ଜାଣନ୍ତୁ ପିରିୟଡ୍ସ ର କେତେ ଦିନ ପରେ ରିଲେସନ ରଖିଲେ ଜଣେ ମହିଳା ପ୍ରେଗନେଣ୍ଟ ହୋଇପାରେ…

0

ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ , ବିବାହ ପରେ ପ୍ରତ୍ୟେକ ମହିଳା ମା ହେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ଆଉ କେତେକ ମହିଳା ବିବାହର କିଛି ଦିନ ପରେ ମା ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ କେତେକ କାରଣ ବଶଃତ ସେମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ପିରିୟଡ୍ସ ସରିବାର କେତେଦିନ ପରେ ରିଲେସନ ରଖିଲେ ଜଣେ ମହିଳା ପ୍ରେଗନେଣ୍ଟ ହୋଇପାରିବେ । ଯଦି ଆପଣ ମାନେ ଜଲଦି ମା ହେବାକୁ ଚାହୁଁଛନ୍ତି ତାହାଲେ ଆପଣ ମାନେ ପ୍ରଥମେ ଆପଣଙ୍କର ଅଭୁଲେସନ ଡେ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

ଅଭୁଲେସନ ଡେ ସମୟରେ ଯଦି ଜଣେ ମହିଳା ରିଲେସନ ରଖିବେ ସେ ଜଲଦି ପ୍ରେଗନେଣ୍ଟ ହୋଇପାରିବେ । ଅଭୁଲେସନ ପିରିୟଡ୍ସ ଏକ ପ୍ରକ୍ରିୟା ଅଟେ , ଯେଉଁଥିରେ ମହିଳାଙ୍କ ଓଭାରୀରୁ ଅଣ୍ଡାଣୁ ବାହାରିଥାଏ । ଏହାର ସମୟ 12 ରୁ 16 ଦିନ ଭିତରେ ହୋଇଥାଏ , ପରିୟଡ୍ସ ଆରମ୍ଭ ହେବାର 12 ଦିନରୁ 16 ଦିନ ମଧ୍ୟରେ ଯେଉଁ ସମୟର ଥାଏ ସେହି ସମୟକୁ ଅଭୁଲେସନ ପରିୟଡ୍ସ କୁହାଯାଏ । ଏହି ସମୟରେ ଜଣେ ମହିଳା ରିଲେସନ ରଖିବେ ତେବେ ପ୍ରେଗନେଣ୍ଟ ହେବାର ଅଧିକ ସମ୍ଭାବନା ରହିଥାଏ ।। ଯେତେବେଳେ ଆପଣ ମାନେ ରିଲେସନ ରଖୁଛନ୍ତି , ସେହି ସମୟରେ କୌଣସି ପ୍ରକାର ଚିନ୍ତା କରିବେ ନାହିଁ ।

ରିଲେସନ ରଖିବା ପରେ ସଙ୍ଗେ ସଙ୍ଗେ ବେଡ୍ ରୁ ଉଠିବେ ନାହିଁ , ମିନିମମ୍ 15 ରୁ 20 ମିନିଟ ପର୍ଯ୍ୟନ୍ତ ଶୋଇକି ରହିବେ । ତାହେଲେ ଆପଣଙ୍କର ପ୍ରେଗନେନ୍ସି ରହିବାର ଅଧିକ ଚାଞ୍ଚସେସ୍ ରହିଥାଏ । ପିରିୟଡ୍ସ ଇରେଗୁଲାର ହେଉଥିଲେ ତୁରନ୍ତ ଡକ୍ଟରଙ୍କ ସହ ପରାମର୍ଶ କରି , ପିରିୟଡ୍ସକୁ ରେଗୁରାଲ କରନ୍ତୁ । ଏହାପରେ ଆପଣ ଆପଣଙ୍କର ଅଭୁଲେସନ ଡେ ବାହାର କରି ରିଲେସନ ରଖିପାରିବେ ଏବଂ ପ୍ରଗନେଣ୍ଟ ହୋଇପାରିବେ । ଯଦି ଏହା ମାଧ୍ୟମରେ ଆପଣ ମାନେ ସିଅର ହୋଇ ପାରୁ ନାହାନ୍ତି ତେବେ ମାର୍କେଟରୁ ମିଳୁଥିବା ଅଭୁଲେସନ କିଟ୍ ସାହାର୍ଯ୍ୟରେ ମଧ୍ୟ ଆପଣ ମାନେ ଜାଣି ପାରିବେ ଆପଣଙ୍କର ଅଭୁଲେସନ ଡେ କେବେ ଆସୁଛି ।

ଅନେକ ମହିଳା ରିଲେସନ ରଖିବା ପରେ ମଧ୍ୟ ପ୍ରେଗନେଣ୍ଟ ହୋଇ ପାରନ୍ତି ନାହିଁ , କାରଣ ସେମାନଙ୍କୁ ସେମାନଙ୍କର ଅଭୁଲେସନ ଡେ ଠିକ୍ ଭାବରେ ଜଣାନଥାଏ । ସେଥିଲାଗି ସେମାନଙ୍କର ପ୍ରେଗନେଣ୍ଟ ହେବାରେ ଅନେକ ସମସ୍ୟା ଦେଖାଯାଇଥାଏ । ଯଦି ଆପଣ ଅଭୁଲେସନ ଡେ ଜାଣିକି ରିଲେସନ ରଖିବେ , ତାହେଲେ ଆପଣଙ୍କର ପ୍ରେଗନେଣ୍ଟ ହେବାର ଅଧିକ ଚାନ୍ସ ରହିଥାଏ । ଯଦି ଅଭୁଲେସନ ଡେ ରେ ରିଲେସନ ରଖିବା ପରେ ବି ଆପଣଙ୍କର ପ୍ରେଗନେନ୍ସି ରହୁନି ତାହେଲେ ଆପଣ ମାନେ ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ । ଏହା ଦ୍ୱାରା ଆପଣ ମଧ୍ୟରେ ଥିବା ସମସ୍ୟା କୁ ଆପଣ ମାନେ ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।