Jyotisa Shastra – ଫେବୃୟାରୀ ମାସରେ ( ୫ଟି ରାଶିରେ ) ଧନର ବର୍ଷା, ଘରକୁ ଆସିବା ବିଡ଼ା ବିଡ଼ା ଟଙ୍କା

0

ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାଟିଏ ଯେତେବେଳେ ଜନ୍ମ ନିଏ ସେହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l ଆମର ହିନ୍ଦୁ ଧର୍ମରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ l

ଶନିଦେବ ଯାହା ଉପରେ କୃପା କରନ୍ତି, ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଥାଏ l ଶନିଦେବ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି l ଯିଏ କି ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି, କିନ୍ତୁ ଯେଉଁ ଲୋକମାନେ ଅନାଇତିକ କାର୍ଯ୍ୟ କରୁଥିବ ଲୋକଙ୍କୁ ଭଗବାନ ଶନିଙ୍କ ଦଣ୍ଡ ଭୋଗିବାକୁ ପଡିଥାଏ l

ଯେତେବେଳେ ଶନିଦେବ ତାଙ୍କ ଚଳନ ବଦଳାନ୍ତି,ତେବେ ସେ ରାଶିମାନଙ୍କର କାହା ଉପରେ ଭରି ପଡନ୍ତି ତ କାହା ଉପରେ ଖୁସି ହୁଅନ୍ତି l ଏମିତିରେ ତ ସବୁ ରାଶିମାନଙ୍କର ଉପରେ ଶନିଙ୍କର ପ୍ରଭାବ ରହିଥାଏ l

1- ବିଛା ରାଶି :

ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ, ଏବଂ ଏହି ରାଶିକୁ ଏବେ ଚିନ୍ତା କରିବାର ନାହିଁ l ଏହି ରାଶିରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ହେବ l ଏହାର ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ l ଏମାନଙ୍କର ସବୁ ମନସ୍କାମନା ପ୍ରଭୁ ଶନିଦେବ ପୂରଣ କରିବେ, କିନ୍ତୁ ଏଥିରେ ଗୋଟିଏ ସର୍ତ ଯେ ଏବଂ ତାହା ହେଉଛି ଏମାନଙ୍କୁ ଭଗବାନ ଶନିଦେବ ଉପରେ ସମ୍ପୂର୍ଣ ଭରଷା ଓ ବିଶ୍ୱାସ କରିବା ଦରକାର l

2-ତୁଳା ରାଶି:

ଏହି ରାଶିରେ ମଧ୍ୟ ଖୁସି ବରଷିବ କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ ଓ ମନ ଧ୍ୟାନ ଦେଇ ସମ୍ପୂର୍ଣ କାର୍ଯ୍ୟ କରିବାକୁ ପଡିବ l ଏମିତିରେ ଶନିଦେବ ସମସ୍ତଙ୍କର ଭଲ ହିଁ କରିଥାନ୍ତି l

3-ମିଥୁନ ରାଶି :

ଏହି ରାଶିରେ ମଧ୍ୟ ସନିଦେବ ଙ୍କର କୃପା ରେ ଫେବୃଆରୀ ମାସ ରେ ବର୍ଷା ହେବ l ଏହି କୃପା ଆଗାମୀ ବର୍ଷ ଲାଗି ରହିବ l

4-କୁମ୍ଭ ରାଶି :

ଏହି ରାଶିରେ ସନିଦେବ ଙ୍କର କୃପା ଯୋଗୁଁ ଆଗକୁ ବଡ଼ ପରିବର୍ତ୍ତନ ହେବ l ଏହି ରାଶିର ବ୍ୟକ୍ତି ମାନେ ନିଜର ପ୍ରେମକୁ ପାଇବେ l

5-ସିଂହ ରାଶି :

ଏହି ରାଶିର ବ୍ୟକ୍ତି ମାନେ ଆଗାମୀ ବର୍ଷ ଗୁଡିକ ରେ ଧନ ଯୋଗ ରହିଛି l ଏମାନେ କେବେବି ଧନର ଅଭାବ ଅନୁଭବ କରିବେ ନାହିଁ l ଏହି ରାଶିରେ ଆଗକୁ ସଫଳତା ପାଇବେ ସନିଦେବ ଙ୍କର କୃପାରୁ ଏମାନଙ୍କ ସମସ୍ତ ଲକ୍ଷ ପୂରଣ ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।