ପସନ୍ଦ କରନ୍ତୁ ନିଜ ନାମର ପ୍ରଥମ ଅକ୍ଷର ଆଉ ଜାଣନ୍ତୁ ନିଜ ବିଷୟରେ ଗୁପ୍ତ ଭବିଷ୍ୟ – Life Style

0

କୌଣସି ବ୍ୟକ୍ତି ଜନ୍ମ ହେବା ପରେ ଯେଉଁ ନାମ ଦିଆ ଯାଇଥାଏ ସେହି ନାମ ର ପ୍ରଥମ ଅକ୍ଷର ପ୍ରଭାବ ବ୍ୟକ୍ତି ର ଜୀବନ ଉପରେ ଅନେକ ପ୍ରଭାବ ପକାଇ ଥାଏ। ଏହା ସହିତ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ବ୍ୟକ୍ତି ବ୍ୟକ୍ତିତ୍ଵ କୁ ବହୁତ୍ ପ୍ରଭାବ ପକାଇ ଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଏହି ବିଷୟ ରେ ଅନେକ କିଛି କୁହା ଯାଇଛି ଯେ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ବେସେଶତା ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ ।

ତେବେ ଆଜି ଆମେ ଆପଣଙ୍କୁ ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର ଦ୍ଵାରା ଆପଣ ଙ୍କ ର କଣ ସବୁ ଭଲ ଗୁଣ ରହିଛି ଏହି ବିଷୟ ରେ ଜାଣିବା। ତେବେ ଆସନ୍ତୁ ଜାଣିବା ;

୧- AMT – ତେବେ ଯଦି ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର A,M,T ରୁ ଆରମ୍ଭ ହୋଇଛି ତେବେ ଆପଣ ଙ୍କୁ ଲାଇଫ ରେ ସ୍ଵତନ୍ତ୍ରତା ଖୁବ୍ ପସନ୍ଦ ହୋଇ ଥାଏ ତେଣୁ ଆପଣ ସର୍ବଦା କଠିନ ପରିଶ୍ରମ କରି ଥାନ୍ତି। ଆପଣ ନିଜ ଜୀବନ ରେ ବହୁତ୍ ଖୁସି ରେ ବିତାଇ ଥାଆନ୍ତି । ତେବେ ଆପଣ କେବେ କୌଣସି ଜିନିଷ ପାଇଁ ଅଟକି ଯାଆନ୍ତି ନାହିଁ ଆଉ ସବୁବେଳେ ଆଗକୁ ବଢିବା ପାଇଁ ଚେଷ୍ଟା କରି ଥାଆନ୍ତି।

୨- FPUV – ତେବେ ଯଦି ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର F,P,U,V ରୁ ଆରମ୍ଭ ତେବେ ଆପଣ ସର୍ବଦ ଆଗରେ ରହିବା ପାଇଁ ଆପଣ ଙ୍କୁ ପସନ୍ଦ ହୋଇ ଥାଏ। ତେବେ ଅନ୍ୟ ମାନେ ମଧ୍ୟ ଆପଣ ଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି। ଅନ୍ୟ ମାନଙ୍କ ର ସାହାର୍ଯ୍ୟ କରିବା ପାଇଁ କେବେ ମଧ୍ୟ ପଛାନ୍ତି ନାହିଁ।

୩- BRSX – ତେବେ ଯଦି ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର B,R,S,X ରୁ ଆରମ୍ଭ ହୋଇ ଅଛି ତେବେ ଆପଣ ବହୁତ୍ ଖୁସି ପ୍ରକୃତି ର ବ୍ୟକ୍ତି ବିଶେଷ ଓ ରଚନାତ୍ମକ ହୋଇ ଥାଆନ୍ତି । ସବୁବେଳେ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରି ଥାଆନ୍ତି । ନିଜର ଭାବନା କୁ ସବୁବେଳେ ନିୟନ୍ତ୍ରଣ ରେ ରଖି ଥାଆନ୍ତି।

୪- DHIW  – ତେବେ ଯଦି ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର D,H,I,W ତେବେ ଆପଣ ବହୁତ୍ ଶଚା ହୃଦୟ ର ବ୍ୟକ୍ତି ଅଟନ୍ତି । ଏମାନେ ଖୁବ୍ ସମ୍ବେଦନୀଳ ବ୍ୟକ୍ତି ହୋଇ ଥାଆନ୍ତି ।

୫- CGLY – ତେବେ ଯଦି ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର C,G,L,Y ରୁ ଆରମ୍ଭ ହୋଇଛି ତେବେ ଆପଣ ନିଜ ପରିବାର ଲୋକ ମାନଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି ଓ ଖୁବ୍ ପରିଶ୍ରମୀ ହୋଇ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।