ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ହେବାରେ ଲାଗିଛି ତାହା ହେଉଛି ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ କଥା | ତେବେ ଏଭଳି ଜଣେ ସୁପୋରଷ୍ଟାର ଙ୍କ ନାଁ ସହିତ ଭଲ ପାଇବା କୁ ନେଇକି ଭିଡିଓ ଭାଇରାଲ ହେବା ପରେ ଲୋକ ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଆଉ ଏଭଳି ଘଟଣା ଘଟିଲା ପରେ , ବାବୁସାନ ଓଡିଶା ଛାଡିକି ପଳେଇଯିବ କଥା ତ ଆପଣ ମାନେ ଭଲ କି ଜାଣିଥିବେ | ତେବେ ଏବେ ପୁଣି ବାବୁସାନ ଘରକୁ ଫେରିଥିଲେ ଆଉ ତାଙ୍କର ସ୍ତ୍ରୀ ତୃପ୍ତି ଙ୍କୁ କୋଲ କରିକି କ୍ଷମା ମାଗିବା କଥା ମଧ୍ୟ ସେସିଆଲ ମିଡ଼ିଆରେ ଭାଇରାଲ ହେଇଛି | ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଘଟଣା ର ସତ୍ୟା ସତ୍ୟ |
ତେବେ ଯାହା ଜଣା ପଡିଛି କି ଗତ କାଲି ବାବୁସାନ ଚେନାଇ ରୁ ଭୁବନେଶ୍ୱର କୁ ଆସିଥିଲେ ଆଉ ତାଙ୍କର ଘର କୁ ଯାଇଥିଲେ | ଆଉ ସେଠି ତାଙ୍କ ମା ଙ୍କୁ କୁଣ୍ଢେଇ କାନ୍ଦିଥିଲେ ଆଉ ତାଙ୍କ ବାପା ଙ୍କ ଅଗରେ ମଧ୍ୟ କ୍ଷମା ମାଗିଥିଲେ | ଆଉ ଏଭଳି ଭୁଲ କେବେବି ହେବନି ବୋଲି ମଧ୍ୟ କହିଥିଲେ | ଆଉ ଏପରି କହିବା ପରେ ମା ଅପରାଜିତା କହିଥିଲେ କି ବାବୁରେ, ତୁ ମୋତେ କ୍ଷମା ନ ମାଗିକି ତୃପ୍ତି କୁ ମାଗେ | କାରଣ ସେ ହେଉଛି ତ ସ୍ତ୍ରୀ |ଆଉ ତୋତେ ବାଟକୁ ଆଣିବା ପାଇଁ ସେ ବହୁତ କଷ୍ଟ ସହିଲାଣି |
ତେଣୁ ତୁ ତାକୁ ଫୋନ କର ଆଉ ତାକୁ କ୍ଷମା ମାଗେ, କାରଣ ଆଜି ଯୋଉଁ ଘଟଣା ଘଟିଛି ସେ ତୋର ସ୍ତ୍ରୀ ତେଣୁ ଦୀର୍ଘ 2 ବର୍ଷ ହେଲା ତୁ ପ୍ରକୃତି ସହ ମିଶିବା, ହଟେଲ କୁ ଯିବ ଜଣେ ସ୍ତ୍ରୀ ହୋଇ ସେ କେମିତି ଦେଖିବ | ସେଥିପାଇଁ ତ ସେ ଆଜି ଏମିତି କରିଛି, ତୋତେ ବାଟକୁ ଆଣିବା ପାଇଁ | ତାପରେ ବାବୁସାନ ତୃପ୍ତି ଙ୍କ ପାଖକୁ କୋଲ କରିବା ପାଇଁ କହିବା ସହିତ, ଆହୁରି ମଧ୍ୟ କହିଥିଲେ କି ଯେହେତୁ ବାବୁସାନ ଏବେ ଏବେ ଘରକୁ ଆସିଛି ତ ତାର ଦେହ ଆଉ ମାନସିକ ସ୍ଥିତି ଠିକ ନାହିଁ | ସେ ଠିକ ହେଇଗଲାଣି ପରେ ଗଣମାଧ୍ୟମ ଙ୍କ ସାମ୍ନାକୁ ଆସିବ ଆଉ ସମସ୍ତ କଥା କହିବ |
ତେବେ ଅପର ପଟେ ପ୍ରକୃତି ଘରକୁ ଆସିଲା ପରେ ପୋଲିସ ତାଙ୍କୁ ପଚାରା ଉଚାରା କରିଥିଲା, ଆଉ ସେ ଘରୁ ବାହାରି ନଥିଲେ | ତେବେ ମନ୍ମଥ ମିଶ୍ର ମଧ୍ୟ ମିଡ଼ିଆ ସାମ୍ନାରେ କହିଥିଲେ କି ବାବୁସାନ ତମେ ଘରକୁ ଫେରିଆସ | ଆଉ ନିଜ ପରିବାର ସହିତ ଭଲରେ ରୁହ | ତେବେ ବର୍ତ୍ତମାନ ବାବୁସାନ ଘରକୁ ଫେରିଛନ୍ତି ଆଉ ଖୁବ ଶୀଘ୍ର ତାଙ୍କର ପାରିବାରିକ ବିବାଦ ମଧ୍ୟ ସମାପ୍ତ ହେଇଯିବ ବୋଲି କୁହାଯାଉଛି | ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।