Pregnancy Tips – ପେଟରେ ଥିବା ଶିଶୁ ପୁଅ ନା ଝିଅ କେମିତି ଜାଣିବେ, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ୧୦୦ % ଗ୍ୟାରେଣ୍ଟି

0

ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ମନରେ ଇଚ୍ଛାଥାଏ କି ସେମାନଙ୍କ ଗର୍ଭରେ ବଢିଥିବା ପିଲା ପୁଅ ନା ଝିଅ , କାରଣ ସେ ଆସିବାକୁ ଥିବା ଛୋଟିଆ ଶିଶୁର ସ୍ୱାଗତ ସେହି ହିସାବରେ କରିପାରିବେ । ଆମ ଦେଶରେ ବା ବିଦେଶରେ ଏମିତି ବହୁତ ମୁରବି ଅଛନ୍ତି ଯେଉଁମାନେ ଫେସରେ ବା ଶରୀରର ପରିବର୍ତ୍ତନ କୁ ଦେଖି ବତେଇ ଦିଅନ୍ତି କି ଗର୍ଭରେ ଥିବା ଶିଶୁ ପୁଅ ହେବ ନା ଝିଅ । କିନ୍ତୁ ଏହା ସବୁ ସମୟରେ ଠିକ୍ ହୋଇ ନଥାଏ । ତେଣୁ ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ଗୁଡିକ ବିଷୟରେ ।

1. ପେଟର ଆକାର :-

ପେଟରେ ପୁଅ ଅଛି କି ଝିଅ ଅଛି ଜାଣିବା ପାଇଁ ପେଟର ଆକାର ଉପରେ ଧ୍ୟାନ ଦିଅନ୍ତୁ । ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ ଏବଂ ବାହର ପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ ।

2. ମିଜାଜ୍ ର ପରିବର୍ତ୍ତନ :-

ଯେଉଁ ମହିଳାଙ୍କର ପ୍ରେଗନେନ୍ସି ର ପ୍ରଥମ ତିନି ମାସରେ କିଛି କଥାରେ ମନ ଦୁଃଖ ହୋଇଥାଏ ବା ପରବର୍ତ୍ତୀ ତିନିମାସ ରେ ଅଧିକାଂଶ କଥାରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ ହେବାକୁ ଥିବା ଛୁଆ ପୁଅ ହୋଇଥାଏ । ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ମିଳାଚଳା ଭାବନା ପ୍ରକାଶ କରିଥାନ୍ତି

3. ଖାଦ୍ୟରୁ ଘୃଣା ହେବା :-

ପ୍ରେଗନେନ୍ସି ସମୟରେ ଅନେକ ମହିଳା ପ୍ରଚୁର ଖାଇଥାନ୍ତି ଓ ଆଉ କେତେକ ମହିଳାଙ୍କୁ ଖାଦ୍ୟର ଘୃଣା ହୋଇଥାଏ । ସାଧାରଣତଃ ଏହି ପରିବର୍ତ୍ତନ ପେଟର ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ । ଯେଉଁ ମହିଳା ମାନଙ୍କୁ ଖାଦ୍ୟର ଘୃଣାଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେଶି ହୋଇଥାଏ , ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ ।

4. ବେକିଙ୍ଗସୋଡା ବା ଖାଇବା ସୋଡା :-

ଖାଇବାସୋଡାର ର ବ୍ୟବହାର କରି ମଧ୍ୟ ଆପଣ ଗର୍ଭରେ ଥିବା ଛୁଆର ଲିଙ୍ଗର ଅନୁଭବ କରିପାରିବେ । ଗୋଟିଏ ପାତ୍ରରେ ସକାଳର ପରିସ୍ରା ନେବେ ଏଥିରେ ଏକ ଚାମଚ ବେକିଙ୍ଗସୋଡା ପକାଇବେ । କୁହାଯାଏଯେ , ଯଦି ବେକିଙ୍ଗ ସୋଡା ପକେଇଲେ ପରିସ୍ରାରେ ଫେଣ ବା ଫୋଟକା ହୋଇଥାଏ ତେବେ ଗର୍ଭରେ ଝିଅ ଅଛି । ଯଦି ସୋଡା ପକାଇବା ପରେ କୌଣସି ପରିବର୍ତ୍ତନ ନଆସେ , ତେବେ ଗର୍ଭରେ ପୁଅ ଥାଇପାରେ ।

5 ଚଟପଟା ବା ମିଠା ଖାଇବାର ଇଚ୍ଛା ହେବା :-

ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଚ୍ଛା ହୋଇଥାଏ , ତେବେ ତାଙ୍କ ପେଟରେ ଝିଅ ହୋଇଥାଏ । ଅନ୍ୟପଟେ ଯଦି ତାଙ୍କୁ ଅଧିକ ଖଟା , ଚଟପଟା ମସଲାଯୁକ୍ତ ଖାଦ୍ୟ ଏବଂ ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ ।

6 ତ୍ୱଚାସମ୍ୱନ୍ଧୀୟ ସମସ୍ୟା ହେବା :-

ଯଦି ମହିଳାଙ୍କ ପେଟରେ ପୁଅଥାଏ , ତେବେ ତାଙ୍କର ଫ୍ରେସରେ ବ୍ରଣର ସମସ୍ୟା ଅଧିକ ଦେଖାଯାଏ । ଅନ୍ୟପଟେ ମହିଳାଙ୍କ ଫେସ୍ ରେ ନିଖାର୍ ଆସିଥାଏ , ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।