OMG ! ପାଣିରେ ବୁଡୁ ବୁଡୁ ଦେହରେ ଆସୁଛି ଦୈବୀଶକ୍ତି କାଳିସୀ… ବିଶ୍ୱାସ ନା ଅନ୍ଧବିଶ୍ୱାସ… ଦେଖନ୍ତୁ Video

ବନ୍ଧୁଗଣ ଆମ ହିନ୍ଦୁ ସମାଜରେ ଅନେକ ଲୋକ ଦେବା ଦେବୀଙ୍କୁ ବିଶ୍ୱାସ କରନ୍ତି। ଆମେ ମାନେ ହିନ୍ଦୁ ହୋଇଥିବା କାରଣରୁ ଏସବୁ ଘଟଣାକୁ ମାନିବା ସ୍ୱାଭାବିକ। ଏଭଳି ଅନେକ କମ ଲୋକ ଅଛନ୍ତି। ଯେଉଁମାନେ କି ଭଗବାନଙ୍କ ମହିମା ଉପରେ ଆସ୍ଥା ରଖନ୍ତି ନାହିଁ। ଦୁନିଆରେ ଭଗବାନ ବୋଲି କିଛି ଜିନିଷ ଅଛନ୍ତି। ସବୁବେଳେ ନିଜର କାମ କରନ୍ତୁ, ଫଳ ପାଇଁ ଆଶା ରଖନ୍ତୁ ନାହିଁ। ହେଲେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସମାଜରେ ଦେଖିବା ପାଇଁ ପାଇଥାଉ। ଯାହାକୁ ଦେଖିବା ମାତ୍ରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଥିବେ। କେତେକ ଅନ୍ଧ ବିଶ୍ୱାସ ବୋଲି ଭାବିଥାନ୍ତି।

ଯାହାବି ହେଉ ବର୍ତ୍ତମାନ ସମୟରେ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି ଯାହା ଆଶ୍ଚର୍ଯ୍ୟ ହେବେ। ଠାକୁରଙ୍କ କଳସୀ ବୁଡ଼ିବା ବେଳେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା ବିଷୟରେ। ଏହିଠାରେ ଏମିତି ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏଠାରେ ଯାହା ଦେଖୁବାକୁ ମିଳିଛି ତାହା ବିଶ୍ୱାସ କରି ନଥିଲେ ମଧ୍ୟ ତାହାକୁ ବିଶ୍ୱାସ କରିବା ଉଚିତ କାରଣ ଏହି ପରମ୍ପରା ବହୁତ ଦିନ ରୁ ରହି ଆସିଛି ଏବଂ କିଛି ଆଧ୍ୟତ୍ମିକବାଦୀ ମାନେ ମତ ଦେଇଛନ୍ତି ଯେଉଁମାନେ ନିଷ୍ଠାର ସହିତ ଭଗବାନ ଙ୍କ ନିୟମ ମାନି ଏମିତି କରି ଥାଆନ୍ତି ଭଗବାନ ସେଠାକୁ ଆସି ଥାଆନ୍ତି।

ଆଉ ଏଠାରେ ସେହିଭଳି କିଛି ନଜର କୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଏମିତି ଭଳି ଦୃଶ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।
ଆଉ ଏବେ ସେହିଭଳି କିଛି ଘଟଣା ଦେଖିବା ପରେ କିଛି କିଛି ଲୋକ ଏହାକୁ ସହଜରେ ବିଶ୍ୱାସ କରୁ ନାହାଁନ୍ତି ହେଲେ ତାହା ନିରାଟ ସତ୍ୟ। ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପାଣି ଭିତରକୁ ପଶିବା ମାତ୍ରେ ତାଙ୍କ ଦେହରେ ପ୍ରବେଶ କରୁଛନ୍ତି ମା କାଲିସି। ଏହି ମାନେ ସବୁ ମାନସିକ କରି କଳସ ଧରି ପାଣି ରେ ବୁଡି ଥାଆନ୍ତି।

ଆଉ ଏହି ସମୟରେ ସେମାନେ ନିଷ୍ଠାର ସହିତ ତାଙ୍କର ସବୁ ନିୟମ କୁ ମାନି ଥିବାରୁ ଶରୀର ଭିତରକୁ ଆଧ୍ୟତ୍ମିକ ଶକ୍ତି ପ୍ରବେଶ କରୁଛନ୍ତି ଯାହା କଳିସି ରୂପରେ। ଆଉ ଏଠାରେ ପୋଖରୀ ଭିତରେ ଏହିପରି ଜଣେ ପୁରୁଷ ଙ୍କୁ ଦେଖିବାକୁ ମିଳୁଛି। ବନ୍ଧୁଗଣ ଆପଣ ମାନେ ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ ହେଲେ ଆପଣ ମାନେ କେବେ ହେଲେ ଅନ୍ଧ ବିଶ୍ୱାସକୁ ପ୍ରସୟ ଦିଅନ୍ତୁ ନାହିଁ। କାରଣ ଅନ୍ଧ ବିଶ୍ୱାସ ମଣିଷକୁ ବେଳେ ବେଳେ ବିପଦ ମୁହଁକୁ ଠେଲି ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment