ଦେଖନ୍ତୁ ଭିଡ଼ିଓ : ଓଃ କି ଗୀତ ! ଷ୍ଟୁଡିଓ ରେ ଗୀତ ଗାଇଲେ ଭାଇରାଲ ବୟ ତ୍ରୈଲୋକ୍ୟ ରାୟ, ସୋସିଆଲ ମିଡିଆରେ ଭାଇରାଲ…

0

ଆସନ୍ତୁ ଜାଣିବା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣେ ବାଳକ ଙ୍କ ସଙ୍ଗୀତ ବିଷୟରେ। ଯିଏ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଛନ୍ତି। ଆଜି ଆମେ ଜାଣିବା ଏମିତି ଏକ ଭିଡିଓ ବିଷୟରେ ଯାହା କିଛିଦିନ ଧରି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବାକୁ ବାଧ୍ୟ ହେବେ।ଏହି ବାଳକର ନାମ ହେଉଛି ତ୍ରୈଲୋକ୍ୟ ରାୟ।ଯିଏକି ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ସ୍କୁଲରେ ପଢୁଛି ଏହି କଥା ଗଣମାଧ୍ୟମ ସମ୍ମୁଖରେ କହି ଲୋକଙ୍କ ଲୋକଲୋଚନ କୁ ଆସିଥିଲେ ଏବଂ ଲୋକଙ୍କ ପ୍ରଶଂସା ସାଉଁଟି ଥିଲେ।

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ କୁ ବ୍ୟବହାର କରି ଲୋକେ ସେମାନଙ୍କ କଳା କୁ ପ୍ରଦର୍ଶନ କରି ଅନେକ ସଫଳତା, ପ୍ରସିଦ୍ଧି ଅର୍ଜନ କରୁଛନ୍ତି।ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ। ଯଦି ଆପଣଙ୍କ ପାଖରେ ପ୍ରତିଭା ରହିଛି ତେବେ ସାରା ଦୁନିଆ ଏହା ଅବଶ୍ୟ ଜାଣି ପାରିବ। ସେହିପରି ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ଓଡ଼ିଶାର ଏକ ସରକାରୀ ସ୍କୁଲ ରେ ପଢୁଥିବା ଏକ କୁନି ବାଳକଙ୍କ ର ଅଟେ।

ଯିଏ ବର୍ତ୍ତମାନ ତାଙ୍କର ଗୀତର ଏକ ଝଲକ ଦେଖାଇ ସୋସିଆଲ ମିଡିଆରେ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି।ସେ ଯେଉଁଭଳି ଭାବରେ ଗୀତ ପରିବେଷଣ କରୁଛନ୍ତି କୁନି ସ୍ବରରେ ତାହା ବହୁତ୍ ଶ୍ରୁତି ମଧୁର ଲାଗୁଛି। ତ୍ରୈଲୋକ୍ୟ ରାୟ କହିଥିବା ତାଙ୍କର ସେହି ଭାଇରାଲ କଥାକୁ ଗୀତ ମାଧ୍ୟମରେ ସୁନ୍ଦର୍ ଭାବରେ ଗାନ କରୁଛନ୍ତି ସେ। ତେବେ ଏହି ବାଳକଙ୍କ ସଙ୍ଗୀତ କିଛି ୟୁ ଟ୍ୟୁବ୍ ଚ୍ୟାନେଲ ରେ ପ୍ରସାରିତ ହେଉଛି।ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଏହି ଭିଡିଓ କୁ ଛଡ଼ା ଯାଇଥିବା ବେଳେ ଲୋକେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।

ତେବେ ଏହି ଭିଡିଓ ରେ ଆପଣ ଏହି ଗୀତକୁ ଦେଖିବାକୁ ପାଇବେ କିଭଳି ଭାବରେ ଏହି ଛୋଟ ପିଲାଟି ଜଣଙ୍କ ଗୀତ ବୋଲୁ ଛନ୍ତି।ଏହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ଏବଂ ଯାହା ଏଠାରେ ଏହି ଭାଇରାଲ ବାଳକ ଜଣଙ୍କ ଗାଇଛନ୍ତି ଏବଂ ସତ କରି ଦେଖାଇଛନ୍ତି ଯେ ସେ ମଧ୍ୟ ଗୀତ ବୋଲି ପାରନ୍ତି।ଯେଉଁ ବାଇଟ ରେ ସେ କହିଥିଲେ ଯେ ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଇସ୍କୁଲ ରେ ପଢୁଛି। ମୁଁ କଣ ଶୁଣିଲି ଆମ ସ୍କୁଲ୍ ଏଠାରୁ ଉଠି ଯାଉଛି ଆଉ ମାଇନର ସ୍କୁଲ୍ ରେ ଯାଇ ମିଶୁଛି। ଏହିକଥା କହି ସେ ସମସ୍ତଙ୍କ ନଜରକୁ ଆସିଥିଲେ ଏବଂ ପ୍ରଶଂସା ଅର୍ଜନ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।