Online ପ୍ରେମ ବିବାହିତା ଯୁବକକୁ କଲା ଘାଇଲା ! ନିଜ ୬ ମାସର ପୁଅ ଓ ସ୍ତ୍ରୀ କୁ ଛାଡ଼ି ପ୍ରେମିକା ସହ ଛୁ ମାରି ଏବେ କହୁଛି ଏମିତି…ଦେଖନ୍ତୁ Video

ବିଭିନ୍ନ ସମୟରେ ଏମିତି ବେଳେ ବେଳେ କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସମାଜ ବିରୋଧୀ ହୋଇଥାଏ। ଆଉ ପ୍ରେମ ସମ୍ପର୍କ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଘଟଣା ନଜରକୁ ଆସିଥାଏ। ଏବେ ପ୍ରେମ ସମ୍ପର୍କ ରେ ଜଣଙ୍କୁ ବିବାହ କରିବାପରେ ଯୁବକ ତା ପରେ ଵିଵାହ କଲା ଆପଣ ମାନେ ଜାଣିଲେ ମୁଣ୍ଡରେ ହାତ ଦେବେ। ଏହିଠାରେ ପୁଣି ଏକ ମହିଳା ଙ୍କୁ ନିର୍ଯ୍ୟାତନା ଦିଆ ଯିବା ଭଳି ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହୋଇଛି।

ଏଠାରେ ମହିଳା ଜଣଙ୍କ ବିବାହ କରିଥିଲେ ଗୋଟିଏ ଯୁବକ କୁ ହେଲେ ପରବର୍ତ୍ତୀ ସମୟରେ ରସିକିଆ ସ୍ୱାମୀ ଆଉ ଜଣେ ଯୁବତୀ ପ୍ରେମ କରି ଘର ଛାଡ଼ି ପଳେଇ ଥିଲେ। ଆଉ ସେହି ଯୁବକ ଜଣଙ୍କ ପ୍ରଥମେ ଯାହାକୁ ବିବାହ କରିଥିଲେ ତାଙ୍କ ସହିତ ମଧ୍ୟ ପ୍ରେମ ହୋଇଥିଲା ପରେ ଦୁହେଁ କୋର୍ଟ ବାହାଘର କରିଥିଲେ ଯାହା ସୂଚନା ଯୋଗ୍ୟ। ରସିକିଆ ସ୍ୱାମୀ ନିଜର ଘର ସଂସାର ଛାଡି ଅନ୍ୟ ଏକ ଯୁବତୀ ସହିତ ଫେରାର କରିଛନ୍ତି ଯାହାକୁ ନେଇ ତାଙ୍କର ପ୍ରଥମ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି।

ଏହି ସମୟରେ ନିଜ ସ୍ୱାମୀ ଙ୍କୁ ପାଇବା ପାଇଁ ଆଇନ ର ଆଶ୍ରୟ ନେଇଥିଲେ ମଧ୍ୟ ତାଙ୍କୁ ଉଚିତ ନ୍ୟାୟ ଏବେ ପର୍ଯ୍ୟନ୍ତ ମିଳି ପାରି ନାହିଁ। ଏମିତି ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହା ଏକ ସମାଜ ପାଇଁ ନିନ୍ଦନୀୟ। ଆଉ ସେହି ପ୍ରଥମ ସ୍ତ୍ରୀ କହୁଛନ୍ତି ଯେ ” ଦୁହିଁଙ୍କର ପ୍ରାୟତଃ ୧୦ ବର୍ଷ ତଳେ ପ୍ରେମ କରି ବିବାହ କରିଥିଲେ ଏବଂ ତାଙ୍କର ପୁଣି ଦୁଇଟା ଛୁଆ ରହିଛି ଦୁଇଟା ପୁଅ ଓ ଝିଅ। ଯାହା କୁ ଛାଡି ବାପା ଆଉ ଜଣେ ଯୁବତୀ ସହିତ ପଳେଇଲେ”। ଏବେ ତାଙ୍କ ରସିକିଆ ସ୍ୱାମୀ ଙ୍କୁ ପାଇବା ପାଇଁ ବାର ଦ୍ୱାର ବୁଲୁଛନ୍ତି ହେଲେ କିଛି ସଫଳ ହୋଇ ପାରି ନାହାଁନ୍ତି। ଆଉ ମଧ୍ୟ ଥାନାରେ ସ୍ୱାମୀ ଙ୍କୁ ଖୋଜିବା ଆଣିବା ଅଭିଯୋଗ କରିଥିଲେ ମଧ୍ୟ ଏତେ ଦିନ ହେଲାଣି କିଛି ତଦନ୍ତ କରି ନାହାଁନ୍ତି ବୋଲି ଏଠାରେ କହିଛନ୍ତି।

ଆଉ ତାଙ୍କର ସ୍ତ୍ରୀ,ଛୁଆ ଦୁଇଟା ଛାଡି ରସିକିଆ ବାପା ଆଉ ଜଣେ ଯୁବତୀ ସହିତ ଫେରାର ଯାହା ଏକ ଦୁଃଖଦ ଘଟଣା। ସେହି ମହିଲବ ଜଣଙ୍କର ସ୍ୱାମୀ ଲୁଚି ଲୁଚି ପାଖ ଏକ ଗାଁର ଯୁବତୀ ଙ୍କୁ ପ୍ରେମ କରୁଥିଲେ ଏବଂ ପ୍ରଥମ ପ୍ରେମ କରିଥିବା ଯୁବତୀ ଙ୍କ ଠାରୁ ମନ ପୁରି ଗଲା ପରେ ଆଉ ଅନ୍ୟ ଏକ ଯୁବତୀ ପ୍ରେମ ମିଠା ଲାଗିଲା ଯାହା ପାଇଁ ପରିବାର ଛାଡି ଦେଇଗଲା। ଏବେ ପରିବାର ଭାଙ୍ଗି ଯାଇଛି ଏବଂ ପରିବାର ଛୁଆ ଙ୍କୁ ନେଇ କିପରି ଜଣେ ମହିଳା ଚଳେଇବ ତାହା ଏବେ ଚିନ୍ତାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment