ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦ ଙ୍କ ଅସୁସ୍ଥ କଥା ଶୁଣି ପିଣ୍ଟୁ ନନ୍ଦ ଙ୍କୁ ଟଙ୍କା ସାହାଯ୍ୟ କଲେ ନିଶା ମହାରଣା..ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସେହି ଅଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଅଲିଉଡ ଜଗତ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖ ଆସିବାକୁ ଲାଗିଛି |ତେବେ ପିଣ୍ଟୁ ନନ୍ଦ ଯିଏ କି ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ନିଜର ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଇ ଥିବା ସେହି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ଆଉ ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟ ମଧ୍ୟ ମାଗିଛନ୍ତି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ନିଶା ମହାରଣା ପିଣ୍ଟୁ ଙ୍କୁ ସାହାଯ୍ୟ କରୁଛନ୍ତି କିଛି ଟଙ୍କା ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅଲିଉଡ ର ଜଣେ ଜଣା ଶୁଣା ଅଭିନେତା ଯାହାଙ୍କର ଅଭିନୟ ର ଯାଦୁ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାନ୍ତି ଆଉ ସେମାନଙ୍କର ଭଲ ପାଇବା ଦେଇଥାନ୍ତି ସେହି ଭଳି ଜଣେ ଅଭିନେତା ହେଉଛନ୍ତି ପିଣ୍ଟୁ ନନ୍ଦ | ଯିଏ କି ଅନେକ ଅଲିଉଡ ଫ୍ଲିମ ରେ ନିଜର ଅଭିନୟ ର ଝଲକ ଦେଖାଇବା ସହିତ ନାୟକ, ଖୋଳ ନାୟକ ଏମିତି କି ଅନେକ କମେଡି ସିନ ରେ ମଧ୍ୟ କାମ କରିଛନ୍ତି ସେହି ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଦେହ ବର୍ତ୍ତମାନ ଅସୁସ୍ଥ ରହିଛି |

ଆଉ ଜାହା କୁହାଯାଉଛି କୁ ପିଣ୍ଟୁ ନନ୍ଦ ଲିଭର ଜନିତ ରୋଗ ରେ ଅକ୍ଲାନ୍ତ ହୋଇଛନ୍ତି | ଆଉ ତାହା ସହିତ ଜାହା ଜଣା ପଡିଛି କି ପିଣ୍ଟୁ ଙ୍କର ପେଟ ରେ ଚର୍ବି ଜମା ହୋଇଯିବ କାରଣରୁ ଓ ମଦ ଯୋଗୁଁ ମଧ୍ୟ ଏହିଭଳି କିଛି ଘଟଣା ଘଟିଛି | ଆଉ ଜାହା ଫଳରେ ପିଣ୍ଟୁ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରୁ ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ କୁ ମଧ୍ୟ ସ୍ଥାନାନ୍ତରଣ କରାଯାଇଛି |ତାହା ସହିତ କୁହାଯାଉଛି କି ତାଙ୍କର ଚିକିତ୍ସା ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ପାରେ |

ଜାହା ଫଳରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ନିଜର ସନି ଲିଅନି ବୋଲି କହୁଥିବା ନିଶା ମହାରଣା ବର୍ତ୍ତମାନ ସାହାଯ୍ୟ ପାଇଁ ଯାଇଛନ୍ତି ପିଣ୍ଟୁ ଙ୍କ ପାଖକୁ | ଆଉ ତାଙ୍କର କଷ୍ଟ କରି କୋମାଇ ଥିବା ଟଙ୍କା ରୁ 10 ହଜାର ଦେଇଛନ୍ତି ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା ପାଇଁ | ତାହା ସହିତ ପିଣ୍ଟୁ ଙ୍କର ଶରୀର ଖୁବ ଶୀଘ୍ର ଭଲ ହୋଇଯାଉ ବୋଲି ମଧ୍ୟ ଭଗବାନ ଙ୍କ ପାଖରେ ପ୍ରାଥନା କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment