OMG ! ପକ୍ଷୀ ଉଡାଇ ସାଉଁଟିଲେ ଚର୍ଚ୍ଚା… ଦେଖନ୍ତୁ ଭିଡିଓ

0

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯାହା ଦେଖିବା ପରେ ସମସ୍ତ ୟୁଜର ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି। ଆଉ ଏବେ ଏଠାରେ ଏକ ଭିଡ଼ିଓ ଭାଇରଲ ଜୋର ରେ ହୋଇଛି ଯେଉଁଠି ଜଣେ ବ୍ୟକ୍ତି ଅନେକ ପ୍ରଶଂସା ରେ ପୋତି ହୋଇ ପଡିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏଠାରେ ଏକ ଭିଡ଼ିଓ ଏବେ ଜୋର ରେ ଭାଇରଲ ହେବାରେ ଲାଗିଛି କାହାକୁ ଦେଖିବା ପରେ ୟୁଜର ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

ଏମିତି କିଛି ଭିଡ଼ିଓ ରେ ନଜରକୁ ଆସିଛି ଯାହାକୁ ଦେଖି ଆପଣ ମାନେ ମଧ୍ୟ ସ୍ତବ୍ଧ ହୋଇ ରହିଯିବେ। ଆଉ ବେଳେ ବେଳେ ଏମିତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିଥାଏ ଯାହାକୁ ଦେଖି କିଛି ପ୍ରଶଂସା କରିଥିବା ବେଳେ ଆଉ କିଛି ଘଟଣା ଦେଖିବା ପରେ ଦୟା ଭାବନା ସୃଷ୍ଟି ହୋଇଥାଏ। ସୋସିଆଲ ମିଡ଼ିଆରେ ଏହିଭଳି ଘଟଣା ଅଧିକାଂଶ ସମୟରେ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ଅନେକ ୟୁଜର ମାନେ ଶେୟାର ମଧ୍ୟ କରି ଥାଆନ୍ତି। ଏମିତି କିଛି ଭିଡ଼ିଓ ଯାହା ସମସ୍ତଙ୍କୁ ଚମକାଇ ଦେଲା ପରି ହୋଇଥାଏ।

ସମୟ ଏମିତି ବେଳେ ବେଳେ ସୋସିଆଲ ମିଡ଼ିଆରେ ଘଟଣା ସବୁ ଦେଖିବା ପରେ କିଛି ନା କିଛି ଶିଖିବା ପାଇଁ ମଧ୍ୟ ମିଳି ଥାଏ। ଆଉ ଏବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏଠାରେ ଏକ ଭିଡ଼ିଓ ଦେଖିବାକୁ ପାଇଥିବେ ଯାହା ଏବେ ଭାଇରଲ ହୋଇଛି। ଆଉ ଅନେକ ସମୟରେ ଲୋକ ମାନେ ପଶୁ ଓ ପକ୍ଷୀ ମାନଙ୍କୁ ଧରି ଆଣି ଅନେକ କଷ୍ଟ ଦେଇ ଥାଆନ୍ତି କେଉଁଠି ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ରେ ଲଗାଇ ଥାଆନ୍ତି ଏବଂ ଆଉ କେଉଁଠି ତାଙ୍କୁ ସବୁ ବ୍ୟବସାୟ କରିବାରେ ଲିପ୍ତ କରି ଥାଆନ୍ତି।ଆଉ ଏବେ ସେହିପରି ଏକ ଘଟଣା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯେଉଁଠି ଜଣେ ବ୍ୟକ୍ତି ଏମିତି କିଛି କରିଛନ୍ତି ତାହା ଏବେ ଚର୍ଚା ରେ ଅଛନ୍ତି। ଆଉ ଜଣେ ପକ୍ଷୀ ଧରାଳି ଯାହା କରୁଛନ୍ତି ତାହା ପରେ ଆଉ ଜଣେ ବ୍ୟକ୍ତି ଏମିତି ମିଛ କାର୍ଯ୍ୟ ଯାହା କୁ ଦେଖି ସୋସିଆଲ ମିଡ଼ିଆରେ ୟୁଜର ମାନେ ବେଶ ପ୍ରଶଂସା କରିଛନ୍ତି।

ଏଠାରେ ଜଣେ ବ୍ୟକ୍ତି ଜଙ୍ଗଲ ରୁ ପକ୍ଷୀ ଗୁଡିଏ ଧରି ଆଣି ବଡ଼ ସହର ରେ ବିକ୍ରି କରୁଛି ଏବଂ ତାହା ପରେ ଆଉ ଜଣେ ବ୍ୟକ୍ତି ଏମିତି କିଛି କରିଛନ୍ତି ତାହା ପୁରା କମାଲ। ଆଉ ପକ୍ଷୀ ଧରାଳି ଆଣି ବିକ୍ରି କରିବା ସମୟରେ ଆଉ ଜଣେ ବ୍ୟକ୍ତି ଗାଡି ରେ ବସି ଗୋଟିଏ ପରେ ଗୋଟିଏ ପକ୍ଷୀ ଙ୍କୁ ବାହାରକୁ ଛାଡି ଦେଇଥାଏ। ପଶୁ ଓ ପକ୍ଷୀ ମାନଙ୍କୁ ପିଞ୍ଜରା ଭିତରେ ଜବରଦସ୍ତ ରଖିବା ତାହା ଠିକ ନୁହେଁ କାରଣ ସେମାନେ ବାହାରେ ବୁଲିବା ଓ ଖାଇବା ରହିବା କଥା। ଆଉ ସେହି ଛାଡି ଦେଇଥିବା ପକ୍ଷୀଙ୍କୁ ମହାନ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ କୁ ସମସ୍ତେ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।