ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଖବର ଶୁଣିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଖବର ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହେବେ |ଜଣେ ମହିଳାକୁ ନେଇ ଆଜିର ସମାଜ ଯେପରି ନିନ୍ଦନୀୟ କାର୍ଯ୍ୟ କରୁଥିଲା ତାହା ନେଇ ଏବେ ଜର୍ଜ ଏକ ସୁନ୍ଦର ନିଷ୍ପତି ନେଇଛନ୍ତି |ବର୍ତମାନ ରେପ ହୋଇଥିବା ମହିଳାମନକୁ କୌଣସି ପ୍ରକାର ଭଜଇନା ଟେଷ୍ଟ ହୋଇପାରିବ ନାହିଁ ବୋଲି ନିଷ୍ପତି ନେଇଛନ୍ତିସୁପ୍ରିମ କୋର୍ଟ ଜଜ ଚନ୍ଦ୍ରଚାର୍ଯ୍ୟ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଜଣେ ମହିଳା କିମ୍ବା ଝିଅ ଯେତବେଳେ କୌଣସି ରେପ କେଶରେ ପୀଡିତ ହେଉଛି ସେତେବେଳେ ଏହି ରେପକୁ ସତ ପ୍ରମାଣ କରିବା ପାଇଁ ଯାଇ ପ୍ରକୃତରେ ମହିଳା ଜଣକ ରେପରେ ପୀଡିତ କି ନାହିଁ ସେ ବିଷୟରେ ଜାଣିବା ପାଇଁ ମେଡିକାଲ ଟେଷ୍ଟ କରାଯାଉଛି |ଏହି ଟେଷ୍ଟ ପ୍ରକୃତରେ ବହୁତ ନିନ୍ଦନୀୟ ଅଟେ, ଏହି କେଶରେ ଜଣେ ମହିଳା ଶରୀରକ ଦୁର୍ବଳ ଥିବା ସମୟରେ ତାଙ୍କୁ ମାନସିକ ହାରସମେଣ୍ଟ ମଧ୍ୟ କରାଯାଏ |ଏହି ଟେଷ୍ଟ ପ୍ରକୃତରେ ବହୁତ କଷ୍ଟପୂର୍ଣ୍ଣ ଓ ଦୁଃଖ ଭରା ହୋଇଥାଏ |
ମହିଳା ଜଣକ ରେପ ହୋଇଥିବା କଷ୍ଟ ଭୋଗ କରୁଥିବା ସମୟରେ ତାଙ୍କୁ ତାର ଭିଜାଇନାରେ ଫିଙ୍ଗର କରି ପୁଣି ମେଡିକାଲ ଟେଷ୍ଟ କରାଯାଏ ଯେ ସେ ପ୍ରକୃତରେ ପୀଡିତ କି ନୁହଁ |ଯେତେବେଳେ ମହିଳାର ଟୁ ଫିଙ୍ଗର କରାଯାଏ ସେତେବେଳେ ତାକୁ ବହୁତ କଷ୍ଟ ହୋଇଥାଏ, ଏହା ଟେଷ୍ଟ ବହୁତ ନିନ୍ଦନୀୟ ସହିତ ବହୁତ କଷ୍ଟ ଦାୟକ ମଧ୍ୟ ତେଣୁ ଜର୍ଜ ଏନେଇ ଏକ ବଡ଼ ନିଷ୍ପତି ଗ୍ରହଣ କରିଛନ୍ତି |ତାଙ୍କ ମତରେ ରେପରେ ପୀଡିତ ମହିଳାଙ୍କୁ ଫିଙ୍ଗର କରି ଟେଷ୍ଟ କରାଯିବା ନାହିଁ କି ତାଙ୍କୁ କୌଣସି ପ୍ରକାର ଶରୀରକ କଷ୍ଟ ମଧ୍ୟ ଦିଆଯିବ ନାହିଁ |
ଜର୍ଜଙ୍କ ଏପରି ଏକ ସୁନ୍ଦର ନିଷ୍ପତି ପ୍ରକୃତରେ ମହିଳା ମାନଙ୍କ ପାଇଁ ବହୁତ ଭଲ ହୋଇଛି, ଏହା ସହିତ ମେଡିକାଲ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟ ତାଙ୍କର ପ୍ରାକ୍ଟିକାଲ ପାଇଁ ସେମାନେ କୌଣସି ବ୍ୟକ୍ତିଙ୍କୁ ବାରମ୍ବାର ଶରୀରକ ଆଘାତ କରିପାରିବେ ନାହିଁ ବୋଲି ନିଷ୍ପତି ନିଆ ଯାଇଛି |ସେମାନଙ୍କ ଟ୍ରେନିଂ ପାଇଁ ସରକାର ଅନ୍ୟ ବ୍ୟବସ୍ତା କରନ୍ତୁ ମାତ୍ର ବ୍ୟକ୍ତିଙ୍କୁ ଏପରି ଆଘାତ କରିପାରିବେ ନାହିଁ ବୋଲି ଆଇନ ନିଷ୍ପତି ନେଇଛି |ଏହି ନିଷ୍ପତି ନେବା ପରେ ଯଦି ମିଡିକାଲ ଟେଷ୍ଟ କରାଯାଏ ତେବେ ଏଥିପାଇଁ ଦୋଷୀଙ୍କୁ ଦଣ୍ଡ ସାବ୍ୟସ୍ତ ମଧ୍ୟ୍ୟ କରାଯିବ |ଆଜିର ସମାଜରେ ମହିଳା ମାନଙ୍କ ପାଇଁ ଏହା ବହୁତ ଖୁସିର ଖବର ଅଟେ, ସେମାନେ ଶରୀରକ ସହିତ ମାନସିକ ଯନ୍ତ୍ରଣା ମଧ୍ୟ୍ୟ ଏନେଇ ଆଉ ଭୋଗ କରିବେ ନାହିଁ |ଜର୍ଜଙ୍କ ମହିଳା ମାନଙ୍କ ପାଇଁ ଏହି ନିଷ୍ପତି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।