ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଅଭିନେତା Deepak ଏବଂ ତାଙ୍କ ସ୍ତ୍ରୀ Tanuja ଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ

0

ଓଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ କିଛି ଏମିତି କଳାକାର ରହିଛନ୍ତି ଯେଉଁମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନଶୈଳୀ କୁ ନେଇ ସେମାନଙ୍କର ବ୍ୟକ୍ତିତ୍ଵ କୁ ନେଇ ସାଧାରଣରେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ସେହିପରି ଜଣେ ଆଗଧାଡିର କଳାକାର ଭାବରେ ଅଭିନେତା ଦୀପକ ବେଶ୍ ପରିଚିତ ଚେହେରା ପାଲଟିଛନ୍ତି।ସେ ଏବେ ସମସ୍ତଂକ ମନରେ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ଲାଗିଛନ୍ତି। ଜଣେ ସଫଳ ଅଭିନେତା ଭାବରେ ସେ ଅନେକ ପରିଚିତି ଅର୍ଜନ କରିଛନ୍ତି। ତେବେ ଅନେକ ଦର୍ଶକ ତାଙ୍କ ଦିବାନା ସାଜିଛନ୍ତି ତାଙ୍କର ସୁନ୍ଦର୍ ଏବଂ ଭିନ୍ନ ଅନ୍ଦାଜ ର ଅଭିନୟ ପାଇଁ।

ତେବେ ଏହି ସୁପରଷ୍ଟାର ଦୀପକ ବାରିକ୍ ଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ଯିଏକି ଅନେକ ଆଲବମ୍ ଭିଡ଼ିଓ କରି ପରେ ସିନେମା ଜଗତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।ପରେ ଅନେକ ସଫଳତା ସେ ହାସଲ କରିଛନ୍ତି। ଆଉ ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହେବାରେ ଲାଗିଛି। ଅଭିନେତା ଦୀପକ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଏହି ପ୍ରମୁଖ କଳାକାର ଜଣଙ୍କ।

ଏହାଛଡା ସେ ତାଙ୍କର ଦମଦାର ଅଭିନୟ ସାଙ୍ଗକୁ ଜବରଦସ୍ତ ଡାନ୍ସ ରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ।ଓଲିଉଡ ର ହ୍ୟାଣ୍ଡସମ୍ ହିରୋ ଭାବରେ ଦୀପକ ଦର୍ଶକଙ୍କ ବେଶ୍ ପସନ୍ଦ ବି ଅଟନ୍ତି।ବାବୁସାନ୍ ଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି। ଅଭିନୟ ଜଗତରେ ସେ ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର।

ଏବେ ସେ ରଜ ସୁନ୍ଦରୀ ରେ ଜଜ୍ ଭାବରେ ମଧ୍ୟ ନଜର ଆସିଥିଲେ। ତେବେ ଏହି ଅଭିନେତା ଜଣଙ୍କ ଯଦିଓ ବହୁତ୍ କମ୍ ସମୟ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି କିନ୍ତୁ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ସେ ଏବଂ ତାଙ୍କର ସ୍ତ୍ରୀ ଘରେ କିପରି ସୁନ୍ଦର୍ ଡାନ୍ସ କରୁଛନ୍ତି। ଦୀପକ ଏବଂ ତାଙ୍କ ସ୍ତ୍ରୀ ତନୁଜା ବିଭିନ୍ନ ଓଡ଼ିଆ ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି। ତେବେ ଏହା ବେଶ୍ ମନୋରଂଜନ ପୂର୍ଣ୍ଣ ହୋଇଛି ଏବଂ ଆକର୍ଷଣୀୟ ହୋଇଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ଜାଣି ପାରିବେ ଯେ ସେମାନେ କିପରି ଡାନ୍ସ ସହିତ ମସ୍ତି କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।