ପ୍ରତିଦିନ ଆମ ସମାଜରେ ପ୍ରେମକୁ ନେଇ ନୂଆ ନୂଆ ଘଟଣା ଘଟି ଚାଲିଛି। ଯେଉଁଥିରେ ଦେଖିବାକୁ ମିଳୁଛି ପ୍ରେମିକ ପ୍ରେମିକାକୁ ହତ୍ୟା କରୁଛି ତ କଉଠି ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ବଣ ବୁଦା ମୂଳେ ଫିଙ୍ଗି ଦେଇ ଚାଲି ଯାଉଛି। ଆଉ କଉଠି ପ୍ରେମିକା ପ୍ରେମିକକୁ ଧୋକା ଦେଇ ଆଉ କାହା ସହ ସମ୍ପର୍କ ରଖୁଛି। ଏମିତି ଅନେକ ହୃଦୟ ବିଦାରକ ଘଟଣା ପ୍ରତିଦିନ ଘଟି ଚାଲିଛି ଆଉ ଯେଉଁ କାରଣ ବଶତ ଦିନକୁ ଦିନ ପ୍ରେମ ଉପରୁ ସମସ୍ତଙ୍କ ବିଶ୍ଵାସ ଉଠିବାରେ ଲାଗିଛି।
ଆଜିର ଦିନରେ ଆଉ ପ୍ରକୃତ ପ୍ରେମ ଦେଖିବାକୁ ମିଳୁନାହିଁ କିଛି ଦିନର ଦେଖା ଚାହାଁରୁ ଏ ପ୍ରେମ ଶାରିରୀକ ଆକର୍ଷଣରେ ଶେଷ ହେଉଥିବାର ଦେଖିବାକୁ ମିଳୁଛି। ବାପା ମା କଷ୍ଟ କରି ମୁଲେ ଲାଗି ପିଲା ମାନଙ୍କୁ କଲେଜ୍ ଛାଡୁ ଛନ୍ତି କିନ୍ତୁ ବାପା ମାନଙ୍କର ବିଗିଡି ଯାଇଥିବା ପିଲା ମାନେ ଏଠି ଓୟ ରୁମ୍ ଭିତରେ ରାତି କଟାଉ ଛନ୍ତି।
ତେବେ ବର୍ତ୍ତମାନ ସମୟରେ ପ୍ରେମକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଜଣେ ଯୁବକ। ଯୁବକଙ୍କ କହିବା ଅନୁଯାୟୀ ଆଜିର ଦିନରେ ଆଉ ଭଲ ପାଇବା ଦେଖିବାକୁ ମିଳୁନାହିଁ। ଭଲ ପାଇବା ବହୁ ପୂର୍ବରୁ ଥିଲା ସେତେବେଳେ ଫୋନ୍ ବି ନଥିଲା ଦେଖା ଚାହାଁରୁ ପ୍ରେମ ହେଉଥିଲା ସେ ସବୁ ଜିନିଷ ଭଲ ପାଇବା ଥିଲା ଆଉ ଏବେ ର ଯେଉଁ ଭଲ ପାଇବା ସେ ସବୁ ଭଲ ପାଇବା ନୁହେଁ। ବଡ ଲୋକଙ୍କ ବିଗିଡି ଯାଇଥିବା ପିଲାମାନେ ପ୍ରେମର ମୂଲ୍ୟକୁ ବୁଝିବାରେ ସକ୍ଷମ ହୋଇ ପାରୁନାହାନ୍ତି। ଯୁବକ ଜଣଙ୍କ କହିଛନ୍ତି କି ବାପା ସେପଟେ ମୁଲ ଲାଗି ପିଲାଙ୍କୁ ମଣିଷ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି କିନ୍ତୁ ପୁଅ ଏଠି ଓୟ ଭିତରେ ୬୦୦ ଟଙ୍କାରେ ଖେଳ କରୁଛନ୍ତି।
ଆଉ ଯାହାର ଲାଇସେନ୍ସ ମଧ୍ୟ ସରକାର୍ ଦେଇଛନ୍ତି। ଏକଥା ମଧ୍ୟ ଯୁବକ ଜଣକ କହିଛନ୍ତି ଏପରି କରି ସରକାର ଗୋଟିଏ ଦୃଷ୍ଟିର ଭଲ କରିଛନ୍ତି। ସରକାର ଲାଇସେନ୍ସ ଦେବାରୁ ମାଳିସାହି କୁ ଖୁବ୍ କମ୍ ଲୋକ ଯିବା ଆସିବା କରୁଛନ୍ତି।ତେବେ ଯେଉଁମାନେ ଓୟ ହୋଟେଲ କୁ ଯାଉଛନ୍ତି ନିଜ ମନର ଭୋକକୁ ମେଣ୍ଟାଇବା ପାଇଁ କିନ୍ତୁ ବେଳେବେଳେ ଭୁଲ ରେ ଯେଉଁ ପ୍ରଡକ୍ସନଟା ହୋଇ ଯାଉଛି ତାକୁ ନେଇ ନାଳ ନର୍ଦମା ରେ ଫୋପାଡି ଦେଉଛନ୍ତି।
ତେବେ ଯୁବକ ଜଣଙ୍କ କହିଛନ୍ତି କି ତୁମେ ମାନେ ଯାହା କରୁଛ କର କିନ୍ତୁ ବାପା ମାଙ୍କ ଇଜ୍ଜତ ଉପରେ ଯେମିତି ଆଞ୍ଚ ନଆସେ। ସବୁ ସମୟରେ ନିଜ ଭଲ ପାଇବା କୁ ପବିତ୍ର ରଖ। ଯାହା ଫଳରେ ଆପଣଙ୍କର ଆଗକୁ ହେବାକୁ ଥିବା ସନ୍ତାନ ଭଲ ଦିଗରେ ଯିବ ଠାକୁରଙ୍କ ଆଧ୍ୟାତ୍ମିକ ପ୍ରଭାଵ ତା ଉପରେ ପଡ଼ିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।