ଦେଖନ୍ତୁ Viral ଭିଡ଼ିଓ : ପଚାଶ ଟଙ୍କା ଦିଅ କୁଣ୍ଢା କୁଣ୍ଢି କର….

0

ଦୁଇ ନାବାଳିକାଙ୍କୁ ଅସଦାଚରଣ କରି ହରଡ଼ଘଣାରେ ବୃଦ୍ଧ ଦୋକାନୀ। ଆଉ ଏହି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ। ଏଭଳି ଏକ ନିନ୍ଦନୀୟ ଘଟଣା ସେଠାର ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ ଏବଂ ଅପମାନିତ କରିଛି। ତେବେ ଏହି ଘଟଣା ବୟାନ କରୁଛି ଯେ ଆଜିର ସମାଜ ର ଲୋକ ମାନଙ୍କର ହାବ ଭାବରେ କିପରି ପରିବର୍ତ୍ତନ ଆସୁଛି। ଲୋକେ କିପରି ଅସଭ୍ୟ ଆଚରଣ ପ୍ରଦର୍ଶନ କରୁଛନ୍ତି।ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ ଅଭଦ୍ର କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ଯାହା ଫଳରେ ସମାଜରେ ଅଭାବନୀୟ ଘଟଣା ବୃଦ୍ଧି ପାଇବା ରେ ଲାଗିଛି। ଆଉ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ। ଶେଷରେ ସେ ଏଥିପାଇଁ ସମାଜ ଆଗରେ ଲଜ୍ଜିତ, ଅପମାନିତ ତ ହେଉଛି ପୁଣି ସେ ଇଥି ପାଇଁ ଯେଉଁ ଦଣ୍ଡ ପାଉଛି ତାହା ମଧ୍ୟ ବାସ୍ତବରେ ଉଲ୍ଲେଖନୀୟ ଅଟେ। ତେବେ ସେହିଭଳି ଏକ ନିନ୍ଦନୀୟ ଘଟଣା ଏବେ ଘଟିବା ପରେ ତାର ଏକ ନିନ୍ଦନୀୟ ସ୍ଥିତି ଏବେ ସାମ୍ନାକୁ ଆସିଛି। ତେବେ ମିଳିଥିବା ସୂଚନା ଅନୁସାରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ର ଜଳେଶ୍ଵର ର ବ୍ଲକ ବଜାର ଅଞ୍ଚଳ ର।

ଯେଉଁ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ତାହା ବାସ୍ତବରେ ଯେତିକି ସମ୍ବେଦନଶିଳ ଏବଂ ସେତିକି ଲଜ୍ୟା ଜନକ ଅଟେ। ସୁଚନା ଅନୁସାରେ ଏଠାରେ ଥିବା ଏକ ଦୋକାନକୁ ଦୁଇଜଣ ନାବାଳିକା ଚକୋଲେଟ୍ ଏବଂ ପେପଶି କିଣିବାକୁ ଯାଇଥିବା ବେଳେ ସେଠାରେ ଥିବା ସେହି ଦୋକାନର ବୃଦ୍ଧ ଦୋକାନୀ ସେମାନଙ୍କୁ ଭିତରକୁ ଡାକି ଅସଦାଚରଣ କରିଥଲେ। ଏହାକୁ ନେଇ ନିଜେ ନାବାଳିକା ମୁହଁ ଖୋଲିଛନ୍ତି ଏବଂ ସର୍ବ ସମ୍ମୁଖରେ ଏ ବିଷୟରେ କହିଛନ୍ତି ଯେ କିଭଳି ଭାବରେ ଏହି ଅଭଦ୍ର ବୃଦ୍ଧ ଦୋକାନୀ ଜଣଙ୍କ ସେମାନଙ୍କୁ ଦୋକାନ ଭିତରକୁ ନେଇ ସେମାନଙ୍କ ପ୍ୟାଣ୍ଟ୍ ସାର୍ଟ ଖୋଲି ତାଙ୍କ ସହିତ ଅସଦାଚରଣ କରିଥିଲେ।

ସେମାନଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ନାବାଳିକା ମାନେ ନିଜେ ସ୍ବୀକାର କରିଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉକ୍ତ ଦୋକାନୀ ଙ୍କ ନାମରେ ଥାନାରେ ଅଭିଯୋଗ କରାଯିବା ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି। କିନ୍ତୁ ଏହି ଦୋକାନୀ ଜଣଙ୍କ ଏହି କଥାକୁ ଅସ୍ବୀକାର କରିଛନ୍ତି ଏବଂ କହିଛନ୍ତି ଯେ ଉକ୍ତ ନାବାଳିକା ମାନେ ସେମାନଙ୍କୁ କୁଣ୍ଢା କୁଣ୍ଢି କରିବା ପାଇଁ ତାଙ୍କୁ ୫୦ ଟଙ୍କା ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।