ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ କେବେ ଲ ଗୋଟିଏ କଥା ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ନବ ଦାସ ଙ୍କୟା ହତ୍ୟା କରିଥିଲା ASI ଗୋପାଳ କୃଷ୍ଣ ଦାସ ଙ୍କ ବିଷୟରେ ତଦନ୍ତ କୁ ନେଇକି ସୂଚନା |ଆଉ ଯେଉଁଠି କୁହାଯାଉଛି କ୍ରାଇମବ୍ରାଞ୍ଚ ତରଫରୁ ଗୋପାଳ ଦାସ ଙ୍କୁ ଜୋର ସୋର ରେ ଜେରା ଚାଲିଛି ଆଉ ଗୋଟିଏ ପରେ ଗୋଟିଏ ସତ୍ୟ ମଧ୍ୟ ସମସ୍ତଙ୍କ ସାମ୍ନା କୁ ଆସୁଛି | ତେବେ ପାଇଖାନା ଟାଙ୍କି ରେ ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ତଥ୍ୟ ଲୁଚାଇଥିଲେ ଗୋପାଳ ଦାସ ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ASI ଗୋପାଳ କୃଷ୍ଣ ଦାସ | ଆଉ ମିଳିଥିବା ସୂଚନା ଅନୁସାରେ ଗତ ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାଡ଼ସୁଗୁଡା କୁ ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଏହି ଭଳି ଏକ ଅଭାବନୀୟ ଘଟଣା ଟି ଘାଟି ଯାଇଥିଲା | ଆଉ ଯେଉଁଥିପାଇଁ ପୋଲିସ ଘଟଣା ସ୍ଥଳରେ ଗୋପାଳ ଦାସ ଙ୍କୁ ଗିରଫ କରିବା ସହିତ ASI ଗୋପାଳ ଦାସ ଙ୍କୁ ନେଇ ଝାଡ଼ସୁଗୁଡା ବିମାନ ବନ୍ଦର ଥାନା ରେ ରଖିଥିଲେ |
ଆଉ ଯାହା ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ସେଠାରେ କ୍ରାଇମବ୍ରାଞ୍ଚ ପହଂଚିବା ଯାଏ ବହୁତ ସମୟ ଥାନା ଭିତରେ ରହିଥିଲେ ଗୋପାଳ ଦାସ | ଆଉ ସେତିକି ବେଳେ ବାଥରୁମ ଯିବାର ବାହାନା ମଧ୍ୟ କରିଥିଲେ ଗୋପାଳ ଦାସ | ଆଉ ପାଇଖାନା ଘର ଭିତରେ ତାଙ୍କର ପାଖରେ ଥିବା ହତ୍ୟା ର ସମସ୍ତ ପ୍ରମାଣକୁ ପାଇଖାନା ରେ ଫ୍ଲାସ କରି ଦେଇଥିଲେ ବୋଲି ସେ ନିଜେ କହିଛନ୍ତି | ତେବେ ଏହିଭଳି ଏକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିବ ପରେ ପାଇଖାନା ଟାଙ୍କି କୁ ଗତ କାଲି ରାତିରେ ଖୋଲା ଯାଇଛି ଓ ତାହା ଭିତରୁ ଲୁଚିଥିବା ସମସ୍ତ ତଥ୍ୟ ଖୋଜୁଛି ପୋଲିସ |
ଆଉ ତାହା ସହିତ କୁହାଯାଉଛି କି ମିଳିଥିବା କାଗଜ କୁ SFSL କୁ ପାଠ ଜୀବଘଟଣା ର ତଦାରଖ କରିବା ପାଇଁ ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଘଟଣା କୁ ତଦାରଖ କରିବା ପାଇଁ ସେଠାକାର ତହସିଲଦାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି | ତେବେ ଘଟଣା ର ସମ୍ପୂର୍ଣ୍ଣ ତଥ୍ୟ ମିଳି ସାରିବା ପରେ ଗୋପାଳ ଦାସ କଣ ସବୁ ପ୍ଲାନିଂ କରିଥିଲେ ନବ ଦାସ ଙ୍କୁ ହତ୍ୟା କରିବା ପାଇଁ ତାହା ଜଣା ପଡିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ପୋଲିସ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।