OMG ଓଡ଼ିଆ ଯୁବକଙ୍କ ଭିଡ଼ିଓ ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକୁ ଶୁଣିବା ମାତ୍ରେ ବହୁତ ଖୁସି ଲାଗିବା ସହିତ ଆନନ୍ଦ ମଧ୍ୟ ଲାଗି ଥାଏ। ସୋସିଆଲ ମିଡିଆରେ ଅନେକ ପ୍ରକାରର ମଜା ମସ୍ତି ଓ କୌତିକିଆ କଥା ଶୁଣିବା ପାଇଁ ମିଳିଥାଏ। ଯଦି ମଜା ଖବର ଶୁଣିବା ପାଇଁ ମିଳିଥାଏ, ତାହେଲେ ବହୁତ ମଜା ଲାଗି ଥାଏ। ସମାଜରେ ଅନେକ ଲୋକ ମାନେ ଅଛନ୍ତି ଯିଏ କି ସବୁବେଳେ ପାଇଁ ଲୋକ ମାନଙ୍କୁ ହସାଇବାରେ ରହି ଥାଆନ୍ତି। ସେମାନେ ଏଭଳି ଭାବରେ କଥା କହି ଥାଆନ୍ତି ଯେ, ଯଦି କୌଣସି ବ୍ୟକ୍ତି ଦୁଃଖରେ ଥିବା ତା’ର ମନ ଖୁସି ହୋଇଯିବ। ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତୁ। ତେବେ ଏଭଳି ଦୃଶ୍ୟ ବର୍ତ୍ତମାନ ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତାହା ହେଉଛି, ଜଣେ ଓଡ଼ିଆ ଯୁବକ ହିନ୍ଦୀ ସହିତ ଓଡ଼ିଆ ମିଶାଇ କଥା ହେଉ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ସବୁ ଲୋକ ମାନେ ହସେଇବା ଭଳି କଥା କହି ପାରନ୍ତି ନାହିଁ। କିନ୍ତୁ କିଛି ଲୋକ ମାନେ ହସେଇବା ଭଳି କଥା କହି ଥାଆନ୍ତି ଓ ଅନ୍ୟ ମାନଙ୍କୁ ମଧ୍ୟ ହସାଇ ଥାଆନ୍ତି। ଓଡ଼ିଆ ଯୁବକ ଜଣେ ତାଙ୍କ ସାଙ୍ଗଙ୍କ ସହିତ ଫୋନରେ କୌଣସି ଏକ ବାବଦକୁ ନେଇ କଥା ବାର୍ତା ହେଉଛନ୍ତି। ସେହି ଯୁବକ ଜଣଙ୍କ ହିନ୍ଦୀରେ କଥା ହେଉ ଥାଆନ୍ତି ବୋଲି ଶୁଣିବା ପାଇଁ ମିଳିଛି। କିନ୍ତୁ ସେ ହିନ୍ଦୀ ଭାଷାକୁ ଠିକ ଭାବରେ ପ୍ରୟୋଗ କରି ପାରୁ ନାହାଁନ୍ତି ଓ ସଠିକ ଭାବରେ କଥା ମଧ୍ୟ ହୋଇ ପାରୁ ନାହାଁନ୍ତି। ସେ ମଝିରେ ମଝିରେ ହିନ୍ଦୀ ସହିତ ଓଡ଼ିଆ ମିଶାଇ କଥା ହେଇଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓଟି ତାଙ୍କର ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ତେବେ ସେହି ଭିଡ଼ିଓଟିକୁ ଦେଖି ଅନେକ ଲୋକ ମାନେ ବହୁ ମାତ୍ରାରେ ଖୁସି ହୋଇ ଯାଉଛନ୍ତି। ସେହି ଯୁବକଙ୍କୁ ମଧ୍ୟ ବହୁ ମାତ୍ରାରେ ପ୍ରଶଂସା କରୁଛନ୍ତି। ସେହି ଯୁବକଙ୍କର ସେହି କଥା କହିବାର ଶୈଳୀ ଦେଖି, ଯେ କୌଣସି ବ୍ୟକ୍ତି ଦେଖିଲେ ବି ବହୁତ ଖୁସି ହେବା ସହିତ ଆନନ୍ଦ ମଧ୍ୟ ଲାଗିବ। ଯଦି କୌଣସି ବ୍ୟକ୍ତି ମନ ଦୁଃଖରେ ରହିଥାଏ, ତା’ହେଲେ ଏହି ଭିଡ଼ିଓ ଦେଖିଲେ ନିଶ୍ଚିତ ଭାବରେ ଖୁସିରେ ଉତଫୁଲିତ ହୋଇଯିବ। ଯୁବକ ଜଣଙ୍କ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।