ଓଁ ଗାଡ଼ି ପୂଜା ନମଃ…ଆଗ ଚକା ପୂଜା ନମଃ…ପଛ ଚକ ପୂଜା ନମଃ… ଦେଖନ୍ତୁ ନନାଙ୍କ ଏଇ କି ଗାଡ଼ି ପୂଜା… ଭିଡ଼ିଓ ଦେଖିଲେ ହସି ହସି ଗାଡ଼ିଯିବେ…

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ଅନେକ ସମୟରେ ଅନେକ ପ୍ରକାରର ମଜାଳିଆ ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ଆଉ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ | ତେବେ ବିଶ୍ୱକର୍ମା ପୂଜା ରେ ଆମେ ଜାଣିଛୁ କି ବ୍ରାହ୍ମଣ ମାନେ ବିଭିନ୍ନ ପ୍ରକାରର ମନ୍ତ୍ର କୁ ଉଚ୍ଚାରଣ କରିଥାନ୍ତି | ଆଉ ଯେଉଁ ମନ୍ତ୍ର ସାହାଯ୍ୟରେ ସେମାନେ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ପୂଜା କରିଥାନ୍ତି | ତେବେ ସେଭଳି ଏକ ପୂଜା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନନା ଜଣଙ୍କ ବିଚିତ୍ର ଧରଣ ର କଥା କହି ପୂଜା କରୁଛନ୍ତି ଗାଡି କୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ବିଶ୍ୱକର୍ମା ପୂଜା ମାନେ ଆମେ ଘରେ ଘରେ ବ୍ୟବହାର କରୁଥିବା ଗାଡି ମଟର ସମସ୍ତ ଯାନ କୁ ପୂଜା କରିଥାଉ | ଆଉ ସେହି ପୂଜା ପାଇଁ ବ୍ରାହ୍ମଣ ଙ୍କୁ ମଧ୍ୟ ଡକା ଯାଇଥାଏ | ଆଉ ସେମିତି ବାଇକ ର ପୂଜା ପାଇଁ ଆସିଥିଲେ ନନା ଜଣଙ୍କ | ଆଉ ପୂଜା ଆରମ୍ଭ କରିବା ସମୟରେ ଆରମ୍ଭ କରିଥିଲେ ମନ୍ତ୍ର ଉଚ୍ଚାରଣ କରିବା | ଆଉ ଗୋଟିଏ ନାଲି ଫିତା ରେ ନାଲି ଚୁଡ଼ି କୁ ବାନ୍ଧି ଆରମ୍ଭ କରିଥିଲେ ପୂଜା |

ତେବେ ସେହି ପୂଜା ଆରମ୍ଭ କରିବା ସମୟରେ ପ୍ରଥମେ ନନା ଜଣଙ୍କ କହିଥିଲେ କି ଓଃ ଗାଡ଼ି ପୂଜା ନମଃ, ଓଃ ଗାଡ଼ି ଆଗ ଚକ ନମଃ, ଓଃ ଗାଡ଼ି ପଛ ଚକା ନମଃ, ଏହିଭଳି ଭାବରେ ଆରମ୍ଭ କରିଥିଲେ ମନ୍ତ୍ର କୁ ଉଚ୍ଚାରଣ କରିବା | ଆଉ ଏଭଳି ଭାବରେ ନନା ଜଣଙ୍କ ପୂଜା କରିବା ଆରମ୍ଭ କରିଥିଲେ କି ପାଖରେ ଥିବା ଦର୍ଶକ ମାନେ ଦେଖିବା ମାତ୍ରକେ ଓ ଏହିଭଳି ମନ୍ତ୍ରକୁ ଶୁଣିବା ମାତ୍ରରେ ହସିବାକୁ ଲାଗିଥିଲେ | ତେବେ ଆମେ ମାନେ ବ୍ରାହ୍ମଣ ମାନଙ୍କୁ ପଣ୍ଡିତ ବୋଲି ମାନୁ,କିନ୍ତୁ ସେହି ନନା ଯଦି ଭୁଲ ମନ୍ତ୍ର ପଢ଼ିବେ, ଆଉ ପଇସା ନେଇକି ଲୋକ ମାନଙ୍କୁ ଠକାଇବାକୁ ଲାଗିବେ ତାହେଲେ ଆଉ କାହାକୁ ଆମେ ଆଉ ପୂଜା ପାଠ ପାଇଁ ଡାକିବୁ |

ତେବେ ନନା ଜଣଙ୍କ ଯେଉଁ ଭଳି ଭାବରେ ମନ୍ତ୍ର ପଢୁଛନ୍ତି ତାହାକୁ ଦେଖିକି ଲାଗୁଛି କି ନନା ଜଣଙ୍କ ଯେଉଁଠାକୁ ମଧ୍ୟ ପୂଜା କରିବା ପାଇଁ ଯାଉଥିବେ ବିନା ମନ୍ତ୍ରରେ ପୂଜା ପାଠ କରୁଥିବେ , ଆଉ ଲୋକଙ୍କୁ ଠକୁଥିଲେ | ତେବେ ନନା ଜଣଙ୍କ ଏହିଭଳି ପୂଜା କରୁଥିବା ସମୟରେ କେହି ଜଣେ ମୋବାଇଲ ରେ ଏହି ପୂଜା ଭିଡ଼ିଓ କୁ ଉଠାଇ ସୋସିଆଲ ମିଡିଆରେ ଛାଡି ଦେଇଛି | କିନ୍ତୁ ଏହି ଭିଡିଓଟି କୋଉଠିକାର ଜଣା ପଡିନି |କିନ୍ତୁ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment