ପରିସ୍ଥିତି ରେ ପଡ଼ି ନୂଆ ବେଶରେ ଆସିଲେ ଓଲିଉଡ ଅଭିନେତା , ଏପରି ବେଶରେ ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ , ଜାଣନ୍ତୁ ଏହା ପଛରେ କାରଣ କଣ ଥିଲା…

0

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ବର୍ତ୍ତମାନ ଆଉ ଜଣେ ଲୋକପ୍ରିୟ ଅଭିନେତା ତଥା ସୁପରଷ୍ଟାର ଶ୍ରୀତମ ଦାସ ନିଜର ଆଗାମୀ ଫିଲ୍ମ୍ ପାଇଁ ଚର୍ଚ୍ଚା କୁ ଆସିଛନ୍ତି । ତେବେ ସେ କଣ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଅଛନ୍ତି ଆସନ୍ତୁ ଜାଣିବା

ଶ୍ରୀତମ ଦାସ , ଅଲିଉଡ ର ସବୁଠୁ ଲୋକପ୍ରିୟ ଅଭିନେତା ଅଟନ୍ତି ଓ ସୁପର୍ ଷ୍ଟାର୍ ମଧ୍ୟ ।ତାଙ୍କ ସିନେମା ଦେଖିଲେ ଲୋକ ମାନଙ୍କ ହାତରୁ ତାଳି ବନ୍ଦ ହୁଏ ନାହିଁ କି ପାଟିରୁ ପ୍ରଶଂସା ସରେ ନାହିଁ।ପ୍ରାୟ ସୁପରହିଟ ଫିଲ୍ମ୍ ମାନଙ୍କ ରେ ତାଙ୍କର ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳି ଥାଏ। ଏହା ସହିତ ପ୍ରାୟ ସବୁ ଫିଲ୍ମ୍ ରେ ତାଙ୍କ ସୁପର୍ ହିଟ୍ ଅଭିନୟ ଦେଖିବାକୁ ମିଳେ।ଅନେକ ଫିଲ୍ମ୍ ରେ ନିଜ ର ଅନେକ ପ୍ରକାର କଳା ର ପ୍ରଦର୍ଶନ କରି ଦର୍ଶକ ମାନଙ୍କ ର ଖୁବ୍ ମନ ଜିତି ଥାଆନ୍ତି ଶ୍ରୀତମ ଦାସ ।

ତାଙ୍କ ଅଭିନୟ ପାଇଁ ସେ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ସେ ସବୁବେଳେ ଚର୍ଚ୍ଚିତ ଥାଆନ୍ତି। ସେ ନିଜ ର କ୍ୟାରିୟର ର ଆରମ୍ଭ ରୁ ହିଁ ଇଣ୍ଡଷ୍ଟ୍ରି କୁ ବହୁତ ସୁପର୍ ହିଟ୍ ମୁଭି ସବୁ ଦେଇଛନ୍ତି ନିଜର ଦାଇଲଗ୍ ଓ ଅଭିନୟ ତଥା ନିଜ ର କ୍ୟରେକ୍ଟର ପାଇଁ ମଧ୍ୟ ସେ ଜଣେ ବହୁତ ଚର୍ଚ୍ଚିତ ଓ ଲୋକ ପ୍ରିୟ କଳାକାର ଅଟନ୍ତି । ତେବେ ଆଜି ବହୁତ୍ ଦିନ ପରେ ଶ୍ରୀତମ ଦାସ ଙ୍କୁ ପୁଣି ଥରେ ରୂପେଲି ପରଦାରେ ଦେଖିବାକୁ ମିଳିଛି , ତାହା ପୁଣି ଏକ ଭିନ୍ନ ରୂପରେ ।

ନିଜର ଆଗାମୀ ଫିଲ୍ମ୍ ରେ ଶ୍ରୀତମ ଦାସ ଶାଢ଼ୀ ପିନ୍ଧି ଥିବା ଅବସ୍ଥାରେ ନଜର ଆସୁଛନ୍ତି । ସୂଚନା ଅନୁସାରେ ତାଙ୍କ ଆଗାମୀ ଫିଲ୍ମ୍ ରେ ସେ ନାରୀ ଚରିତ୍ର ରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ପୂର୍ବରୁ ଶ୍ରୀତମ ଦାସ ଙ୍କୁ ଲୋକ ମାନେ ଏକ ସୁପର୍ ଷ୍ଟାର୍ ହିରୋ ହିସାବ ରେ ଦେଖିବାକୁ ପାଉଥିଲେ କିନ୍ତୁ ବର୍ତ୍ତମାନ ସେ ଏକ ଭିନ୍ନ ଢ଼ଙ୍ଗରେ ଦର୍ଶକ ମାନଙ୍କ ସାମ୍ନା କୁ ଆସିବା ପାଇଁ ଯାଉଛନ୍ତି ।

ତେବେ ସୁଟିଂ ସେଟ୍ ରୁ ଶ୍ରୀତମ ଦାସ ଙ୍କ ଏହି ଭିଡିଓ ଟି ଭାଇରଲ ହେବାରେ ଲାଗିଛି। ଶ୍ରୀତମ ଙ୍କ ଫ୍ୟାନ ମାନେ ତାଙ୍କର ଏହି ନୂଆ ରୂପ କୁ ଖୁବ୍ ପସନ୍ଦ କରିବା ସହିତ ତାଙ୍କ ଆଗାମୀ ଫିଲ୍ମ୍ କୁ ନିରନ୍ତର ଭାବେ ଅପେକ୍ଷା କରିଛନ୍ତି । ତେବେ ଆପଣ ମାନଙ୍କୁ ଶ୍ରୀତମ ଦାସ ଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।