ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତମାନ ଏଭଳି ଏକ ଅଭିଯୋଗ ଆସିଛି ଯାହାକୁ ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ମହିଳା ଜଣଙ୍କର ଅଭିଯୋଗ କୁ ଆଧାର କରିକି ଯାହା ଜଣା ପଡୁଛି ମହିଳା ଜଣଙ୍କୁ ଜୁଏଲାରୀ ଦୋକାନରେ ଚାକିରୀ ଦେବେ ବୋଲି କହିଥିଲେ ବର୍ଷା ଓ ତାଙ୍କର ଝିଆରୀ | ଆଉ ତାଙ୍କ ପାଖରୁ ଟଙ୍କା ମଧ୍ୟ ନେଇଥିଲେ, କିନ୍ତୁ ଏବେ ଟଙ୍କା ନେଇକି ସବୁ ଭୁଲିଯାଇଛନ୍ତି ଆଉ ଚାକିରୀ ମଧ୍ୟ ଦେଇ ନାହାନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି କଲ୍ୟାଣୀ ନାୟକ ନାମକ ଜଣେ ମହିଳା ଆଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଯାହାକୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଅଭିନେତ୍ରୀ ଭାବରେ ଓ ତାଙ୍କ ସହିତ ବର୍ଷା ଙ୍କ ଝିଆରୀ ଆୟୁଷି ପ୍ରିୟଦର୍ଶିନୀ ଙ୍କ ନାଁ ରେ ମଧ୍ୟ ଆଣିଛନ୍ତି ଅଭିଯୋଗ | ଆଉ ଯାହା ଜଣା ପଡିଛି କି କଲ୍ୟାଣୀ ନାମକ ମହିଳା ଜଣଙ୍କ ଜନତା ମୋଇଦାନ ମାଧ୍ୟମରର ତାଙ୍କ ସହିତ ମହିଳା ଜଣଙ୍କ ଦେଖା ହୋଇଥିଲା | ଆଉ ସେଠାରେ ମହିଳା ଜଣଙ୍କ ବର୍ଷା ଙ୍କର ଫେନ ବୋଲି କହିଥିଲେ ଆଉ ତାହା ପରେ ତାଙ୍କର ଝିଆରୀ ଆୟୁଷି ଙ୍କ ନମ୍ବର ମଧ୍ୟ ଦେଇଥିଲେ |
ଆଉ ତାହା ପରେ ସହିଦ ନଗର ଥାନା ଛକ ଅଞ୍ଚଳରେ ମହିଳା ଜଣଙ୍କ ଝାଡୁ ଦେଉଥିବାର ବର୍ଷା ଦେକହିଥିଲେ ବୋଲି କହିଛନ୍ତି ମହିଳା ଜଣଙ୍କ | ଆଉ କହିଥିଲେ କି ଆପଣ କଣ ପାଇଁ ଏହି ଭଳି କାମ କରୁଛନ୍ତି, ଆଉ ସେ ଭଲ କାମ କରିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି | ଆଉ ତାହା ବ୍ୟତୀତ ମହିଳା ଜଣଙ୍କୁ ଗୋଟିଏ ଜୁଏଲାରୀ ଦୋକାନ ରେ ଚାକିରୀ କୋରେଇଦେବେ ବୋଲି ମଧ୍ୟ କହିଥିଲେ ମହିଳା ଜଣଙ୍କ | ଆଉ ତାହା ପାଇଁ ମହିଳା ଜଣଙ୍କୁ 50,000 ଟଙ୍କା ଦେବାକୁ ପଡିବ ବୋଲି ମଧ୍ୟ କହିଥିଲେ |ଆଉ ମହିଳା ଜଣଙ୍କ 30ହଜାର ଦେବେ ବୋଲି କହିଥିଲେ |
ଆଉ ଆୟୁଷି ବର୍ଷା ଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ ଆଉ ସେଠିକୁ ଟଙ୍କା ପଠେଇବାକୁ କହିଥିଲେ ଆଉ ତାହା ପରେ ତାଙ୍କୁ ଲାଲ ଚାନ୍ଦ ଜୁୟେଲର୍ସ ରେ ଚାକିରୀ କୋରେଇଦେବେ ଆଉ ସେଠାରୁ 25 ହଜାର ଟଙ୍କା ଲେଖାଏଁ ଦରମା ଦେବ ବୋଲି ମଧ୍ୟ ମହିଳା ଙ୍କୁ କହିଥିଲେ | କିନ୍ତୁ କିଛି ବି ଫାଇଦା ହୋଇ ନ ଥିଲା, ଆଉ ଯାହା ମହିଳା ଜଣଙ୍କ କହିଛନ୍ତି କି ନା ଚାକିରୀ ନା ପଇସା ଫେରାଇଲେ ବର୍ଷା ଓ ତାଙ୍କର ଝିଆରୀ | ଆଉ ଯେଉଁଥିପାଇଁ ମହିଳା ଜଣଙ୍କ କୋଟ ର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।