ବନ୍ଧୁଗଣ ଏବେ ପୁଣି ସାମ୍ନାକୁ ଆସିଛି ଏମିତି ଏକ ଲଜ୍ୟାକର ଘଟଣା ଯାହା ସାଧାରଣରେ ଏକ ଅଶୋଭନୀୟ ସ୍ଥିତି ସୃଷ୍ଟି କରିଛି। ସଭ୍ୟ ସମାଜରେ ଏପରି ଏକ ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି। ଶିକ୍ଷିତ ହୋଇ ଯଦି ଜଣେ ଏପରି ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।
ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି ଏବଂ ଅନେକ ଘୃଣ୍ୟ କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ।
ସେହିପରି ଏବେ ସାମ୍ନାକୁ ଆସିଛି ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର।ଏହି ଘଟଣାରେ ଜଣେ ବିବାହିତ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଆଉ ଜଣେ ମହିଳା ଙ୍କୁ ବିବାହ କରିବା ଭଳି ଖବର ସାମ୍ନାକୁ ଆସିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ଯୁବକ ଜଣଙ୍କ ଯାହାଙ୍କୁ ବିବାହ କରିଛନ୍ତି ସେହି ମହିଳାଙ୍କ ବୟସ ହେଉଛି ୫୦ ବର୍ଷ।ଏହି ଯୁବକ ଯାହାଙ୍କ ନାମ ରାହୁଲ ତାଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ତାଙ୍କର ଆଉ ଜଣେ ସ୍ତ୍ରୀ ରହିଛନ୍ତି।ଏହି ୫୦ ବର୍ଷୀୟ ମହିଳା ଙ୍କ ପାଖରେ ପ୍ରଚୁର ଅର୍ଥ ଥିବା କାରଣରୁ ଯୁବକ ଜଣଙ୍କ ତାଙ୍କୁ ବିବାହ କରିବାକୁ ଜିଦ ଧରି ବସିଛନ୍ତି।
ସେପଟେ ଏହି ବୟସ୍କା ମହିଳା ଜଣଙ୍କ ବି ରାହୁଲ କୁ ବିବାହ କରିବା ପାଇଁ ଅଟଳ ହୋଇ ରହିଛନ୍ତି। କିନ୍ତୁ ଏହାକୁ ପ୍ରତିବାଦ କହିଛନ୍ତି ରାହୁଲ ଙ୍କ ପ୍ରଥମ ସ୍ତ୍ରୀ। ତେବେ ନିଜ ସ୍ତ୍ରୀ କିପରି ଭାବରେ ତାର ସ୍ୱାମୀର ଅନ୍ୟତ୍ର ବିବାହ କୁ ବରଦାସ୍ତ କରି ପାରିବ। ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ଏବଂ ଉକ୍ତ ମହିଳା ଙ୍କୁ ଅନୁରୋଧ ବି କରୁଛନ୍ତି ଏହି ବିବାହ ନ କରିବା ପାଇଁ। କିନ୍ତୁ ଶୁଣିବାକୁ ନାରାଜ ସେମାନେ। ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଛନ୍ତି। ଟଙ୍କା ର ଲୋଭ ରାହୁଲ ଙ୍କୁ ଅନ୍ଧ କରି ଦେଇଛି। ଆଉ ଏହାକୁ ନୈ ସେଠାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆପଣ ଏହି ଭିଡିଓ ରେ ସ୍ପଷ୍ଟ ଭାବରେ ଦେଖି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।