Jyotish Shastra – ପବିତ୍ର ରଥଯାତ୍ରା ( 01 July, ଶୁକ୍ରବାର ) – ଏହି ୫ ଟି ରାଶିରେ ରାଜଯୋଗ…

ଏହି ବର୍ଷ ଜୁଲାଇ ୧ ତାରିଖରେ ପଡୁଅଛି ପବିତ୍ର ଘୋଷ ଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା | ସମଗ୍ର ବିଶ୍ୱରେ ଏହି ରଥଯାତ୍ରାର ବହୁତ ମହତ୍ୱ ରହିଅଛି |କିନ୍ତୁ ଏହି ରଥଯାତ୍ରାରେ ଏଭଳି କିଛି ରାଶି ଅଛନ୍ତି ଯୋଉଁ ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଓ ମାଆ ଲକ୍ଷ୍ମୀଙ୍କର ଅଶେଷ କୃପା ହେବାକୁ ଯାଉଅଛି ତାହା ପୁଣି ପୁରା ପାଞ୍ଚ ମାସ ପର୍ଯ୍ୟନ୍ତ |ଏହି ୫ ଗୋଟି ରାଶିର ଭାଗ୍ୟ ଅଚାନକ ଖୋଲିବାକୁ ଯାଉଅଛି |ଏହି ରଥଯାତ୍ରା ଠାରୁ ଏହି ପାଞ୍ଚ ଗୋଟି ରାଶିରେ ଅଦ୍ଭୁତ ପରିବର୍ତନ ଦେଖା ଦେବ | ଏବେ ଚାଲନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କରେ କଣ ଖୁସିର ଖବର ଆସିବାର ଅଛି |

ଆପଣଙ୍କୁ କହିବାକୁ ଯାଉଛୁ ଯେ ଗ୍ରହ ମାନେ ନିଜର ଦଶା ବଦଳାଉଛନ୍ତି | ଏହି ରଥଯାତ୍ରା ଠାରୁ ଏପରି ଏକ ମହା ସୁଯୋଗ ହେବାକୁ ଯାଉଛି କି ଯେଉଁ କାରଣରୁ କିଛି ବର୍ଷ ପର୍ଯ୍ୟନ୍ତ ଏହି ପାଞ୍ଚ ଗୋଟି ରାଶିର ଲୋକମାନଙ୍କ ଉପରେ ଜଗନ୍ନାଥ ଓ ମାଆ ଲଷ୍ମୀଙ୍କର କୃପାର ବର୍ଷା ହେବାର ଅଛି |ଏହି ମହା ସଂଯୋଗ କାରଣରୁ ଆପଣଙ୍କର ସମସ୍ତ ମାନ କାମନା ପୂରଣ ହେବାକୁ ଯାଉଅଛି ଏବଂ ଆପଣଙ୍କୁ ନିଜ ଜୀବନରେ ସଫଳତା ପ୍ରାପ୍ତ ହେବ | ଏହି ରାଶିର ବ୍ୟକ୍ତିଙ୍କୁ ଭଗବାନଙ୍କ କୃପାର କାରଣରୁ ବହୁତ ହିଁ ଅଧିକ ଆର୍ଥିକ ଲାଭ ଦେଖିବାକୁ ମିଳିବ |ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ | ଆକସ୍ମିକ ଧନ ଲାଭର ବି ଯୋଗ ବନୁ ଅଛି | ଏହି ଶୁଭ ସଂଯୋଗ କାରଣରୁ ଏହି ପାଞ୍ଚଟି ରାଶିର ଜୀବନ ପରିବର୍ତନ ହେବାକୁ ଯାଉଅଛି | ଆସନ୍ତୁ ଜାଣିବା ସେଇ ରାଶି ମାନଙ୍କ ବିଷୟରେ |

1:- ବୃଷରାଶି

ଏହି ରାଶି ଉପରେ ରଥଯାତ୍ରାଠାରୁ ଭଗବାନଙ୍କର କୃପା ବନିରହିବ | ଏମାନେ ହେବେ ଧନବାନ ଏବଂ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଦୂର ହେବାକୁ ଯାଉଅଛି | ଆପଣଙ୍କୁ ଆକସ୍ମିକ ଧନପ୍ରାପ୍ତି ହୋଇପାରେ | ଆପଣ ସମାଜ ପାଇଁ କିଛି ମହତ୍ୱପୂର୍ଣ କାର୍ଯ୍ୟ କରିବେ | ନିଜ ଅପେକ୍ଷା ଅନ୍ୟର ଚିନ୍ତା କରିବେ |

2:- ସିଂହରାଶି

ସିଂହରାଶିର ଲୋକମାନଙ୍କ ଉପରେ ଜଗନ୍ନାଥଙ୍କର କୃପା ରହିବ ଯାହାଦ୍ୱାରା ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ | ଘର ପରିବାରରେ ସୁଖଶାନ୍ତିର ବାତାବରଣ ରହିବ | ଜୀବନସାଥୀର ପୁରା ସାହାଯ୍ୟ ମିଳିବ | ମାଆ ଲଷ୍ମୀଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିଯିବ |ଚାକିରୀ କରୁଥିବା ବ୍ୟକ୍ତି ପୋଦୋନ୍ନତି କରିବେ |

3:- କନ୍ୟାରାଶି

ଏହି ରାଶିର ଲୋକମାନଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷୀବାକୁ ଯାଉଅଛି | ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତି ହେବ ଓ ଯୋଡି କୌଣସି ନୂଆ କାମ କରିବାକୁ ଯାଉଛନ୍ତି ତେବେ ଏହି ସମୟରେ ଆରମ୍ଭ କରିପାରିବେ |ସଫଳତା ଅବଶ୍ୟ ମିଳିବ |ମାତାପିତାଙ୍କ ସାହାଯ୍ୟ ମିଳିବ |

4:-ତୁଳାରାଶି

ମାଆ ଲକ୍ଷ୍ମୀଙ୍କ ଅପାର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ | ସନ୍ତାନଙ୍କ ଠାରୁ ଆପଣଙ୍କୁ ଖୁସି ଖବର ମିଳିପାରେ | ଯାହାର କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ | ଆପଣଙ୍କୁ ଆକସ୍ମିକ ଧନ ଲାଭ ହୋଇପାରେ |

5:- କୁମ୍ଭରାଶି

ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ଓ ଜଗନ୍ନାଥଙ୍କର କୃପା ରହିବ | ଆପଣ ବ୍ୟାପାରରେ ବହୁତ ଲାଭ ପାଇବେ |ମାଆ ଲଷ୍ମୀଙ୍କର କୃପାରୁ ଆପଣଙ୍କ ଜୀବନରେ ସବୁ ପରିବର୍ତନ ହେବ |ପାରିବାରିକ ଶାନ୍ତି ଦେଖା ଦେବ ଓ ଆପଣ ସଫଳତା ହାସଲ କରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment