ପଇସାଵାଲା ଯୁବକ ମାନଙ୍କୁ ଫସାଇ, ସ୍ତ୍ରୀ ରଖୁଥିଲା ଶାରୀରିକ ସମ୍ପର୍କ, ଭିଡ଼ିଓ କରି ବ୍ଲକମେଲିଂ କରୁଥିଲା ସ୍ୱାମୀ, ପୂରା ଘଟଣା ଜାଣି ହୋସ ଉଡ଼ିଯିବ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ଅନ୍ୟାୟ , ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଖରପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଖରାପ ଆଡକୁ ବହୁତ ମାତ୍ରାରେ ଗତି କଲେଣି। ସେମାନେ ଅତି ନୀଚ୍ଚ କାମ କରୁଛନ୍ତି। ସେମାନେ ଲୋକ ମାନଙ୍କ ସହ ଖରାପ କାର୍ଯ୍ୟ ତାଙ୍କ ଠାରୁ ଟଙ୍କା ଆଦାୟ କରି ଥାଆନ୍ତି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରପ ପ୍ରଭାବ ପଡୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ମିଶି ଯୁବକ ମାନଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇ ବ୍ଲାକମେଲିଙ୍ଗ କରି ଟଙ୍କା ଆଦାୟ କରନ୍ତି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଅନୁଗୁଳ ସହରର ଗାନ୍ଧୀ ମାର୍ଗରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ମୌସୁମୀ ନାମକ ଜଣେ ମହିଳାଙ୍କର ଏକ ବିୟୁଟି ପାର୍ଲର ଅଛି। ସେ ଲୋକ ମାନଙ୍କୁ ତାଙ୍କ ପ୍ରେମ ଜାଲରେ ପକାଇ ଟଙ୍କା ଆଦାୟ କରନ୍ତି। ସେହି ସହରର ରାଜୀବ ଅଗ୍ରୱାଲ ନାମକ ଜଣେ ଯୁବକ ଟ୍ରାକ୍ଟର ବ୍ୟବସାୟୀ କରନ୍ତି ଓ ଏଥିରେ ତାଙ୍କ ପୁଅ ଅଭିଷେକ ମଧ୍ୟ ତାଙ୍କୁ ସାହାଯ୍ୟ କରି ଥାଆନ୍ତି। ସେହି ମହିଳାଙ୍କ ପାର୍ଲର ନିକଟରେ ଯୁବକ ଜଣଙ୍କର ସାକ୍ଷାତ ହୋଇଥିଲା ଓ ପରେ ଫେସବୂକରେ ମଧ୍ୟ ଯୁବକଙ୍କ ପୁଅ ସହିତ ମଧ୍ୟ ସମ୍ପର୍କ ହୋଇଥିଲା। ଏହି ମହିଳା ଜଣଙ୍କ ବାପ ଓ ପୁଅଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ କହିଥିଲେ ଓ ବାପ,ପୁଅ ତାଙ୍କ କଥାରେ ରାଜି ହୋଇ ବିଡା ବିଡା ଟଙ୍କା ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଚାଲାଖ କରି ମହିଳା ଜଣଙ୍କ ସମ୍ପର୍କ ରଖିଥିବା ସମୟରେ ଭିଡ଼ିଓ ରେକର୍ଡ଼ କରି ରଖିଥିଲେ।

ତେବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ମିଶି ଉଭୟ ବାପ ଓ ପୁଅଙ୍କୁ ବ୍ଲାକମେଲିଙ୍ଗ କରିଥିଲେ, ଯଦି ୨୦ ଲକ୍ଷ୍ୟ ଟଙ୍କା ନ ଦେବ ତା ହେଲେ ଦୁଷ୍କର୍ମ କେସରେ ତମ ଦୁହିଁଙ୍କୁ ଫସାଇ ଦେବୁ ବୋଲି ଧମକ ଦେଇଥିଲେ। ଉଭୟ ବାପ ଓ ପୁଅ ଏତେ ଗୁଡ଼ାଏ ଟଙ୍କା ଦେବେ ନାହିଁ ବୋଲି ସିଧା ମନା କରି ଦେଇଥିଲେ ଓ ପୁଅଟି ଅନୁଗୁଳ ଥାନାରେ ଦମ୍ପତିଙ୍କ ନାଁ ରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଦପନ୍ତିଙ୍କ ଘରୁ ସବୁ ଜିନିଷ ପତ୍ର ନେବା ସହିତ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।