Breaking News -ପୁଣି ବେଦୀରେ ବସିବେ କ୍ୟାପଟେନ I କ୍ୟାପିଟେଙ୍କ ସହ ଇଂଜିନିୟରିଂଙ୍କ ବାହାଘର…ଦେଖନ୍ତୁ video ..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ ତଥା ପୂବତନ ବିଧାୟକ ଦିବ୍ୟ ଶଙ୍କର ମିଶ୍ର | ତେବେ କିଛି ଦିନ ଆଗରୁ ସମ୍ବଲପୁର ଜିଲ୍ଲପାଳ ଓ ବଲାଙ୍ଗୀରି ର ଜିଲ୍ଲପାଳ ଦ୍ଵିତୀୟ ବିବାହ କରିକି ଚର୍ଚ୍ଚା ରେ ଆସିଥିବା ବେଳେ ଏବେ କ୍ୟାପଟେନ ଚର୍ଚ୍ଚା କୁ ଆସିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ସମସ୍ତେ କ୍ୟାପଟେନ ତଥା ପୂବତନ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ବିଷୟରେ | ଯିଏ କି ପୂର୍ବରୁ ଗୋଟିଏ ବିବାହ କରିଥିଲେ ଆଉ ତାହା ପରେ ସେମାନଙ୍କ ମଧ୍ୟରେ ଛାଡ଼ ପତ୍ର ହୋଇଥିଲା ଆଉ ଏବେ ପୁଣି ଥରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି | ତେବେ ଗତ କି ଗୋଟିଏ ଖବର ସାମ୍ନା କୁ ଆସିଥିଲା ସମ୍ବଲପୁର ର ବିଧାୟକ ଅନନ୍ୟା ଙ୍କ ସହିତ ବଲାଙ୍ଗୀରି ର ବିଧାୟକ ଚଞ୍ଚଳ ରଣା ଙ୍କର ଦ୍ଵିତୀୟ ବିବାହ କୁ ନେଇକି କିଛି ପ୍ରଶ୍ନ | ଆଉ ଯେଉଁ ଘଟଣା କୁ ନେଇକି ଦ୍ଵିତୀୟ ବିବାହ ରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କ୍ୟାପଟେନ ତଥା ପୂର୍ବତନ ମନ୍ତ୍ରୀ ଙ୍କର ଦ୍ଵିତୀୟ ବିବାହ ଚର୍ଚ୍ଚା ର ବିଷୟ ପାଲଟିଛି |

ଆଉ ଯେଉଁଠି କୁହାଯାଉଛି କି ସମ୍ବଲପୁର ବିଧାୟକ ଓ ବଲାଙ୍ଗୀର ବିଧାୟକ ଙ୍କର ଏନଗେଜମେଣ୍ଟ ସାରିଥିବା ବେଳେ 3 ମାସ ମଧ୍ୟରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଆଉ ଯାହା ଚର୍ଚ୍ଚା ର ବିଷୟ ପାଲଟିଛି | ବର୍ତ୍ତମାନ ଠିକ ସେହି ଭଳି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ ତଥା ପୂବତନ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ସହିତ ମୂଳମୁଣ୍ଡା ଗ୍ରାମର ଦେବକୋଟ ଗ୍ରାମର ଜଣେ ଇଞ୍ଜିନିଅରିଂ ଝିଅ କୁ ବିବାହ କରିବାକୁ ଯାଉଛନ୍ତି କ୍ୟାପଟେନ |

ଯାହା ସୂଚନା ମିଳିଛି କି ଦିବ୍ୟ ଶଙ୍କର ପୂର୍ବରୁ ଗୋଟିଏ ବିବାହ କରିଥିଲେ ଆଉ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିବା ବେଳେ ଏବେ ସେ ଯେଉଁ ଝିଅ କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କର ମଧ୍ୟ ଦ୍ଵିତୀୟ ବିବାହ ହେଉଛି ପୂର୍ବରୁ ସେ ବିବାହ କରିଥିଲେ ଆଉ ଛାଡ଼ ପତ୍ର ହୋଇଛି | ଆଉ ଏହି ଭଳି ଦ୍ଵିତୀୟ ବିବାହ କରିବାର କଥା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment