ପାଠ ପଢ଼ିଛନ୍ତି BSC Computer Science ହେଲେ ମାଗୁଛନ୍ତି ଭିକ, କହୁଛନ୍ତି ଅନର୍ଗଳ ଇଂଲିଶ..ତାଙ୍କ ଇଂରାଜୀ ଶୁଣିଲେ ହୋସ ଉଡିଯିବ…

0

ଆଜିକାଲିର ଲୋକ ମାନେ ଅଧିକା ପାଠ ପଢି ମଧ୍ୟ ଭଲ ଇଂଲିଶ କହି ପାରୁ ନାହାଁନ୍ତି। କିନ୍ତୁ କିଛି ଲୋକ ମାନେ ଅଛନ୍ତି ଯେ ଅଳ୍ପ ପାଠ ପଢି ମଧ୍ୟ ବହୁତ ଭଲ ଭାବରେ ଇଂଲିଶ କହି ଥାଆନ୍ତି। ବର୍ତ୍ତମାନ ଚାକିରୀର ସମସ୍ୟା ବହୁତ ଅଧିକାଂଶ ପାଇଁ ଦେଖିବା ପାଇଁ ମିଳି ଥାଏ। ଇଂଲିଶ କହିବା ସ୍ୱତେ ମଧ୍ୟ ସେମାନଙ୍କୁ ଭଲଚାକିରୀ ମିଳି ନଥାଏ, ସେ ସେଥିପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଇ ନିଜ ପେଟ ପୋଷି ଥାଆନ୍ତି। ବର୍ତ୍ତମାନ ନିକଟରେ ଏଭଳି କିଛି ଦୃଶ୍ୟ ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ଖୁବ ସୁନ୍ଦର ଭାବରେ ଇଂଲିଶ କହୁଛନ୍ତି, ଏଥି ସହିତ ଭିକ ମାଗୁ ଥିବାର ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଦୃଶ୍ୟ ବାରଣାସୀରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଦକ୍ଷିଣ ଭାରତରେ ସ୍ୱାତୀ ନାମକ ଜଣେ ମହିଳା ଘର ହୋଇଥାଏ। ସେହି ମହିଳା ଜଣଙ୍କ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ କରିଛନ୍ତି। କୌଣସି କାରଣ ବଶତଃ ସେ ତାଙ୍କ ଘର ଛାଡି ବାରଣାସୀରେ ରହୁଛନ୍ତି। ମହିଳା ଜଣଙ୍କ ଏତେ ପାଠ ପଢି ମଧ୍ୟ ସେ ଚାକିରୀ ପାଇ ପାରି ନାହାଁନ୍ତି। ଭିକ ମାଗି ନିଜ ପେଟ ପୋଷୁଛନ୍ତି ଓ ବହୁତ ଦୁଃଖ କଷ୍ଟରେ ମଧ୍ୟ ଚଳୁଛନ୍ତି। ତେବେ ମହିଳା ଜଣଙ୍କ ବାରଣାସୀରେ ରହି ଭିକ ମାଗିବା ସହିତ ଖୁବ ଭଲ ଭାବରେ ଇଂଲିଶ କହୁ ଥିବାର ଶୁଣିବା ପାଇଁ ମିଳିଛି। ସେ ଅନର୍ଗଳ ଭାବରେ ଇଂଲିଶ କହୁ ଥିବାର ଶୁଣିବା ପାଇଁ ମିଳିଛି।

ତେବେ ତାଙ୍କର ସେହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। ସେ ଏଭଳି ଭାବରେ ଇଂଲିସ କହୁଛନ୍ତି, ଯେ କେହି ବି ତାଙ୍କ ଇଂଲିଶ ଶୁଣିବେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଖୁସି ଅନୁଭବ କରିବେ। ବଡ଼ ବଡ଼ ଅଫିସର ମାନେ ମଧ୍ୟ ଏଭଳି ଭାବରେ ଇଂଲିଶ କହି ପାରିବେ ନାହିଁ। ବର୍ତ୍ତମାନ ଇଂଲିଶ ଭିକାରୀ ମହିଳା ଜଣଙ୍କ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ସାହାଯ୍ୟ ଓ ସହଯୋଗ ପାଇଁ ନିବେଦନ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଯଦି ଏହି ମହିଳାଙ୍କୁ କିଛି ସାହାଯ୍ୟ ଓ ସହଯୋଗ କରନ୍ତି, ତା’ହେଲେ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ଓ ବିଶ୍ୱାସ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।