ମୋଟା ଝିଅଙ୍କୁ ବାହା ହେବାରେ ଫାଇଦା ହିଁ ଫାଇଦା, ଜାଣନ୍ତୁ କେମିତି ?

0

ଯେତେବେଳେ ଲୋକ ମାନେ ବାହା ହେବାପାଇଁ ଝିଅ ଦେଖିବାକୁ ଯାଇଥାଉ ସେତବଳେ  ଆମେ ବହୁତ ଦ୍ୱନ୍ଦରେ ପଡିଯାଇଥାଉ । କାରଣ କେଉଁ ଝିଅ ଭଲ ଓ କେଉଁ ଝିଅ ଖରାପ ତାହା ଆମେ ବାଛିବାପାଇଁ ଆମ ମନରେ ବହୁତ ପ୍ରଶ୍ନ ଉଠିଥାଏ । ଏମିତି ଲାଗିଥାଏ କି ଯେଉଁ ଝିଅ ମୋଟା ହେଇଥିବ ସେ ଆମ ପାଇଁ ଠିକ ଜିବନ ସାଥି ହୋଇ ପାରିବ କି ନାହିଁ ? ସେ ଆମ ସହିତ ଖାପ ଖୁଆଇ ଚଳି ପାରିବ କି ନାହିଁ ?

ତାହାର ମୋଟାପଣ ଆମକୁ ଭବିଷ୍ୟତରେ ହଇରାଣ କରିପାରେ ଓ ଶାରୀରିକ ସମ୍ପର୍କରେ କିଛି ବାଧା ଆସିପାରେ , ଏମିତି ବହୁତ କିଛି ଆମେ ଭାବଇଥାଉ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋଟା ଝିଅଙ୍କୁ ବାହା ହେବା ଦ୍ୱାରା ଆପଣଙ୍କର ବହୁତ ଫାଇଦା ହୋଇଥାଏ । ତେବେ ଆଶନ୍ତୁ ଜାଣିବା ମୋତେ ଝିଅଙ୍କୁ ବାହା ହେଲେ କି ଫାଇଦା ସବୁ ହୋଇଥାଏ ।

ମୋଟା ଝିଅ ମାନେ ପତଳା ଓ ସ୍ଲିମ ଝିଅମାନଙ୍କ ଠାରୁ ହୃଦୟର ବହୁତ ସଫା ହୋଇଥାନ୍ତି । ସେମାନେ ମୁଣ୍ଡରେ ନ ଭାବି ନିଜ ହୃଦୟର ସହିତ ଭାବି ନିର୍ନେୟ ନେଇଥାନ୍ତି । କାରଣ ସେମାନଙ୍କ ମନରେ କାହାପ୍ରତି କୌଣସି ଘୃଣା ଭାବ ନଥାଏ । ସେମାନେ ନିଜ ଶାଶୂ ଘର ଲୋକଙ୍କର ଭଲଭାବେ ଯତ୍ନ ନେଇଥାଆନ୍ତି । ଏମିତି ଏକ ସର୍ଭେ ରୁ ଜଣାପଡିଛି ଯେ , ଯେଉଁ ଲୋକମାନେ ମୋଟା ଝିଅଙ୍କ ସହିତ ରହିଛନ୍ତି ।

ସେମାନେ ପତଳା ଝିଅଙ୍କ ସହିତ ରହିଥିବା ଲୋକଙ୍କ ଠାରୁ ଦଶ ଗୁଣ ଖୁସିରେ ରହିଥାନ୍ତି । ସେମାନେ ନିଜେ ବହୁତ ଖାଇବା ସହିତ ଆପଣଙ୍କୁ ବି ଖୁଆଇଥାନ୍ତି । ସେଥିପାଇଁ ଖାଇବାରେ କେବେବି ଝଗଡା ହୁଏ ନାହିଁ । ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି ଓ ସେମାନଙ୍କର ବହୁତ ଯତ୍ନ ନେଇଥାଆନ୍ତି । ସେମାନେ ନିଜ ସ୍ୱାମୀଙ୍କୁ ସବୁ କଥାରେ ପଚାରି କାମ କରିଥାନ୍ତି ।

ମୋଟା ଝିଅ ମାନେ ସବୁବେଳେ ନିଜ ପତି ଓ ପରିବାରର ଯତ୍ନ ନେଇଥାଆନ୍ତି । ଏମାନେ ନିଜ ସ୍ୱାମୀର ଏଭଳି ଯତ୍ନ ନେଇଥାନ୍ତି କି  ଯେପରି ଆପଣଙ୍କୁ ବଡ ପାଟିରେ କହିବାକୁ ପଡିବ ନାହିଁ । ସେମାନେ ନିଜକୁ ସଜ କରିବା ବଦଳରେ ନିଜ ସ୍ୱାମୀର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ପତଳା ଝିଅ ମାନେ ସବୁବଳେ ଚିଡା ସ୍ୱଭାବର ହୋଇଥିବାବଳେ ମୋଟା ଝିଅ ମାନେ ସବୁବଳେ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି ।

ଏମାନେ ପତଳା ଝିଅଙ୍କ ଠାରୁ ଅଧିକ ବୁଝିବାର ହୋଇଥାନ୍ତି । ଏମାନେ ପତଳା ଝିଅଙ୍କ ଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସବୁବଳେ ନିଜ ଜୀବନ ସାଥୀର ମନ କଥା ସେମାନେ ନ କହିବା  ଆଗରୁ ବୁଝି ନିଆନ୍ତି । ଏମାନେ ପତଳା ଝିଅଙ୍କ ଠାରୁ ଅଧିକ ସଂସ୍କାରି ହୋଇଥାନ୍ତି । ଏମାନେ ଘରର ସବୁ କାମରେ ଆଗ୍ରହ ଦେଖାଇ ଥାଆନ୍ତି । ଏମାନେ ନିଜର ଜୀବନ ସାଥୀର ସବୁ ଖୁସିକୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।