ପର ପୁରୁଷ ସହ ୩ ଥର ଦେଖିଲି ଶେଷରେ ହାଣି ଦେଲି… ଶୁଣନ୍ତୁ କଣ କହୁଛନ୍ତି ନିଜ ସ୍ୱାମୀ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି ଗୋଟିଏ ଘଟଣା ସେସିଆଲ ମିଡିଆରେ ଭାଇରାଲ ହେଇଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ବି ଆଶ୍ଚର୍ଯ୍ୟ ହେଇଯିବେ | ତେବେ ଘଟଣା ଟି ହେଉଛି କି ସ୍ୱାମୀ ଜଣଙ୍କ ରାଗିଯାଇ ତାଙ୍କ ସ୍ତ୍ରୀ ଆଉ ତାଙ୍କ ପରବାର ଉପରେ କରିଛନ୍ତି ନିଜ ସ୍ତ୍ରୀ ଙ୍କ ହତ୍ୟା | ଆଉ ଏହି ପରି ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଆଉ ଯୋଉଠି ସ୍ୱାମୀ ଜଣଙ୍କ ସ୍ତ୍ରୀ ଙ୍କୁ ମାରି ତାଙ୍କର କଟା ମୁଣ୍ଡକୁ ଧରିଛନ୍ତି ହାତରେ | ଆଉ ରାସ୍ତାରେ ଚାଲି ଚାଲି ପ୍ରାୟ ବାର କିଲୋମିଟର ରାସ୍ତା ଯାଇଛନ୍ତି | ତେବେ ଘଟଣା ସ୍ଥଳରେ ପୋଲିସ ପହଂଚିଲା ପରେ ସେ ସମସ୍ତ ଘଟଣା ର ତଦନ୍ତ କରିଥିଲେ |

ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ କୁ ଆମ ସମାଜରେ ସବୁଠୁ ଉପରେ ରଖା ଯାଇଥାଏ , ଆଉ ସେହି ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏତେ ନିବିଡ଼ ହୋଇଥାଏ କି କେହିବି ଚାହିଁଲେ ସେହି ସମ୍ପର୍କ କୁ ସହଜର ଭାଙ୍ଗି ପାରନ୍ତି ନାହିଁ | ଆଉ ସେହି ସମ୍ପର୍କ ଭିତରେ ଯଦି କଳି, ଝଗଡା, ଆଉ ରାଗ ରୁଷା ଆସେ ତାହେଲେ ତାହା ପୁରା ସମ୍ପକ କୁ ଭାଙ୍ଗି ଦେଇଥାଏ |ତେବେ ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ଜଣଙ୍କୁ ଭଲ ପାଉନଥିଲେ ତାଙ୍କର ସ୍ତ୍ରୀ, ଆଉ ତାଙ୍କ ପୁଅ ଝିଅ ମଧ୍ୟ କେହିବି ଖାତିରି କରୁ ନଥିଲେ | ତେବେ ବୃଦ୍ଧ ଜଣଙ୍କ କହିଛନ୍ତି କି ସେ ଦିନ ମଜୁରିଆ ଭାବରେ ସବୁବେଳେ କାମ କରନ୍ତି ଆଉ ବହୁତ କଷ୍ଟ ମଧ୍ୟ ସବୁବେଳେ କରନ୍ତି ସେହି ତାଙ୍କର ସ୍ତ୍ରୀ ଆଉ ପିଲା ମାନଙ୍କ ପାଇଁ | କିନ୍ତୁ ତାଙ୍କର ପିଲା ମାନେ ହେଉଛି କି ତାଙ୍କର ସ୍ତ୍ରୀ ତାଙ୍କୁ ପଚାରନ୍ତି ନାହିଁ | ସବୁବେଳେ ସେ ଖରା ରେ କାମ କରିଚାଳନ୍ତି |

ତେବେ ସେହି ହତ୍ୟାକାରୀ ବୃଦ୍ଧା ଜନକ ଆହୁରି ମଧ୍ୟ ସେ କହିଛନ୍ତି କି ପୁଅ କୁ କାମ କରି ଦି ଓଳି ଦି ମୁଠା ନ ଖାଇ ସବୁବେଳେ ଖଟିକି ମୋ ପୁଅକୁ ମୁଁ ଆର୍ମି ଅଫିସର ବନେଇଲି ଓ ଝିଅ ମାନଙ୍କର ମଧ୍ୟ କୌଣସି ଜିନିଷ ରେ ଅଭାବ ରଖିନି | ତଥାପି ମତେ କେହିବି ଘରେ ଭଲ ପାଆନ୍ତି ନାହିଁ |ଆଉ ସେ ପରିସ୍ଥିତି ରେ ପଡି ଏହିଭଳି କାମ କରିଛନ୍ତି ବୋଲି କହିଛନ୍ତି |ତେବେ ନିଜ ସ୍ତ୍ରୀ ଙ୍କର ବିଭିନ୍ନ ପ୍ରକାରର କାର୍ଯ୍ୟ କୋଳାପ କୁ ଦେଖିକି ଆଉ ସହି ପାରିନଥିଲେ | ତେବେ ଏଭଳି ପରିସ୍ଥିତି ରେ ସେ ପଡିଥିଲେ କି ସ୍ତ୍ରୀ ଙ୍କୁ ହାଣିଥିଲେ | ତାଙ୍କର ଝିଅ କି ସ୍ତ୍ରୀ ତାଙ୍କୁ ଖାଇବାକୁ ମଧ୍ୟ ଦେଉ ନଥିଲେ କି ତାଙ୍କର ଖେୟାଲ ମଧ୍ୟ ରଖୁ ନଥିଲେ |

ଆଉ ଏମିତି ରେ ବି ସେ କାମ କରିକି ଘରକୁ ରାତିରେ ଫେରିଲା ପରେ ମଧ୍ୟ ତାଙ୍କୁ ଘରେ ରଖିବାକୁ କୁଣ୍ଠାବୋଧ କରୁଥିଲେ | ଆଉ ଯାହା ପାଇଁ ଆଜି ଏମିତି ଗୋଟିଏ ଘଟଣା ଘଟେଇଛନ୍ତି ବୃଦ୍ଧ ଲୋକ ଜଣଙ୍କ | ଆଉ ଯାହା ଫଳରେ ସିଏ ତାଙ୍କ ସ୍ତ୍ରୀ ଙ୍କୁ ମାରି ରାସ୍ତାରେ ତାଙ୍କର କଟା ମୁଣ୍ଡକୁ ଧରି ଚାଲିଥିଲେ ଓ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି | ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment