ପାକିସ୍ତାନ ସେନା ଅଧିକାରୀଙ୍କୁ ଭାରତ ପଦ୍ମଶ୍ରୀ ପୁରସ୍କାର ରେ କଲା ସମ୍ମାନିତ, ଯାହାଙ୍କୁ ସାରା ପାକିସ୍ଥାନ ଫାଶୀ ଦେବା ପାଇଁ, ତାଙ୍କ ବିଷୟରେ ଜାଣିଲେ ହୋସ ଉଡିଯିବ….

0

ବର୍ତ୍ତମାନ ସମାଜରେ ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଛି। ଏଭଳି କିଛି ଲୋକ ମାନେ ଅଛନ୍ତି ଯିଏ କି, କିଛି ଗୁପ୍ତ ତଥ୍ୟ ସବୁ ନିଜ ପାଖରେ ଲୁଚାଇ ରଖି ଥାଆନ୍ତି। ସବୁବେଳେ ପାଇଁ ଅନ୍ୟାୟ କାର୍ଯ୍ୟ ମଧ୍ୟ କରି ଥାଆନ୍ତି। ଯାହାକି ସମାଜ ଉପରେ ବହୁତ ଖରାପ ପ୍ରଭାବ ପଡି ଥାଏ। କିନ୍ତୁ ବେଳେ ବେଳେ ସେହି ବ୍ୟକ୍ତି ମାନେ ଏଭଳି କିଛି କାର୍ଯ୍ୟ କରି ଥାଆନ୍ତି ଯେ କି ସବୁବେଳେ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି। ଏଭଳି ଖବର ଟିଭି ,ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଘଟଣାଟି ହେଉଛି ଲେଫ୍ଟନାଣ୍ଟ କର୍ନେଲ କାଜି ସଜାଦ ଅଲ୍ଲୀ ହାଜିରଙ୍କୁ ଫାଶୀ ଦଣ୍ଡ ଦିଆ ଯିବ ବୋଲି ପାକିସ୍ଥାନ ଖୋଜୁ ଥିଲା କିନ୍ତୁ ବର୍ତ୍ତମାନ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ବୋଲି ସୂଚନା ରହିଛି। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ୧୯୭୧ ମସିହାରେ ଲେଫ୍ଟନାଣ୍ଟ କର୍ନେଲ କାଜି ସଜାଦ ଅଲ୍ଲୀ ହାଜିର ମାତ୍ର ୨୦ ବର୍ଷରେ ଜଣେ ସେନା ଅଧିକାରୀ ନିଜ ବୁଟରେ କିଛି ଗୁପ୍ତ ନକ୍ସା ଓ ନିଜ ପକେଟ ଭିତରେ ୨୦ ଟଙ୍କା ନେଇ ପାକିସ୍ଥାନ ସୀମା ଅତିକ୍ରମ କରି ଭାରତ ମଧ୍ୟକୁ ପ୍ରବେଶ କରିଥିଲେ। ସେହି ଯୁବ ସେନା ଅଧିକାରୀଙ୍କୁ ଦେଖିବା ମାତ୍ରେ ଭାରତୀୟ ସେନା ନିଜ ଆୟତକୁ ନେଇ ଯାଇ ଥିଲେ। ସେଠାରୁ ତାଙ୍କୁ ସିହାଲ କୋର୍ଟରୁ ପଠାନ କୋର୍ଟ ନେଇ ଯାଇ ଥିଲେ ଓ ଏହା ପରେ ସେହି ଯୁବ ସେନା ଅଧିକାରୀଙ୍କୁ ଦିଲ୍ଲୀକୁ ନିଆ ଯାଇଥିଲା। ସେଠାରେ ଜଣା ପଡି ଥିଲା ଯେ, ପୂର୍ବ ପାକିସ୍ଥାନ ବା ବର୍ତ୍ତମାନର ବାଂଲାଦେଶର ପାକିସ୍ଥାନ ସେନା ଉପରେ ଅତ୍ୟାଚାର ଓ ମହିଳା ମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମକୁ ସହି ନପାରି ସେ ଭାରତ ପଳାଇ ଆସି ଥିଲେ। ସେ ଆଣିଥିବା ଗୋପନୀୟ ତଥ୍ୟ ଭାରତ ପାଇଁ ସହାୟକ ହେବ।

ତେବେ ତାଙ୍କରି ତଥ୍ୟ ଆଧାରରେ ପୂର୍ବ ପାକିସ୍ଥାନ ଅର୍ଥାତ ଆଜିର ବାଂଲାଦେଶ ଭାରତୀୟ ସେନା ଅପରେସନ କରୁଥିଲା। ପାକିସ୍ଥାନ ଠାରୁ ଅଲଗା ହୋଇ ଏକ ନୂଆ ଦେଶ ବାଂଲାଦେଶ ଗଢ଼ି ଉଠିଥିଲା। ପ୍ରାୟ ୫୦ ବର୍ଷ ହେବ ଏହି ସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡ ଦିଆ ଯିବା ପାଇଁ ପାକିସ୍ତାନ ଖୋଜି ଚାଲିଥିଲା କିନ୍ତୁ ସେନା ଅଧିକାରୀଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି। ଭାରତ ସରକାର ତାଙ୍କୁ ଏହି ପୁରସ୍କାର ଦେଇ ପାକିସ୍ଥାନକୁ ତାଯୁବ କରି ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।