର ରଙ୍ଗ କଳା ଅଟେ | ଏହା ବ୍ୟତୀତ ଅର୍ଚ୍ଚିତା ଙ୍କର ମା ଓ ଦୁଇ ଭଉଣୀ ଙ୍କୁ ନେଇକି ତାଙ୍କର ପରିବାର ମା ଙ୍କ ନାଁ ଧରିତ୍ରୀ ଓ ଭଉଣୀ ହେଉଛନ୍ତି ଅର୍ପିତା | ତେବେ ଅର୍ଚ୍ଚିତା 2021 ରେ ଅଲିଉଡ ଏ ଏକ୍ଟର ସବ୍ୟସାଚୀ ଙ୍କୁ ବିବାହ କରିଥିଲେ |

ଅର୍ଚ୍ଚିତା ଙ୍କର ଶିକ୍ଷା ଆଉ କେରିୟର :-

ଯାହା କୁହାଯାଉଛି କି ଅର୍ଚ୍ଚିତା ଜିଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ ଆଉ ସେ ଭୁବନେଶ୍ୱର ରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଓ କିଟ କଲେଜ ରେ ବିଟେକ କରିଥିଲେ |ତାଙ୍କର ଅଭିନୟ ଦୁନିଆରେ 2005 ମସିହାରେ ଓ ମାଇ ଲଭ ଫ୍ଲିମ ଜରିଆରେ ପାଦ ଦେଇଥିଲେ | ତାହା ସହିତ 2013 ରେ ମିସ ଇଣ୍ଡିଆ ମଧ୍ୟ ହୋଇଥିଲେ | ଆଉ ବର୍ତ୍ତମାନ ତାଙ୍କର ଅନେକ ଫ୍ଲିମ କରିଛନ୍ତି ଆମ ଫ୍ଲିମ ଇଣ୍ଡୋଷ୍ଟ୍ରି ପାଇଁ |

ତେବେ ଏହା ଥିଲା ଅର୍ଚ୍ଚିତା ଙ୍କର ଵାୟଗ୍ରାଫି ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment