ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚାତୁର୍ଦ୍ଦଶୀ ଦିନ ମହା ଶିବରାତ୍ରୀ ପାଳନ କରାଯାଏ। ଏହି ବର୍ଷ ମହା ଶିବରାତ୍ରୀ ଆସନ୍ତା ଫେବୃଆରୀ ୧୮ରେ ତାରିଖରେ ପାଳନ କରାଯିବ। ତେବେ ଏହି ଶିବ ରାତ୍ରୀରେ ଏମିତି ମହାସଂଯୋଗ ବନିବା ପାଇଁ ଯାଉଛି ଫଳରେଏହି ଆଠ ଗୋଟି ରାଶି ମାନଙ୍କ ଉପରେ ବର୍ଷିବା ପାଇଁ ଯାଉଛି ଭଗବାନ୍ ଭୋଳା ଶଙ୍କରଙ୍କ କୃପା।
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ଚଳନ ରାଶି ମାନଙ୍କ ଉପରେ ବିଶେଷ ଭାବେ ପ୍ରଭାବ ପକାଇ ଥାଏ। ପ୍ରତ୍ୟେକ ବ୍ୟକ୍ତି ଙ୍କ ଅଲଗା ଅଲଗା ରାଶି କାରଣରୁ ସମସ୍ତଙ୍କ ଜୀବନରେ ବି ଉଥାନ ପତନ ଆଲଗା ଅଲଗା ହୋଇ ଥାଏ।ଯଦି ଗ୍ରହ ମାନଙ୍କ ଚଳନ ଠିକ୍ ଥାଏ ତେବେ ରାଶି ସହ ଜଡ଼ିତ ଥିବା ବ୍ୟକ୍ତିର ଜୀବନ ସରଳ ସୁନ୍ଦର୍ ହୋଇଥାଏ। ଯଦି ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କ ଶୁଭ ସ୍ଥିତି ରହି ନଥାଏ ତେବେ ବ୍ୟକ୍ତି ନାନା ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଏହି ଶିବ ରାତ୍ରୀରେ ଠାରୁ ୮ ଗୋଟି ରାଶି ଉପରେ ଭଗବାନ୍ ଭୋଳା ଶଙ୍କରଙ୍କ କୃପା ବିଶେଷ ଭାବେ ରହିବ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଏବଂ ସେମାନଙ୍କ ଭାଗ୍ୟରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ।
ତେବେ ଆସନ୍ତୁ ପ୍ରଥମେ ଜାଣି ନେବା ସେହି ୮ ଗୋଟି ରାଶି ଭାଗ୍ୟରେ କଣ ବିଶେଷ ପରିବର୍ତ୍ତନ ହେବା ପାଇଁ ଯାଉଛି:-
ଭଗବାନ ଭୋଳା ଶଙ୍କରଙ୍କ କୃପା ବିଶେଷ ଭାବେ ଆପଣଙ୍କ ଉପରେ ପଡ଼ିବା ପାଇଁ ଯାଉଛି।ଭୋଳା ଶଙ୍କରଙ୍କ କୃପା ରୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ। କମ୍ପାନୀ ତରଫରୁ ଆପଣ ବିଦେଶ ଯାତ୍ରା କରି ପାରନ୍ତି। ସବୁ କ୍ଷେତ୍ରରେ ଆପଣ ବିଶେଷ ସଫଳତା ପାଇବେ। ଦେହ ଓ ମନ ଉତ୍ତମ ରହିବ।ଯେଉଁ କାମ ହାତକୁ ନେଇଛନ୍ତି ତାକୁ ସମ୍ପୂର୍ଣ୍ଣ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଶିକ୍ଷାର୍ଥୀ ମାନଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ରହିବ।
ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଏହା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ନିଜର ବୁଦ୍ଧି ପାଇଁ ଆପଣ ପ୍ରଚୁର ଲାଭବାନ ହେବେ। ଏହି ରାଶି ମାନଙ୍କୁ ଭଗବାନ୍ ଭୋଳା ଶଙ୍କରଙ୍କ କୃପାରୁ ଧନ ରୋଜଗାର କରିବାର ନୂଆ ନୂଆ ମାର୍ଗ ଖୋଲି ଯିବ। ପ୍ରେମ ଜୀବନ ଅତ୍ୟନ୍ତ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନେ ବିବାହ କରିବା ପାଇଁ ଯାଉଛନ୍ତି ତାଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି।
ଆସନ୍ତୁ ଜାଣି ନେବା ସେହି ୮ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ କିଏ କିଏ:-ବୃଷ ରାଶି, ମକର ରାଶି, ସିଂହ ରାଶି, ଧନୁ ରାଶି , ତୁଳା ରାଶି,କନ୍ୟା ରାଶି, ମୀନ ରାଶି ଏବଂ କୁମ୍ଭ ରାଶିଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।