ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି 2 ଫିଙ୍ଗର ଟେଷ୍ଟ କୁ ବେନ କୁ ନେଇକି ବିଭିନ୍ନ ପ୍ରକାରର ନିୟୁଜ | ଆଉ ଯେଉଁଥିରେ କୁହାଯାଇଛି କି ମହିଳା ମାନଙ୍କର ଯୌନାଙ୍ଗ ରେ ଯେଉଁ ଭଳି ଭାବରେ ରେପ ହୋଇ ସାରିବା ପରେ ଟେଷ୍ଟ କରାଯାଉଛି ତାହା ଅତ୍ୟନ୍ତ ଗୋଟିଏ ଭୁଲ କଥା ବୋଲି କୁହାଯାଇଛି | ଆଉ ଯେଉଁଥିପାଇଁ ଏହି ନିୟମ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛି କୋଟ | ଆଉ ଯେଉଁ ଡାକ୍ତର ମାନେ ଏହିଭଳି କାମ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଏକ ବଡ଼ ଖବର ବର୍ତ୍ତମାନ ଶୁଣିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଥିଲା କି ଯେତେବେଳେ ଜଣେ ଝିଅ ସହିତ ରେପ ହୋଇଥାଏ ସେତେବେଳେ ଝିଅ ଟେ ପୋଲିସ ପାଖକୁ ଯାଇଥାଏ |ଆଉ ଯେତେବେଳେ ସେ ଏଫାୟାର ଦେଇଥାଏ ସେତେବେଳେ ପୋଲିସ ପ୍ରଥମେ ତାହାର ମେଡିକାଲ ଟେଷ୍ଟ କରିବା ପାଇଁ ମେଡିକାଲ କୁ ପଠାଇ ଥାଏ | ଆଉ ସେଠାରେ ପୀଡିତ ଙ୍କ ଭେଜିନା ରେ ଡକ୍ଟର ତାଙ୍କର 2 ଫିଙ୍ଗର ଟେଷ୍ଟ ପ୍ରଣାଳୀ କୁ ଏପ୍ଲାଇ କରିଥାଏ ବୋଲି କୁହାଯାଇଥାଏ | ଆଉ ସେହି ଟେଷ୍ଟ ରୁ ସେ ଜାଣିପାରେ କି ଝିଅ ଟି ସହିତ ରେପ ହୋଇଛି କି ନାହିଁ |
ତେବେ ଡାକ୍ତର ଜଣଙ୍କ ପୀଡିତ ଙ୍କର ଏଭଳି ଟେଷ୍ଟ କରିକି ପୀଡିତ ର ଭର୍ଜିନିଟି ପାୱାର କୁ ଦେଖିଥାଏ ଓ ଭର୍ଜିନିଟି ଅଛି କି ନାହିଁ ଦେଖେ ଓ ମାସେଲସ ଏକ୍ଟିଭ ଅଛି ନାଁ ନାହିଁ ତାହାକୁ ଦେଖି ସେ ଷ୍ଟେଟ ମେଣ୍ଟ ଦେଇଥାଏ | ତେବେ ଯେତେବେଳେ ସେହି ଜାଗାରେ ପୀଡିତ ଙ୍କ ସହିତ କିଛି ଘଟଣା ଘଟିଥାଏ ଆଉ ଯାହା ପାଇଁ ସେ କଷ୍ଟ ଆଉ ପେନ ମଧ୍ୟ ପାଇଥାଏ ସେଭଳି ଅବସ୍ଥା ରେ ପୁଣି ଥରେ ଡାକ୍ତର ଙ୍କ ଏହିଭଳି କାମ ଭୁଲ ଅଟେ ବୋଲି କହିଛନ୍ତି ଜୋର୍ଜ | ଆଉ ଜୋର୍ଜ ଚନ୍ଦ୍ରଚୂଡ଼ ଙ୍କ ଆଦେଶ ରେ ଏହି 2 ଫିଙ୍ଗର ଟେଷ୍ଟ କୁ ବେନ କରାଯାଇଛି |
ତେବେ ଏହି ନିୟମକୁ 2013 ମସିହାରୁ WHO ଦ୍ୱାରା ବେନ କରାଯାଇଥିଲା କିନ୍ତୁ ସବୁ ଜାଗାରେ ତାହା କାର୍ଯ୍ୟକାରୀ ହୋଇ ନ ଥିଲା | ତେବେ ବର୍ତ୍ତମାନ ଏହି ନିୟମଟି କୋଡ଼ାକୋଡ଼ି ଲାଗୁ ହୋଇଛି | ଆଇ ଯେଉଁ ଡାକ୍ତର ମାନେ ଏଭଳି କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ଓ ମେଡିକାଲ ପଢ଼ୁଥିବା ପିଲା ମାନଙ୍କୁ ମଧ୍ୟ ଏହି ନିୟମ ବିଷୟରେ ଅବଗତ କରାଯାଇଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।