ପାଠରେ ପିଲାଙ୍କ ମନ ନ ଲାଗିଲେ କଣ କରିବେ ଜାଣିରଖନ୍ତୁ – Reading Tips

0

ସାଧାରଣତଃ ପିଲାମାନେ ପାଠ ପଢା ପ୍ରତି ଖୁବ କମ ସମୟ ଦେଇଥାନ୍ତି l ପଢ଼ାରେ ମନ ଲଗାନ୍ତି ନାହିଁ l ଆସନ୍ତୁ ଏହି ସମସ୍ୟାରୁ କିପରି ଭାବେ ବାହାରି ପାରିବା ଓ ପଢା ପ୍ରତି କିପରି ମନ ଲାଗିବ ସେ ବିଷୟରେ ମଧ୍ୟ ଜାଣିବା l
1- ପିଲାମାନଙ୍କ ପଢା ଘରେ ଯଦି ଆମେ ଗୋଟିଏ ଶୁଦ୍ଧ ଘିଅର ଦୀପ ଲଗାଇ ଦେବା ଓ ବିଦ୍ୟାର ଦେବୀ ସରସ୍ବତୀଙ୍କ ଯନ୍ତ୍ର ଘରେ ରଖିଲେ ପାଠ ପଢ଼ାରେ ପିଲାମାନଙ୍କ ମନ ଲାଗି ଥାଏ l

2- ପିଲାମାନେ ଯଦି ପୂର୍ବ ମୁଖ ହୋଇ ପାଠ ପଢ଼ନ୍ତି ତେବେ ପିଲା ମାନଙ୍କର ମନ ପାଠ ପଢା ପ୍ରତି ଲାଗିଥାଏ ଓ ଅତି ସହଜରେ ପାଠ ମଧ୍ୟ ମନେ ରହେ l

3- ସ୍ମରଣ ଶକ୍ତିକୁ ବଢ଼ାଇବା ପାଇଁ ବାଦାମ, ମିଶ୍ରି ଓ ମଧୁରିକୁ ଗୁଣ୍ଡ କରି ଉଷୁମ ପାଣିରେ ଦୁଇ ଚାମଚ ମିଶାଇ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ହଇଥାଏ l

4- ଆପଣଙ୍କ ଘର ଛାତ ଉପରେ ଦକ୍ଷିଣ ଓ ପୂର୍ବ କୋଣରେ ପକ୍ଷୀମାନେ ଯଦି ପାଣି ପିଅନ୍ତି ତେବେ ଘରର ଆୟ ବୃଦ୍ଧି ହୋଇଥାଏ l

5- ସକାଳୁ ଉଠି ପୂଜା ସମୟରେ ଗଣେଶକୁ ନାଲି ରଙ୍ଗର ଫୁଲ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ l

6- ମଙ୍ଗଳବାର ଦିନ ଗାଈକୁ ମସୁର ଡାଲି ସହ ଗୁଡ ମିଶାଇ ଖାଇବାକୁ ଦେଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ l

7- ଝିଅର ବିବାହ ହେଉନଥିଲେ ହଳଦିଆ କପଡ଼ାରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖିଦେଲେ ବିବାହ ହୋଇଯିବ l

8- ପୁଅ ଏବଂ ଝିଅର ବିବାହ ହେଉନଥିଲେ ଅଶ୍ୱତ୍ଥ ଗଛ ମୂଳରେ ତେର ଦିନ ଜଳ ଢ଼ାଳିଲେ ଶୁଭ ଫଳ ଲାଭ ହୋଇଥାଏ l

9- ବିବାହ ପାଇଁ ରାଜି ହେଉନଥିଲେ ଶୋଇବା ଘରର ଉତ୍ତର ପଟରେ କ୍ରିଷ୍ଟାଲ ବଲ କାଚ ପପ୍ଲେଟରେ ରଖିଦିଅନ୍ତୁ l

10- ଜାତକରେ ମଙ୍ଗଳ ଦୋଷଥିଲେ l ମଙ୍ଗଳବାର ବ୍ରତ କରିଲେ ଦୋଷ ଦୂର ହୋଇଥାଏ l

11- ଗର୍ଭବସ୍ତାରେ ଚାଉଳରେ ହଳଦୀ ମିଶାଇ ଘରେ ପକାଇଲେ ଅଶୁଭ ଶକ୍ତି ଦୂର ହୁଏ l

12- କୌଣସି କାମ ହେଉନଥିଲେ, ଗାଈର କାନରେ କହିଦିଅନ୍ତୁ l କାମ ପୂର୍ଣ୍ଣ ହେବ l

13- ଶୁଭ କାର୍ଯ୍ୟରେ ଯିବାବେଳେ ଲେମ୍ବୁରେ ଚାରାଟି ଲବଙ୍ଗ ପୋତିଦିଅନ୍ତୁ, ଶୁଭ ହୋଇଥାଏ l

14- ସପ୍ତାହରେ ଥରେ କ୍ଷୀରରେ ମିଶ୍ରି ମିଶାଇ ପିଇଲେ ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି l

15- ଲୁଣକୁ ମୁଣ୍ଡ ଚାରିପଟେ ବୁଲାଇ ବୁଲାଇଦେଲେ ଅଶୁଭ ଶକ୍ତି କଟିଯାଇଥାଏ l

16- ପାଣିରେ ଲୁଣ ମିଶାଇ ଘରକୁ ପୋଛିଲେ ସୌଭାଗ୍ୟ ସୃଷ୍ଟି ହୋଇଥାଏ l

17- ସିଧା ହାତରେ ଲୁଣ ଦେଲେ ଝଗଡା ହୋଇଥାଏ l

18- ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ କାଶ,ଛିଙ୍କ ଦୂର ହୁଏ l

19- ମୁହଁରେ ବାମପଟରେ କଳା ଯାଇ ଥିଲେ ଅତ୍ୟନ୍ତ ଶୁଭ ହୋଇଥାଏ l

20- ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ପକାଇ ଗୋଡ ହାତ ଧୋଇହେଲେ ଭଲ ନିଦ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।