ପଶି ଯାଉ ଲୁହା ଛଡ ପଛେ… ମୁଁ ଆଗ ଆଣିବି ଟିକେଟ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ନଜରକୁ ଆସିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ।ଆଉ ଏବେ ସାରା ରାଜ୍ୟରେ T-20 ମ୍ୟାଚ କୁ ନେଇ ଚହଳ ସୃଷ୍ଟି ହୋଇଛି ଯାହା କୁ ନେଇ ବିଭିନ୍ନ ଘଟଣା ମଧ୍ୟ ସାମ୍ନା କୁ ଆସିଛି।ଆଉ ଏଠାରେ ଜଣେ ଯୁବକ ଯାହା କରିଛନ୍ତି ଟିକେଟ ପାଇଁ ତାହା ଦେଖିବା ପରେ ସମସ୍ତେ ଚମକି ପଡିବେ। ଆଉ ତେବେ ଆସନ୍ତୁ ଦେଖିବା ସେହି ଘଟଣା ଯାହା ଭାଇରଲ ହୋଇଛି।

ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯାହା ଏବେ ଚର୍ଚ୍ଚା ଜୋର ଧରିଛି। ଆଉ ଏହିଠାରେ ବାରବାଟୀ ରେ ଖେଳ ପାଇଁ ରାଜ୍ୟ ଓ ସାରା ଦେଶ ରେ ଚହଳ ସୃଷ୍ଟି କରିଛି ଯାହାକୁ ଦେଖିବା ପାଇଁ କ୍ରିକେଟ ପ୍ରେମୀ ମାନେ ବହୁତ କଷ୍ଟ କରି ଥାଆନ୍ତି। ଆଉ ଏହାରି ଭିତରେ ଅନେକ ଭିଡ଼ିଓ ମଧ୍ୟ ଭାଇରଲ ହୋଇଛି ଯେଉଁଠି ଟିକେଟ ପାଇଁ କ୍ରିକେଟ ପ୍ରେମୀ ମାନେ ଲାଇନ ଛିଡା ହୋଇଛନ୍ତି।ଆଉ ଏବେ ସେହି ମ୍ୟାଚ କୁ ଦେଖିବା ପାଇଁ ଅନଲାଇନ ରେ ବୁକ ସରିଥିବା ବେଳେ ବର୍ତମାନ ଅଫଲାଇନ ଟିକେଟ ବୁକ ଚାଲିଛି ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କ ମଧ୍ୟରେ ଖୁସି ଦେଖା ଦେଇଛି।

ଆଉ ଅଫଲାଇନ ଟିକେଟ ପାଇଁ ଦୁଇ ଦିନ ଆଗରୁ ଲୋକ ମାନେ ଲାଇନ ରେ ଛିଡା ହୋଇଛନ୍ତି ଯାହା ଜାଣିବାକୁ ମିଳିଛି। ଏବେ ବାରବାଟୀ ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T-20 ମ୍ୟାଚ ରହିଛି ଯାହା କୁ ଦେଖିବା ପାଇଁ କ୍ରିକେଟ ପ୍ରେମୀ ମାନେ ଟିକେଟ କରିବା ପାଇଁ ବହୁତ କଷ୍ଟ ମଧ୍ୟ କରୁଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ବିଭିନ୍ନ ସମୟରେ ବାରବାଟୀ ରେ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ସବୁ ଖେଳ ହୋଇଥାଏ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ। ଆଉ ନିକଟରେ ଖେଳ ଯେତେ ପାଖେଇ ଆସୁଛି ସେତେ ଉତ୍କଣ୍ଠା କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ଜୋର ରେ ବଢି ଚାଲିଛି। ଆଉ ଏବେ ଟିକେଟ ପାଇଁ ଲୋକ ମାନେ ଏହି ଗ୍ରୀଷ୍ମ ର ତାଣ୍ଡବ ରୁ ବଂଚି ପାରୁ ନାହାଁନ୍ତି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।

ଆଉ ଖେଳ ଦେଖିବା ପାଇଁ କ୍ରିକେଟ ପ୍ରେମୀ ମାନେ କଣ ବା କରିଛନ୍ତି ତାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଆଉ ଏବେ ଜଣେ କ୍ରିକେଟ ପ୍ରେମୀ ଯାହା କରିଛନ୍ତି ତାହାକୁ ଦେଖିବା ପରେ ଆପଣ ବି କହିବେ ବାଃ ବାଃ ରେ ତାଙ୍କୁ ସାଲୁଟ କରିବାକୁ ହେବ। ଆଉ ଏବେ ସେହି ଯୁବକ ଜଣଙ୍କ ଏତେ କ୍ରିକେଟ ଦେଖିବା ଲାଗି ନିଶା ଯେ ଯାହା କୁ ଦେଖିବା ପାଇଁ କିଛି ବି କରିପାରନ୍ତି।।ଆଉ ଏହିଠାରେ ଯୁବକ ଟି ଟିକେଟ ପାଇଁ ଲୁଚି ଲୁଚି ଟିକେଟ କରିବା ପାଇଁ ଉପରେ ଚଢ଼ି ଯାଉଥିଲେ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment