OMG ! ମୃତ୍ୟୁ ମୁଁହରୁ ଭିଡ଼ିଆଣିଲେ ମହିଳା… ଏମିତି ଭିଡ଼ିଓ ଜୀବନରେ କେବେ ବି ଦେଖି ନଥିବେ… ଦେଖନ୍ତୁ Video

ବନ୍ଧୁଗଣ ଅନେକ ସମୟରେ ଆପଣ ଅନେକ କିଛି ଭାଇରାଲ ଭିଡିଓ ସମ୍ପର୍କରେ ଆସୁଥିବେ। ଆଉ ତା ମଧ୍ୟରୁ ଆପଣ ଅନେକ ଘଟଣା ଦୁର୍ଘଟଣା ର ଖବର ସଂସ୍ପର୍ଶରେ ମଧ୍ୟ ଆସୁଥିବେ। ତେବେ ଅନେକ କିଛି ଘଟଣା ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା ଏବଂ ଜଗି ଛକି କାମ କରି ପାରିବା। ତେବେ ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ଆମର ସାମାନ୍ଯ ଅସାବଧାନତା ଏବଂ ବିଚଳିତ ଲକ୍ଷଣ ପାଇଁ କିଛି ଏମିତି ଘଟଣା ଘଟିଯାଏ।

ଆଉ ତାର ଏକ ଅଭୁଲା ଦୁଃଖ ସବୁଦିନ ପାଇଁ ଆମ ନିକଟରେ ରହିଯାଏ। ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ପାଖକୁ ଆସେ ଏବଂ ଘଟିଯାଏ ତାହା କହିହେବ ନାହିଁ। ଆଉ ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ତେବେ ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେବା ସହ ଭିତରୁ ଭାଙ୍ଗି ଦେଇଥାଏ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।

କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ। କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଏପରି ଘଟଣା ହୁଏତ ଆପଣ ଆଗରୁ ଅନେକ ସମୟରେ ଦେଖିବାକୁ କିମ୍ବା ଶୁଣିବାକୁ ପାଇଥିବେ। ଏଠାରେ ଏହି ଘଟଣାରେ ଜଣେ ମହିଳା ଏକ ଷ୍ଟେସନ ରେ ନିଜର ଲଗେଜ ଧରି ଟ୍ରେନ୍ ଭିତରକୁ ଚଢ଼ୁ ଥିବା ବେଳେ ହଠାତ୍ ତାଙ୍କର ଗୋଡ଼ ଖସି ଯିବାରୁ ସେ କିପରି ଭାବରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ତାହା ଦେଖନ୍ତୁ।

କିନ୍ତୁ ସୌଭାଗ୍ୟ ବଶତଃ ତାଙ୍କର ଜୀବନ ବଞ୍ଚି ଯାଉଛି। କାରଣ ସେହି ପ୍ଲାଟଫର୍ମ ରେ ମହଜୁଦ ଥିବା ଦୁଇ ମହିଳା ପୋଲିସ୍ ତାଙ୍କୁ ପଡ଼ିଯିବା ମାତ୍ରେ ପଛକୁ ଝିଙ୍କି ଟାଣି ଆଣୁଛନ୍ତି। ଆଉ ଅଳ୍ପକେ ଉକ୍ତ ମହିଳାଙ୍କ ଜୀବନ ବଞ୍ଚି ଯାଉଛି। ତେବେ ଏହି ଘଟଣାଟି ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଛି।ଏହି ଘଟଣା ହେଉଛି ଜାମସେଦପୁର ଟାଟା ନଗର ଷ୍ଟେସନ୍ ର।ଏହି ଦୃଶ୍ୟକୁ ଦେଖି ଦୁଇ ମହିଳା ପୋଲିସ୍ ଙ୍କୁ ଅନେକ ସାବାସି ଏବଂ ପ୍ରଶଂସା କରିଛନ୍ତି ଲୋକେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment