ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଦୁଃଖ ଖବର ଆପଣ ଜାଣିଥିବେ ନିଶ୍ଚିତ |ଆମର ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତା ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା କଥା ଆପଣ ଜାଣିଥିବେ ମୁଁ ଆଜି ଆପଣକୁ ପିଣ୍ଟୁ ନନ୍ଦକୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇ ଥିବା ନିଶା ମହାରଣଙ୍କ ବିଷୟରେ କହିବି |ନିଶା ମହାରଣଙ୍କ ବିଶାଳ ହୃଦୟରେ ସମସ୍ତ ଦୁଃଖୀ ମାନଙ୍କ ପାଇଁ କିପରି ସିମ୍ପାଥି ଦେଖାଇ ସୋସିଆଲ ମିଡିଆରେ ଅନେକ କଥା କହିଛନ୍ତି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ନିଶା ମହାରଣାଙ୍କ ସମସ୍ତ କଥା ବିଷୟରେ ଜାଣିବା |
ଓଡ଼ିଆ ଇଣ୍ଡଷ୍ଟ୍ରିରେ ସୁନାମ ଧନ୍ୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ସୁନ୍ଦର ଅଭିନୟରେ ଦର୍ଶକ ବହୁତ ଖୁସି ହୋଇଥାନ୍ତି, ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ମନରେ ଏକ ସୁନ୍ଦର ଜାଗା ସୃଷ୍ଟି କରି ପାରିଛି |ପିଣ୍ଟୁ ନନ୍ଦଙ୍କ ସୁନ୍ଦର ସୁନ୍ଦର କମେଡି କରି ସାରା ବିଶ୍ୱରେ ଜାଗା ତିଆରି କରି ପାରିଛି |ସେ କେବଳ ସୁନ୍ଦର କମେଡି କରି କରନ୍ତି ତାହା ନୁହଁ ତାଙ୍କର ସମସ୍ତ ପ୍ରକାର ଚରିତ୍ରରେ ତାଙ୍କର ଅଭିନୟ ଦର୍ଶକ ମାନଙ୍କ ହୃଦୟରେ ଘର ତିଆରି କରି ପାରିଛି |କିନ୍ତୁ ବର୍ତମାନ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣରୁ ସାରା ଓଡିଶା ବାସୀ ଆଜି ମର୍ମାହତ ହୋଇ ପଡିଛନ୍ତି |
ପିଣ୍ଟୁ ନନ୍ଦଙ୍କ ଲିଭର ସମସ୍ୟା କାରଣରୁ ସେ ଭୁବନେଶ୍ୱରରେ ଚିକିସ୍ଥିତ ହୋଇ ବର୍ତମାନ ଦିଲ୍ଲୀ ଯାଇଛନ୍ତି |ତାଙ୍କର ଏହି ବିପଦ ସମୟରେ ପ୍ରାୟ ସମସ୍ତେ ସାହାଯ୍ୟର ହାତ ବଢ଼ାଇ ଛନ୍ତି ଏବଂ ସେ ଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ଭଗବାନଙ୍କ ନିକରେ ପ୍ରାର୍ଥନା ମଧ୍ୟ କରୁଛନ୍ତି |ଆଜି ନିଜର ଚରିତ୍ରକୁ ମାର୍କେଟରେ ବିକ୍ରି କରି ଯଦି କାହାର ବିପଦ ସମୟରେ ସାହାଯ୍ୟ କରି ପାରନ୍ତି ତେବେ ନିଶା ମହାରଣା ନିଜକୁ ଅଧିକ ଷ୍ଟାର୍ଟସଫେକ୍ସନ ମନେ କରିବେ |ଯଦି ଆବଶ୍ୟକ ହୁଏ କିମ୍ବା ନିଶା ମହାରଣଙ୍କ ଲିଭର ସହିତ ପିଣ୍ଟୁ ନନ୍ଦଙ୍କ ଲିଭର ଯଦି ମିଶିଯାଏ ତେବେ ସେ ମଧ୍ୟ ସେଥିପାଇଁ କେବେ ପଛ ଘୁଞ୍ଚା ଦେବେ ନାହିଁ |
ଓଡିଶାର ଏହି ବହୁତ ବଡ଼ କଳାକାର ପାଇଁ ରାଜନୀତିଜ୍ଞ ମାନଙ୍କୁ ମଧ୍ୟ ସୋସିଆଲ ମିଡ଼ିଆ ସାମ୍ନାରେ ଅନେକ ସମାଲୋଚନା କରିଛନ୍ତି ନିଶା ମହାରଣା |ଅଯଥା ପଇସା ଖର୍ଚ୍ଚ ନକରି ଯଦି କାହାର ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଲଙ୍ଗଳା ହେବାକୁ ପଡିଥାଏ ତେବେ ସେଥିପାଇଁ ସେ କେବେ ପଛ ଘୁଞ୍ଚା ଦେବେ ନାହିଁ |ସାରା ଓଡିଶା ବାସୀଙ୍କୁ ସେ ମଧ୍ୟ ନିବେଦନ କରିଛନ୍ତି ଯେ ସମସ୍ତେ ମଧ୍ୟ କିଛି ମାତ୍ରାରେ ସାହାଯ୍ୟ କରନ୍ତୁ |
ନିଶା ମହାରଣଙ୍କ ଏହି ବିଶାଳ ହୃଦୟର ସୁନ୍ଦର କଥା ସହିତ ତାଙ୍କର ସାହାଯ୍ୟ କରିବା ପାଇଁ ସ୍ୱଚ୍ଛ ମନଭାବ ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।