ପାଣ୍ଡବମାନେ ମାତ୍ର ଗୋଟିଏ ରାତିରେ ନିର୍ମାଣ କରିଥିଲେ ଏହି ଚମତ୍କାରୀ ଶିବ ମନ୍ଦିର ! ମନରେ ଭକ୍ତିଥିଲେ ଲେଖନ୍ତୁ “ଓଁ ନମଃ ଶିବାୟ” , 24 ଘଣ୍ଟାରେ ସବୁ ମନସ୍କାମନା ପୂର୍ଣ୍ଣ ହେବ….

0

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। ତେବେ ଶାସ୍ତ୍ର ରେ ଏମିତି କିଛି ସ୍ଥାନ ମାନଙ୍କ ବିଷୟ ରେ ବର୍ଣ୍ଣିତ ରହିଛି ଯାହା ଖୁବ୍ ରହସ୍ୟମୟ ଅଟେ ।ତେବେ ଭାରତ ରେ ବିଭିନ୍ନ ସ୍ଥାନ ମାନଙ୍କ ରେ ବିଭିନ୍ନ ମନ୍ଦିର ମାନ ରହିଛି ଯେଉଁ ମନ୍ଦିର ରେ ଭଗବାନ କୁ ପୂଜା କରାଯାଏ ।

ଏମିତି ଅନେକ ମନ୍ଦିର ରହିଛି ଯେଉଁ ମନ୍ଦିର ଖୁବ୍ ରହସ୍ୟମୟ ଅଟେ ଓ ଏହି ମନ୍ଦିର ବିଷୟ ରେ ଅନେକ ତଥ୍ୟ ପୁରାଣ ମାନଙ୍କ ରେ ବର୍ଣ୍ଣିତ ରହିଛି। ସେହି ମନ୍ଦିର ମାନଙ୍କ ଭିତରୁ ଭଗବାନ ଶିବ ଙ୍କୁ ପୂଜା କରାଯାଉ ଥିବା ଅମରନାଥ ମନ୍ଦିର ଅନ୍ୟତମ ଅଟେ । ମହାରାଷ୍ଟ୍ର ସହର ରେ ଏହି ମନ୍ଦିର ଅବସ୍ଥିତ ଅଟେ । ତେବେ ଏହି ମନ୍ଦିର ରେ ଏମିତି କିଛି ରହସ୍ୟ ଦେଖିବା ପାଇଁ ମିଳିଥାଏ ଯାହା ସବୁ ମନ୍ଦିର ଠାରୁ ଭିନ୍ନ ଅଟେ । ତେବେ କଣ ରହିଛି ସେସବୁ ଆସନ୍ତୁ ଜାଣିବା ;

ତେବେ ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଦେବା ଦୀ ଦେବ ଭଗବାନ ଏହି ମନ୍ଦିର ଟି ଅନ୍ୟତମ ଅଟେ ।

 

କୁହାଯାଏ ପାଣ୍ଡବ ମାନେ ଅଜ୍ଞାତ ବାସ ରେ ଥିବା ସମୟ ରେ ଅମରନାଥ ରେ କିଛି ଦିନ ରହିଥିଲେ ଓ ସେତେବେଳେ ସେମାନେ ଏକ ବଡ଼ ପଥର ସାହାର୍ଯ୍ୟ ରେ ଗୋଟିଏ ରାତି ହିଁ ଏହି ମନ୍ଦିର କୁ ନିର୍ମାଣ କରିଥିଲେ । ତେବେ ସେହି ସମୟରେ କୌରବ ମାନଙ୍କ ନିୟମିତ ଭାବେ ଆକ୍ରମଣ ଯୋଗୁଁ ସେମାନେ ଏହି ସ୍ଥାନ ଛାଡି ଚାଲିଯାଇ ଥିଲେ । ଆଉ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅଧା ରହିଥିଲା ।

ମନ୍ଦିର ରେ ଥିବା ଶିଳାନ୍ୟାସ ରୁ ସୂଚନା ମିଳେ ଯେ ୧୦୬୦ ମସିହାରେ ପୂର୍ଣ୍ଣ ନିର୍ମାଣ କରିଥିଲେ। ତେବେ ଏହି ମନ୍ଦିର ର ଏସୈର୍ଯ୍ୟ ଏହାକୁ ସବୁ ମନ୍ଦିର ଠାରୁ ଭିନ୍ନ କରିଥାଏ ।ଏହି ମନ୍ଦିର କୁ ଯିବା ପାଇଁ ତିନୋଟି ଦ୍ଵାର ରହିଛି । ମନ୍ଦିର ସାମ୍ନା ରେ ଦୁଇଟି ନନ୍ଦୀ ଙ୍କ ର ମୂର୍ତ୍ତି ମଧ୍ୟ ରହିଛି । ଏହା ପରେ ୯ ଟି ପାହାଚ ଦେଇ ଅତିକ୍ରମ କରିବା ପରେ ଗର୍ଭ ରେ ତିନୋଟି ଲିଙ୍ଗ ର ଦର୍ଶନ ମିଳିଥାଏ।

ତେବେ ଏହି ମନ୍ଦିର ରେ ଶିବରାତ୍ରୀ ସମୟ ରେ ଖୁବ୍ ଭିଡ଼ ଦେଖିବାକୁ ମିଳିଥାଏ କାରଣ ଏହି ଦିନ ଅବସର ରେ ସେଠାରେ ଏକ ମେଳା ର ଆୟୋଜନ କରାଯାଇ ଥାଏ ଯାହା ତିନି ରୁ ଚାରି ଦିନ ଧରି ହୁଏ । ତେବେ ଏହି ମନ୍ଦିର ର କଳା ଓ ଏସୌର୍ଯ୍ୟ ପାଇଁ ୟୁନୋସ୍କୋ ମଧ୍ୟ ଏହାକୁ ମାନ୍ୟତା ଦେଇଚି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।