ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଲାଗିଛି ରାଜଧାନୀ ଭୁବନେଶ୍ୱର ଏକ ଲଜ୍ୟା ଜନକ ଭିଡ଼ିଓ ଯାହାକୁ ନେଇ ଏବେ ସୋସିଆଲ ମିଡିଆ ଠୁ ଆରମ୍ଭ କରି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସ୍ଥିତ ପ୍ରଧାନ ଇଣ୍ଡଷ୍ଟ୍ରିରେ ରୋଷେଇ କାମ କରୁଥିବା ଜଣେ ମହିଳାଙ୍କୁ ଦଶହରା ଠୁ ଜଣେ ଯୁବକ ଚାକିରୀ ଦବା ନାଁ କହି ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ | ତେବେ ସେ ସେଠାରୁ ଖସି ଆସି ଏବେ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |
ତେବେ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଥିବା ଭିଡ଼ିଓ ରେ ଯାହା ଜଣାପଡିଛି | ଦୀର୍ଘ ଦିନ ଧରି ଭୁବନେଶ୍ୱର ସ୍ଥିତ ଭି. ଏସ ନଗର ଅନ୍ତର୍ଗତ ପ୍ରଧାନ ଇଣ୍ଡଷ୍ଟ୍ରି ରେ ରୋଷଇ କରି ପିଲାଙ୍କୁ ଖାଇବାକୁ ଦେଉଥିବା ଜଣେ ମହିଳାଙ୍କୁ ସେହି ଇଣ୍ଡଷ୍ଟ୍ରି କାମ କରୁଥିବା ଦିପୁ ଦଳେଇ ନାମକ ଜଣେ ଯୁବକ ମହିଳା ଜଣଙ୍କୁ ଭଲ ଚାକିରୀ ଦେବା ନାଁ କହି ଦଶହରା ଛୁଟିରେ ମହିଳା ଙ୍କୁ ଚାକିରୀ ଦେବ କହି ଭୁବନେଶ୍ୱରରୁ ବ୍ରହ୍ମପୁର ନେଇଯାଇଥିଲେ | ସେଠାରେ ଯୁବକ ଜଣକ ତାଙ୍କ ସାଙ୍ଗ ଙ୍କ ରୁମ ରେ ନେଇ ମହିଳାଙ୍କୁ ରଖିଥିଲେ |
ତେବେ ସୂଚନା ଅନୁଯାୟୀ ସାଙ୍ଗ ଙ୍କ ରୁମ ରେ ଖିଆପିଆ ସରିବା ପରେ ଯୁବକ ଜଣକ ରାତି ଅଧରେ ମହିଳା ଙ୍କୁ ଅନ୍ୟ ଏକ ରୁମ ଯିବାକୁ କହିଥିଲେ ଓ ମହିଳା ଜଣକ କିଛି ନ ବୁଝି ରୁମ କୁ ଚାଲିଯାଇଥିଲେ | ହେଲେ ଯୁବକ ଜଣଙ୍କ ମହିଳା ଙ୍କୁ ଏକୁଟିଆ ପାଇ ତାଙ୍କ ସହିତ ଜବରଦସ୍ତି କରି ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ | ମହିଳା ଜଣଙ୍କ ତାଙ୍କୁ ଯେତେ ମନା କରିଥିଲେ ବି ଯୁବକ ଜଣଙ୍କ ତାଙ୍କ କଥା ମାନି ନଥିଲେ ଓ ତାଙ୍କୁ ଦୁଷ୍କର୍ମ କରିଥିଲେ | ତେବେ ତା ପର ଦିନ ସକାଳେ ମହିଳା ଜଣଙ୍କ ତାଙ୍କୁ ଚାକିରୀ କଥା କହିବାରୁ ସେ ତାଙ୍କୁ ବିବାହ କରିବା ପାଇଁ ଏଠାକୁ ଆଣିଥିଲେ ବୋଲି କହିବା ସହିତ ତାଙ୍କ ପିଲା ଛୁଆ ଙ୍କୁ ମାରି ଦେବେ ବୋଲି କହିଥିଲେ |
ତେବେ ଏ ସମସ୍ତ କଥା ଯୁବକ ଜଣଙ୍କ ମଦ୍ୟପାନ କରି କହିଥିବାର ମହିଳା ଜଣଙ୍କ ଶୁଣି ଥିଲେ | ତାପରେ ଯୁବକ ଜଣଙ୍କ ଯେତେବେଳେ ବାହାରକୁ ଚାଲି ଯାଇଥିଲେ ସେତେବେଳେ ମହିଳା ଜଣଙ୍କ ତାଙ୍କ ପିଲା ଛୁଆଙ୍କୁ ଧରି ବ୍ରହ୍ମପୁର ରୁ ଟ୍ରେନ ଯୋଗେ ଲୁଚି ଭୁବନେଶ୍ୱର ଚାଲି ଆସିଥିଲେ | ଭୁବନେଶ୍ୱର ଷ୍ଟେସନ ରେ ପହଞ୍ଚି ସେ ତାଙ୍କ ସ୍ୱାମୀ ଙ୍କୁ ଫୋନ କରିବା ସହିତ ଭୁବନେଶ୍ୱର ସ୍ଥିତ ସହିଦ ନଗର ଥାନାରେ ଦୁଷ୍କର୍ମକାରୀ ଯୁବକ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ |ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।