Pak କ୍ରିକେଟ୍ ପ୍ରେମୀ କହିଲେ ଦରକାର ନାହିଁ କାଶ୍ମୀର ଆମକୁ Virat Kohli ଦିଅ… ବିରାଟ କୋହିଲି ଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ କ୍ରିକେଟ କୁ ନେଇକି |ତେବେ ବର୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାକୁ ଲାଗୁଛି ତାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କାଶ୍ମୀର ଆଉ ବିରାଟ କୁ ନେଇକି ଏକ ପୋଷ୍ଟର ଦେଖୁବାକୁ ମିଳିଥିଲା | ଆଉ ଯେଉଁଠି କୁହାଯାଉଛି କି କାଶ୍ମୀର ପଛକେ ନେଇଯାଉ କିନ୍ତୁ ବିରାଟ ଆମର ଦରକାର ବୋଲି | ଆଉ ଏଭଳି ଗୋଟିଏ ଫୋଟ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ କ୍ରିକେଟ କୁ ନେଇକି ଅନେକ ପ୍ରକାରର ଖବର ମାନ ସବୁବେଳେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ ବି T-20 ବିଶ୍ଵକପ ଚାଲିଥିବା ସମୟରେ ଭାରତ ଆଉ ପାକିସ୍ଥାନ ମଧ୍ୟରେ ମ୍ୟାଚ ଚାଲିବାକୁ ଲାଗିଥିଲା | ଆଉ ଯେଉଁଠି ପ୍ରଥମ ମ୍ୟାଚ ଚାଲିଥିବା ସମୟରେ ଭାରତ ପାକିସ୍ତାନ ବିରୋଧରେ କ୍ରିକେଟ ମ୍ୟାଚ ରେ ବିଜୟୀ ହାସଲ କରିଥିଲା | ଆଉ ଯାହାକୁ ନେଇକି ସମସ୍ତେ ବେଶ ଖୁସି ଥିବାର ନଜର ଆସିଥିଲେ | ଆଉ ଟିମ ଇଣ୍ଡିଆ ର ଏଭଳି କାର୍ଯ୍ୟ ପାଇଁ ଗର୍ବ ମଧ୍ୟ କରିଥିଲେ |

ଆଉ ଯାହା ଜଣା ପଡିଛି କି ସେହିଭଳି ଦ୍ଵିତୀୟ ଓ ତୃତୀୟ ମ୍ୟାଚ ରେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ମଧ୍ୟ ଭାରତ ବିଜୟୀ ହୋଇଥିଲା | ଆଉ ତାହା ବ୍ୟତୀତ ଭାରତ ମଧ୍ୟ ଡାଇରେକ୍ଟ ସେମି ଫାଇନାଲ ରେ ସିଲେକ୍ଟ ହୋଇଥିବାର ଦେଖିବାକୁ ମଧ୍ୟ ମିଳିଥିଲା | ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଏକ ପୋଷ୍ଟ ର ଫୋଟ , ଆଉ ଯେଉଁଥିରେ ରେ ଲେଖା ହୋଇଥିଲା କି କାଶ୍ମୀର ନିଅ କୋହଲୀ ଦିଅ ବୋଲି |ଆଉ ସବୁଠାରୁ ବଡ କଥା ହେଉଛି ଏହି ପୋଷ୍ଟରର ପଛ ପଟେ ପାକିସ୍ତାନର ବଡ ପତାକା ମଧ୍ୟ ରହି ଥିବାର ଦେଖିବାକୁ ମିଳିଥିଲା |

ତେବେ ଏହା ଛଡା ଆଉ କେତେଜଣ ଲୋକ ମଧ୍ୟ ଏହି ପୋଷ୍ଟ ର କୁ ଧରିକି ଛିଡା ହେଇଥିବା ଫୋଟ ମଧ୍ୟ ଭାଇରାଲ ହେବାକୁ ଲାଗିଥିଲା ସୋସିଆଲ ମିଡିଆରେ | ଆଉ ଏହି ଭଳି କାଶ୍ମୀର ବଦଳରେ ବିରାଟ ଙ୍କୁ ମାଗିଥିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ର ସତ୍ୟା ସତ୍ୟ ଜାଣିବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ | ଆଉ ଯେଉଁଥିରେ ଜଣା ପଡିଥିଲା କି ଘଟଣା ଟି ଫେକ ଅଟେ ବୋଲି | ଆଉ ଫୋଟ ଟିକୁ ଏଡିଟ କରି ଭାଇରାଲ କରେଇଛନ୍ତି ବୋଲି |ଆଉ ଅରିଜିନାଲ ଦେଖିଲା ପରେ ସତ ଜଣା ପଡିବ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment