ପାହାଡ଼ ତଳେ ଚାଲିଥିଲା ରାସଲୀଳା କିନ୍ତୁ ଦେଖିଲା ପରେ ଏମିତି ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିର ଯୁବପିଢି ପଥଭ୍ରଷ୍ଟ ହେବା ନିଶ୍ଚିତ ଭାବରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଯଦି ଆଜିର ଯୁବପିଢି ନିଜକୁ ଏକ ଉଚିତ୍ ମାର୍ଗରେ ପରିଚାଳିତ କରିବେ ତେବେ ସମାଜର ପରିବର୍ତ୍ତନ ସହିତ ସମାଜ ଓ ସଂସ୍କୃତି ର ସଭ୍ୟତା ମଧ୍ୟ ବୃଦ୍ଧି ପାଇବ।ସେହିପରି ଭୁଲ୍ ମାର୍ଗରେ ନିଜକୁ ପରିଚାଳିତ କଲେ ସେହିଠାରେ ହିଁ ସମାଜରେ ସେମାନଙ୍କ ସମ୍ମାନ ଏବଂ ସ୍ଥିତି ଭିନ୍ନ ହୋଇଯାଏ।ତେବେ ଆମେ ଆପଣଙ୍କୁ ଏସବୁ କଥା ଏହି ପାଇଁ କହୁଛୁ କାରଣ ଆଜିର ସମାଜରେ ପାଠ ପଢୁଆ ଯୁବପିଢି ମାନେ କିଛି ଏମିତି କାର୍ଯ୍ୟ କରୁଛନ୍ତି ଯାହା ସମାଜ ପାଇଁ ଲଜ୍ୟାକର ସ୍ଥିତି ସୃଷ୍ଟି କରୁଛି।

ଆଉ ସେ ମଧ୍ୟରୁ କିଛି ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳୁଛି ଯାହା ନିଜକୁ ସମାଜ ଆଗରେ ନୀଚ୍ଚ କରି ଦେଉଛି।ଏଭଳି ଘଟଣା ଦେଖିଲେ ସମାଜର ବୁଦ୍ଧିଜୀବୀ ମାନେ ଏହା କହିବା ବିଧେୟ ଯେ ନିଜର ସଂସ୍କାର ଏବଂ ନୀତି ନିୟମ କୁ ତିଳେ ହେଲେ ବି ଖାତିର ନକରି କୁପଥ ରେ ନିଜକୁ ନେଇ ଯାଉଛନ୍ତି କିଛି ନୈତିକତା ହୀନ ଯୁବପିଢି।

ଏଠାରେ କୁହା ଯାଇ ପାରେ ଏହିସବୁ କାର୍ଯ୍ୟ ପାଇଁ ବାସ୍ତବରେ ଦାୟୀ କିଏ। ଆଜିର ଆଧୁନିକ ସମାଜର ରଙ୍ଗ ଢ଼ଙ୍ଗ କାର୍ଯ୍ୟ କଲାପ ନା ଉପଯୁକ୍ତ ସଂସ୍କାର ର ଅଭାବ। ଏହାରି ଭିତରେ ଛନ୍ଦି ହୋଇ ଯାଉଛି ଆଜିର ମଣିଷ ର ଦ୍ବନ୍ଦାତ୍ମକ ପ୍ରଶ୍ନ।ସେ ଯାହାବି ହେଉ ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି ଆଜିର ସମାଜର ବାସ୍ତବ ପ୍ରତିଫଳନ ବା ପ୍ରତିଛବି।

ଯାହା ଘଟିଛି ଏକ ନିଛାଟିଆ ସ୍ଥାନରେ ପାହାଡିଆ ଅଞ୍ଚଳରେ।ଏଠାରେ ପ୍ରେମୀ ଯୁଗଳ ଯେଉଁଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ଅର୍ଥାତ୍ ଅଶ୍ଳୀଳ କାର୍ଯ୍ୟ କଲାପ କରୁଥିବା ସମୟରେ ଧରା ପଡିଛନ୍ତି ତାହାର ଭିଡିଓ ଆପଣ ଦେଖି ପାରୁଥିବେ।

ଅନେକ ଯୁବକ ଯୁବତୀ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଏଭଳି କାମ କରି ଲଜ୍ଜିତ ହେଉଥିବାର ଅନେକ ନଜିର ତ ରହିଛି। ଆଉ ଏବେ ସେସବୁ ଘଟଣା ସାଧାରଣ ଘଟଣା ପାଲଟି ଗଲାଣି। ସମୟ କ୍ରମେ ସେମାନଙ୍କର ଏଭଳି କାର୍ଯ୍ୟ କଲାପ ସମାଜରେ ଏକ ଏପରି ଚିତ୍ର ସୃଷ୍ଟି କରୁଛି ଯାହା ସାଧାରଣରେ ସେମାନଙ୍କୁ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ଲଜ୍ଜିତ କରୁଛି।

ଏଠାରେ ସେହିଭଳି ଏହି ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରିବା ସହ ଆପତ୍ତି ଜନକ ଭାବରେ ଥିବାର ଭିଡିଓ କେହି ଜଣେ ରେକର୍ଡ କରିଛନ୍ତି।ଆଉ ପରେ ସେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି।ତେବେ ଏମାନଙ୍କର ଏପରି ମନ୍ଦ ଉଦ୍ଦେଶ୍ୟ ନେଇ ଏପରି ନିଛାଟିଆ ସ୍ଥାନକୁ ଆସିବା ବାସ୍ତବରେ ଏକ ପ୍ରତିକୂଳ ପ୍ରଭାବ ପକାଉଛି ଆଗାମୀ ପିଢ଼ି ଉପରେ ତାହା ସେମାନଙ୍କୁ ଦୃଷ୍ଟି ଦେବା କଥା ଏଭଳି କାର୍ଯ୍ୟ କରିବା ପୂର୍ବରୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment