OMG ସ୍ଵାମୀଙ୍କୁ ଅଶ୍ଳୀଳ ଫିଲ୍ମ ଦେଖାଇ ଠିକ ସେହିପରି କରିବାକୁ କହୁଥିଲେ ସ୍ତ୍ରୀ, ସେହି ସମୟରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପରିବେଶକୁ ଆଗକୁ ବଢିବା ପାଇଁ ହେଲେ ବିବାହ କରିବା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । କାରଣ ଏହା ସାହାର୍ଯ୍ୟରେ ଆମେ ବଂଶାନିକ୍ରମିକ ଭାବରେ ଆଗକୁ ବଢିପାରି ଥାଉ , ବିବାହ ପୁଅ ଝିଅ ମାନଙ୍କ ପାଇଁ ଏକ ସୁନ୍ଦର ଅନୁଭବ ହୋଇଥାଏ । ସେଦିନ ସେମାନେ ବହୁତ ଖୁସୀ ରହିଥାନ୍ତି ଏବଂ ବହୁତ ମଜାମସ୍ତି ମଧ୍ୟ କରିଥାନ୍ତି । ସଜ ହେବା ଠାରୁ ଆରମ୍ଭ କରି ନାଚ , ଗୀତ କରି ବହୁତ ମଜାମସ୍ତି କରିଥାନ୍ତି । କୁହାଯାଏ କି ବିବହା ଏକ ପ୍ରକାର ଦୁଇଟି ହୃଦୟର ମିଳନ ହୋଇଥାଏ ଏବଂ ଏକ ପ୍ରକାର ବିଶ୍ୱାସ ଏବଂ ଭରସା ର ସମ୍ପର୍କ ହୋଇଥାଏ ।

ଆମ ଦେଶର ବାହାଘର 4 କିମ୍ୱା 5 ଦିନ ଧରି ହୋଇଥାଏ ଏବଂ ଅନେକ ବନ୍ଧୁ ବାନ୍ଧବ ମାନେ ଏକାଠି ହୋଇଥାନ୍ତି । ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ ଏବଂ ବିବାହରେ ସାଙ୍ଗସାଥୀ ମାନେ ବହୁତ ମଜାମସ୍ତି କରିଥାନ୍ତି । ଏହା ମଧ୍ୟ କୁହାଯାଏ କି ନୂତନ ଦମ୍ପତ୍ତି ମାନେ ପରସ୍ପରର ସାତ ଜନ୍ମର ସାଥୀ ହୋଇଥାନ୍ତି ଏବଂ କୌଣସି ବି ସମ୍ପର୍କର ମୂଳ ମନ୍ତ୍ର ହେଉଛି ବିଶ୍ୱାସ । ବିବାହ କୁ ନେଇ ନିକଟରେ ଏକ ଘଟଣା ଘଟିଛି , ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଘଟଣାଟି ହେଉଛି ଜଣେ ପତି ଏବଂ ପତ୍ନୀଙ୍କ ବିଷୟରେ , ସୂଚନା ଅନୁସାରେ ପତିଙ୍କ ବୟସ ପାଖାପାଖି 33 ବର୍ଷ ଏବଂ ପତ୍ନୀଙ୍କ ବୟସ 32 ବର୍ଷ । ପତ୍ନୀ ହେଉଛନ୍ତି ଜଣେ ଡାକ୍ତର ଏବଂ ପତିଙ୍କ ଘର ଉତ୍ତର ପ୍ରଦେଶ ହୋଇଥିବା ବେଳେ ପତ୍ନୀଙ୍କ ଘର କଲିକତା । ଏକ ବିବାହ ୱେବସାଇଟରୁ ଦୁଇ ଜଣଙ୍କର ସାକ୍ଷାତ ହୋଇଥିଲା ଏବଂ 2018 ରେ ସେମାନଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହ ପୂର୍ବରୁ ମହିଳା ଅନ୍ୟତ୍ର ପ୍ରେମ କରୁଥିଲେ ବୋଲି କହିଥିଲେ । ଏହାପରେ ସେମାନଙ୍କର ବୈବାହିକ ଜୀବନ ବହୁତ ଖୁସୀରେ ଚାଲୁଥିଲା , କିନ୍ତୁ ମହିଳା ଜଣକ ସର୍ବଦା ତାଙ୍କ ସ୍ୱାମୀଙ୍କୁ ଅଶ୍ଳୀଳ ଫିଲ୍ମୀ ଦେଖିବାରୁ ଦୂରେଇ ରଖନ୍ତି ।

ଗୋଟିଏ ଦିନ ସ୍ୱାମୀ ଜଣକ ଏକ ଅଶ୍ଳୀଳ ଭିଡିଓରେ ନିଜ ପତ୍ନୀକୁ ଦେଖିଥିଲେ ଏବଂ ତାଙ୍କୁ ଏ ବିଷୟରେ ପଚାରିବାରୁ ପତ୍ନୀ କହିଥିଲେ ସେ ପୁରୁଣା ପ୍ରେମିକ ଥିଲେ । ଏହି ଭିଡିଓ ଦେଖାଇ ତାଙ୍କୁ ଯୁବକତ ଜଣକ ବ୍ଲାକମେଲ କରୁଥିଲେ । ସ୍ୱାମୀ ଏହି ସବୁ ଘଟଣା ଶୁଣିସାରିବା ପରେ ଏସବୁକୁ ଭୁଲି ପାରିବାରିକ ଜୀବନ ସୁଖରେ କଟିଲେ । ମାତ୍ର ପୁଣି ଜାନୁଆରୀ ମାସରେ ଆଉ ଏକ ଅଶ୍ଳୀଳ ଭିଡିଓରେ ଅନ୍ୟ ଏକ ପୁରୁଷ ସହିତ ତାଙ୍କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏ ବିଷୟରେ ତାଙ୍କ ସ୍ତ୍ରୀ କୁ ପଚାରିବାରୁ ସେ ମନା କରିଥିଲେ , ବହୁ ଜେରା କରିବା ପରେ ସେ ସବୁ ସତ ମାନିଥିଲେ । ବିବାହ ପୂର୍ବରୁ ତାଙ୍କର ଅନେକ ପୁଅ ମାନଙ୍କ ସହିତ ଶାରୀରିକ ସମ୍ୱନ୍ଧ ଥିଲା , ଏହା ଜାଣିବା ପରେ ସ୍ୱାମୀ ମହିଳାଙ୍କୁ ଛାଡପତ୍ର ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।