ପବିତ୍ର ମାଣବସା ଗୁରୁବାର ଉପଲକ୍ଷେ ମାର୍କେଟକୁ ଆସିଲା ରୂପାଙ୍କର ନୂଆ ଭଜନ ଭିଡିଓ ” ଜୟଜୟ ମହାଲକ୍ଷ୍ମୀ ” ମାତ୍ର 1ଘଣ୍ଟାରେ 39 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ମାର୍ଗଶିର ମାସ ଆସିଲେ ଓଡ଼ିଶାର ଘରେ ଘରେ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଏ। ହିନ୍ଦୁ ଧର୍ମ ଅନୁଯାୟୀ ମାର୍ଗଶିର ମାସ ର ମହତ୍ତ୍ଵ ଖୁବ୍ ଅଧିକ ରହିଛି।ଏହି ମାସରେ ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା ଯାଇଥାଏ। ଓଡ଼ିଶାର ଘରେ ଘରେ ମହିଳା ମାନେ ଏହି ଓଷା କରିଥାନ୍ତି। ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ମାସ ମଧ୍ୟରେ ମାର୍ଗଶିର ସବୁଠାରୁ ଶ୍ରେଷ୍ଠ ଆଉ ଏହି ମାସଟି ମହାଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏକଥା ମଧ୍ୟ ଶାସ୍ତ୍ରରେ କୁହା ଯାଇଛି କି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଆରାଧନା କଲେ ଘରକୁ ଅନେକ ଖୁସି ଆସିଥାଏ ଏବଂ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ଏହି ଦିନ ଓଡ଼ିଶାର ଘରେ ଘରେ ମାର୍ଗଶିର ମାସ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ଉପାସନା କରା ଯାଇଥାଏ।
ତେବେ ଭକ୍ତ ମାନେ ମା ଲକ୍ଷ୍ମୀଙ୍କୁ ବିଭିନ୍ନ ଉପାୟରେ ଆରାଧନା କରିଥାନ୍ତି। ଭଜନ କୀର୍ତ୍ତନ ଦ୍ଵାରା ମାଙ୍କ ଗୁଣଗାନ କରା ଯାଇ ମା ଲକ୍ଷ୍ମୀଙ୍କୁ ଆରାଧନା କରା ଯାଇଥାଏ। ତେବେ ବର୍ତ୍ତମାନ ସମୟରେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ସାମ୍ନାକୁ ଆସିଛି। ଭଜନଟି ବେଶ୍ ମନଛୁଆଁ ହୋଇ ପାରିଛି। ଦର୍ଶକ ମାନଙ୍କୁ ଏହି ସୁନ୍ଦର୍ ଭଜନଟି ବେଶ ପସନ୍ଦ ଆସିଛି।

ତେବେ ୟୁଟ୍ୟୁବର ପିଣ୍ଟୁଙ୍କ ନିର୍ଦ୍ଦେଶନାରେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ସାମ୍ନାକୁ ଆସିଛି। ଗୀତଟି ହେଉଛି ‘ଜୟ ଜୟ ମହାଲକ୍ଷ୍ମୀ ଜୟ ଜୟଜୟ’ ଯେଉଁଥିରେ ଅତି ସୁନ୍ଦର ଭାବେ ଅଭିନୟ କରିଛନ୍ତି ଅଭିନେତ୍ରୀ ରୂପା।ଏହି ଗୀତରେ ଭକ୍ତି ମାଧ୍ୟମରେ ମା’ ମହାଲକ୍ଷ୍ମୀଙ୍କ ପରାକ୍ରମର ଗୁଣାଗାନ କରାଯାଇଛି। ଆଉ ଏହି ମନଛୁଆଁ ଭଜନରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ଏହି ମନଛୁଆଁ ଭଜନଟିକୁ ରିଲିଜ୍ କରା ଯାଇଛି ଖୁସି ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲ ରେ। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ଭିଡିଓରେ ରୂପା ଖୁବ୍ ସୁନ୍ଦର୍ ଭାବେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି। ରୂପାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି। ଭିଡିଓ ରିଲିଜ୍ ହେବାର ମାତ୍ର କିଛି ସମୟ ମଧ୍ୟରେ ପାଖାପାଖି ଏକ ଲକ୍ଷ ଦର୍ଶକ ଦେଖି ସାରିଲେଣି। ଏଥି ସହିତ ଏହି ମନଛୁଆଁ ଗୀତକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି ଆଉ ଏହା ସହିତ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଆପଣ ଏହି ମନଛୁଆଁ ଗୀତକୁ ଦେଖିଲେ ଜାଣି ପାରିବେ ଏହି ଗୀତଟି କେତେ ସୁନ୍ଦର୍ ହୋଇଛି। ତେବେ ଆପଣମାନେ ଅଭିନେତ୍ରୀ ରୂପାଙ୍କ ଅଭିନୀତ ଏହି ମନଛୁଆଁ ଭଜନଙ୍କୁ ନିଶ୍ଚିତ ଦେଖନ୍ତୁ ଆପଣଙ୍କୁ ଏହା ଖୁବ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment