ଦେଖନ୍ତୁ Shocking ଭିଡ଼ିଓ : ପିକନିକ୍ କରିବାକୁ ଯାଇ ଆଉ ଫେରିଲେନି ! ସବୁଦିନ ପାଇଁ ଚାଲିଗଲେ ୨ ସାଙ୍ଗ…

0

ଜନ୍ମ ଅଛି ତୋ ମୃତ୍ୟୁ ଅଛି କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ମଣିଷ ଜୀବନ ସାରୁ ପତ୍ରର ପାଣି ସଦୃଶ। ଯିଏ ଯେତିକି ଆୟୁଷ ଘେନି ଆସିଥାଏ ସେତିକି ଦିନ ଯାଏ ବଞ୍ଚିଥାଏ। ଯଦି ଜଣେ ମଣିଷ ଉପଯୁକ୍ତ ବୟସ ହୋଇଗଲା ପରେ ମୃତ୍ୟୁ ବରଣ କରିବ। ତାହାଲେ ଏତେଟା କଷ୍ଟ ହୋଇନଥାଏ। କିନ୍ତୁ ଯଦି କେହି ଦୁନିଆ ଦେଖିବା ପୂର୍ବରୁ ଆଧାରୁ ଚାଲିଯାଏ। ବାସ୍ତବରେ ତାହା ଏକ ଦୁଃଖ ଦାୟକ ଘଟଣା ହୋଇଥାଏ। ତେବେ ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ ମିଳେ ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘୋଟିଯାଇଛି। ଘଟଣା ବିଷୟରେ ଜାଣିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ। ସାଙ୍ଗ ସାଥି ମିଶି ପିକନିକ ସାରି ଫେରିବା ବାଟରେ ଏକ ବିରାଟ ଦୃଘଟଣା ଘଟିଛି। ଏହି ଘଟଣା ଟି ଏତେ ହୃଦୟସ୍ପର୍ଶୀ ଯେ ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଓଡ଼ିଶାରେ ଧୀରେ ଧୀରେ ଶୀତର ପ୍ରକପ ବଢୁଛି। ତେବେ ଏହି ଦିନରେ ସମସ୍ତେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ଭଲ ପାଆନ୍ତି। ଅନ୍ୟ ମାନଙ୍କ ଭଳି ୮ ଜଣ ସାଙ୍ଗ ମିଶି ପିକନିକ କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ସେମାନେ ମିଶି ପିକନିକ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ବହୁତ ମଜା କଲେ ଭୋଜି କରି ସାରି ପିକନିକ ସାରି ସମସ୍ତେ ଖୁସି ଆନନ୍ଦ ରେ ଘରକୁ ଫେରୁଥିଲେ। ହଠାତ ଖୁସି ସବୁଦିନ ପାଇଁ ଦୁଃଖ ହୋଇଗଲା। ବଲାଙ୍ଗୀର ସୋନପୁର ରାଜ ରାସ୍ତାର ରଣ୍ଡା ଚକ ଠାରେ ପଛରେ ଏକ ଗାଡ଼ି ଆସି ତାଙ୍କ ଗାଡିକୁ ପିଟି ଦେଲା। ଦୃଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଚାଲିଗଲା ୨ ସାଙ୍ଗର ଜୀବନ। ଅନ୍ୟ ୬ ଜଣ ସାଙ୍ଗ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅଵସ୍ଥା ମଧ୍ୟ ବର୍ତ୍ତମାନ ବହୁତ ଖରାପ ହୋଇ ଯାଇଛି।

ସେମାନଙ୍କ ପରିବାର ଲୋକ ମାନେ ଖବର ପାଇ ସେମାନଙ୍କୁ ହସ୍ପିଟାଲରେ ପହଁଚିଛନ୍ତି। ଏପଟେ ଯେଉଁ ଗାଡି ପଛ ପଟୁ ଧକ୍କା ଦେଇଥିଲା ସେ ଗାଡିର କୌଣସି ଖୋଜ ଖବର ମିଳିନାହିଁ। ବିନା ଦୋଷରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ ଏଭଳି ହେବ ବୋଲି କିଏ ଜାଣିଥିଲା କିଛି। ସେଥିପାଇଁ ସବୁବେଳେ କଥାରେ କୁହାଯାଏ, ଆଜିକା ଜୀବନ କାଲିକି ଦୁଇଦିନ। କେତେବେଳେ କାହାର କଣ ଘଟିବ ତାହା କହି ହେବ ନାହିଁ। ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।