ଦେଖନ୍ତୁ ଭିଡ଼ିଓ : ଓଃ କି ଡ୍ୟାନ୍ସ ! ଅଭିନେତ୍ରୀ ଗୁନଗୁନ ବାହାଘରରେ ନାଚିଲେ ସବୁ ଓଡ଼ିଆ ହିରୋଇନ…

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ତେବେ ବନ୍ଧୁଗଣ ଅଭିନେତ୍ରୀ ଗୁନଗୁନଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ହେଉଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଗୁନଗୁନଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ, ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ସବୁ ରିୟାଲିଟି ଶୋ ରେ ଖୁବ ସୁନ୍ଦର ଭାବରେ ୟାଙ୍କରିଙ୍ଗ କରି ଥାଆନ୍ତି। ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁ ମାତ୍ରାରେ ପସନ୍ଦ କରି ଥାଆନ୍ତି। ଏଥି ସହିତ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି।

ତେବେ ସେ ସୁନ୍ଦର ୟାଙ୍କରିଙ୍ଗ କରିବା ଦ୍ୱାରା ସାରା ଓଡ଼ିଶାର ବେଶ ପରିଚିତ ହୋଇ ପାରିଛନ୍ତି। ସେ ଯେତେବେଳେ ୟାଙ୍କରିଙ୍ଗ କରନ୍ତି ଦର୍ଶକ ମାନଙ୍କୁ ତାଙ୍କ କଥା କହିବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ଲାଗିଥାଏ। ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇ ଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇଥାଏ। ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେବା ସହିତ ବହୁତ ଶ୍ରଦ୍ଧା ମଧ୍ୟ କରି ଥାଆନ୍ତି। ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା ଜାରି କରି ଥାଆନ୍ତି।

ସେ ସବୁବେଳେ ପାଇଁ ଭିଡ଼ିଓ ଓ ଫୋଟୋ ଉଠାଇ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି। ତେବେ ନିକଟରେ ଅଭିନେତ୍ରୀ ବିବାହ କରିବାକୁ ଯାଉଛନ୍ତି, ସେଥିପାଇଁ ତାଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ହେଉଛି। ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ମାନେ ଆସି ଯୋଗ ଦେଇଛନ୍ତି ଓ ଏଥି ସହିତ ଓଡ଼ିଆ କଣ୍ଠଶିଳ୍ପୀ ମଧ୍ୟ ଆସି ସାମିଲ ହୋଇଛନ୍ତି।ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ମାନେ ନାଚିବା ସହିତ ଅଭିନେତ୍ରୀ ଗୁନଗୁନ ସାଙ୍ଗ ସାଥି ମାନଙ୍କ ସହିତ ମିଶି ନିଜେ ମଧ୍ୟ ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ସେ ସେଥିରେ ବହୁତ ସୁନ୍ଦର ନାଚିବା ସହିତ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ଓ ଏଥି ସହିତ ବହୁତ ମଜା ମସ୍ତି ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।