ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ମହାଦେବୀ ସିରିଏଲ ୧୦୦ ଏପିସଡ ପୂରଣ ଖୁସିରେ ସମସ୍ତ କଳାକାର ଧମାଲ କଲେ ଦେଖନ୍ତୁ…

0

ପ୍ରାୟତଃ ଅନେକ ଲୋକ ଟିଭି ମାନଙ୍କରେ ପ୍ରସାରିତ ହେଉଥିବା ଧାରାବାହିକ କୁ ଦେଖିବାକୁ ପସନ୍ଦ କରନ୍ତି।ଆଉ ବହୁତ ଜଣ ସିରିଏଲ୍ ଦେଖିବାକୁ ଏତେ ମାତ୍ରାରେ ମଜ୍ଜୀ ଯାଇଥାନ୍ତି ଯେ ସେମାନେ ତା ପାଇଁ କିଛି ବି କରି ପାରନ୍ତି। କିନ୍ତୁ ଧାରାବାହିକ ର ଗୋଟିଏ ବି ଏପିଶୋଡ କୁ ମିସ୍ କରିବାକୁ ଚାହାନ୍ତି ନାହିଁ।ତେବେ ଆପଣ ଯଦି ଧାରାବାହିକ ଦେଖିବାକୁ ଭଲ ପାଉଥିବେ ତେବେ ଟିଭି ରେ ପ୍ରସାରିତ ହେଉଥିବା ଅନେକ ମନୋରଞ୍ଜନ ଧର୍ମୀ ଧାରାବାହିକ ବା ଶୀରିଏଲ କୁ ନିୟମିତ ଦେଖିଥିବେ ଏବଂ ଏଥିରେ ଅଭିନୟ କରୁଥିବା ଚରିତ୍ର ମାନଙ୍କ ସହିତ ବହୁତ ମାତ୍ରାରେ ଆପଣ ଜଡ଼ିତ ମଧ୍ୟ ଥିବେ।

ସେହି ଭଳି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜି ସାର୍ଥକ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଶାର ଲୋକପ୍ରିୟ ଧାରାବାହିକ ମହାଦେବୀ ବିଷୟରେ।ଏହା ଆପଣଙ୍କୁ ନିଶ୍ଚିତ ଭଲ ଲାଗୁଥିବ। କାରଣ ଏହି ଧାରାବାହିକ ଦର୍ଶକ ମାନଙ୍କୁ ଏକ ଭିନ୍ନ ସ୍ୱାଦର ମନୋରଞ୍ଜନ ଯୋଗାଇ ଆସୁଛି।ଏହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନଙ୍କ ସହିତ ମଧ୍ୟ ଆପଣ ପରିଚିତ ଥିବେ।

ଆପଣ ଜାଣିଛନ୍ତି ମହାଦେବୀ ଧାରାବାହିକ ଟି ବର୍ତ୍ତମାନ ଓଡ଼ିଶାରେ ସବୁଠାରୁ ଅଧିକ ଚର୍ଚ୍ଚିତ ଧାରାବାହିକ ଭାବେ ପରିଚିତ ହେବା ସହ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଆପଣ ମାନେ ଏଥିରେ ଅଭିନୟ କରୁଥିବା ଚରିତ୍ର ମାନଙ୍କୁ ତ ଦେଖିଥିବେ।

ସୁନ୍ଦର କାହାଣୀ ଏବଂ ସଂଯୋଜନା ସାଙ୍ଗକୁ ଏହି ଧାରାବାହିକ ଟି ଲୋକ ମାନଙ୍କର ଭଲ ପାଇବା ସହିତ ତାର ୧୦୦ ଟି ଏପିଶୋଡ ପୂର୍ଣ୍ଣ କରି ସାରିଛି।ଏହି ସିରୀଏଲ ଆକ୍ଟିଙ୍ଗ ବା ଅଭିନୟ କରୁଥିବା କଳାକାର ମାନେ ସେମାନଙ୍କର ପାରଦର୍ଶିତା ଦେଖାଇ ପାରିଛନ୍ତି ଏହା ମାଧ୍ୟମରେ। ନିଜର ଅଭିନୟର ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ଏମାନେ ସମର୍ଥ ହୋଇଛନ୍ତି।

ତେବେ ଏହି ଲୋକପ୍ରିୟ ଧାରାବାହିକ ଏବେ ତାର ୧୦୦ ଟି ଏପିଶୋଡ୍ କୁ ପୂର୍ଣ୍ଣ କରି ସାରିଥିବାରୁ ଏହି ଧାରାବାହିକ ର ସମସ୍ତ ମୁଖ୍ୟ କଳାକାର ଏବଂ ସହ କଳାକାର ମାନେ କେକ୍ କାଟି ଆନନ୍ଦର ସହିତ ଏହାକୁ ପାଳନ କରୁଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ଏହି ଭିଡିଓ ରେ ମହାଦେବୀ ଧାରାବାହିକ ର ସମସ୍ତ କଳାକାର ମାନଙ୍କୁ ଉତ୍ସବ ମୁଖର ହୋଇ ଏହି ଦିନକୁ ଆନନ୍ଦର ସହିତ ପାଳନ କରୁ ଥିବାର ଦେଖିବାକୁ ମିଳୁଛି। ଏଠାରେ ପରସ୍ପର ପରସ୍ପରକୁ କେକ ଖୁଆଉ ଅଛନ୍ତି। ମଜାମସ୍ତି କରୁଛନ୍ତି ଏବଂ ଫଟୋ ମଧ୍ୟ ଉଠାଉଛନ୍ତି। ମହାଦେବୀ ର ସୁଟିଂ ସେଟ୍ ରେ ଏହା ହେଉଥିବାର ଜଣା ପଡ଼ିଛି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆପଣ ବି ଏହି ଭିଡିଓ କୁ ଦେଖି ଅନ୍ଦାଜ ଲଗାଇ ପାରିବେ ଯେ କେତେ ଖୁସିର ସହିତ ଏହାକୁ ପାଳନ କରା ଯାଇଛି ସୁଟିଂ ସେଟରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।