“ପଇସା ପାଇଁ ସୋନାଲି ମା’ ଝିଅ ବେପାର କରୁଛି, ଏମାନେ ସବୁ ବେପାରୀ…ଏମିତି କାହିଁକି କହିଲେ ମହିଳା…ଦେଖନ୍ତୁ Video

0

କିଛି ବର୍ଷ ପୂର୍ବକୁ ଫେରି ଯିବା ବର୍ତ୍ତମାନ ଭଳି ସେତେବେଳେ ଭଲ ପାଇବା ବହୁତ କମ ଥିଲା। ଯେଉଁ ମାନେ ସବୁ ଭଲ ପାଉଥିଲେ। ସେମାନେ ଭଲ ପାଇବାରେ ସଂଯମତା ରଖୁଥିଲେ। ଯୁବ ପିଢ଼ି ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ ଯେ ବର୍ତ୍ତମାନ ସମୟରେ ଭଲ ପାଇବା ଆଉ ପୂର୍ବ ଭଳି ପ୍ରକୃତ ଭଲ ପାଇବା ହୋଇ ନାହିଁ। ସବୁଠି ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି।

ଉଭୟ ପୁଅ ଝିଅ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି। ଯିଏ ପ୍ରକୃତ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି। ଯଦି କାହା ବିଶ୍ୱସରେ ବିଶ୍ୱ ଦେଉଛି। ଭଲ ପାଇବାରେ ଅନେକ ଅନେକ କିଛି ଖରାପ ପରିସ୍ଥିତି ସୃଷ୍ଟି ହେଉଛି। ଓଡ଼ିଶାରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳୁଛି। କିଛି ଦିନ ପୂର୍ଵରୁ ସୌମ୍ୟ ଯିଏକି ଜଣେ ମଡେଲ ଏବଂ ଯୁବ ବ୍ୟବସାୟୀ ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଥିଲେ।

ତେବେ ତାଙ୍କର ମୃତ୍ୟୁକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଆପଣ ମାନେ ସମସ୍ତେ ତାଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ଼ ନୋଟ ବିଷୟରେ ଜାଣିଥିବେ। ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଗ ଧାଡ଼ିର ସିଙ୍ଗର ସୋନାଲି ତାଙ୍କୁ ବହୁତ ଭଲ ପାଉଥିଲେ। ତେବେ ତାଙ୍କର ଭଲ ପାଇବାକୁ ୨ ବର୍ଷ ବିତି ଯାଇଥିଲା। ଏହାପରେ ସୋନାଲି ଅନ୍ୟ ଜଣେ ପୁଅକୁ ଭଲ ପାଉଥିଲେ। ଏପଟେ ସୌମ୍ୟକୁ ସମୟ ଦେଲେ ନାହିଁ। ସୌମ୍ୟ ଏହାର କାରଣ ଜାଣି ପାରିଲେ ସେ ତାଙ୍କୁ ଧୋକା ଦେଇ ଅନ୍ୟ ଜଣେ ପୁଅ ସହିତ ବୁଲୁଛି। ଏହା ଦେଖି ତାଙ୍କୁ ବହୁତ କଷ୍ଟ ହୋଇଥିଲା।

ଏହାପରେ ମଧ୍ୟ ସେ ତାଙ୍କୁ ବିରୋଧ କରିଥିଲେ। ହେଲେ ସୋନାଲି ତାଙ୍କୁ ପଚାରିଲେ ନାହିଁ। ତେବେ ସେ ତାଙ୍କ ମାଆ ସହିତ କଥା ହେବାପରେ ମଧ୍ୟ ତାଙ୍କ ମାଆ ମଧ୍ୟ ଶେଷରେ ଭୁଲି ଯିବା ପାଇଁ କହିଥିଲେ। ଏହାପରେ ସେ ଅନ୍ୟ କୌଣସି ଉପାୟ ନ ପାଇଁ ନିଜ ଭିତରେ କଷ୍ଟକୁ ରୋକି ପାରିନଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିଲେ। ତେବେ ବନ୍ଧୁଗଣ ତାଙ୍କୁ ନ୍ୟାୟ ଦେବା ପାଇଁ କିଛି ମହିଳା ଅଭିଯୋଗ କରିଥିବା ଦେଖିବା ପାଇଁ ମିଳିଥିଲା। ସେହି ସମସ୍ତ ମହିଳା ମାନଙ୍କ କଥା ସୋନାଲି ହେଉଛି ଗୋଟିଏ ବାଜେ ଝିଅ। ତାଙ୍କ ମାଆ ତାକୁ ଏଭଳି ପୁଅ ମାନଙ୍କୁ ଫସେଇବା ପାଇଁ କହୁଛି। ତେବେ ଉଭୟ ମାଆ ଝିଅକୁ ଉଚିତ ଦଣ୍ଡ ମିଳିଲେ ସେମାନେ ଏଭଳି କିଛି କାମ କରିବା ପାଇଁ ସାହସ କରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।