Viral video – ଯାତ୍ରା ଷ୍ଟେଜରେ ପିୟୁଷ ଉପରେ ଚେୟାର ଫୋପାଡ଼ିଲେ ଦର୍ଶକ, ଅଭିନୟ ଦେଖି କାନ୍ଦି ପଡିଲେ..ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ଜଗତର ଏକ ଜବରଦସ୍ତ ସିନ ଟି | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଯାତ୍ରା କଳାକାର ଖୋଳ ନାୟକ ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କର ଭଲ ପାଇବା ସାଉଁଟି ଥିବା ପିୟୁଷ ଙ୍କ ଉପରକୁ ଅଧ ରାତିରେ ଯାତ୍ରା ଦର୍ଶକ ମାନେ ଅଭିନୟ କୁ ଦେଖି ଚେୟାର ଫୋପାଡ଼ି ବାକୁ ଲାଗିଥିଲେ | ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି, ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଯାତ୍ରା ଜଗତରେ ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ଅତି ପ୍ରିୟ ର କଳାକାର ଭାବରେ ପ୍ରସଂଶା ସାଉଁଟିଥିବା ପିୟୁଷ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ | ତେବେ ଦୌତା ରି ପଣ୍ଡା ଙ୍କ ପରେ ନିଜର ଅଭିନୟ ମାଧ୍ୟମରେ ଖୋଳ ନାୟକ ଭୂମିକା ରେ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ହୋଇଥିବା ପିୟୁଷ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ | ଆଉ ତାହା ଛଡା କୁହଜାଏ କି ଯାତ୍ରା ରେ ଅଭିନୟ ଗୋଟିଏ ଏମିତି ଜିନିଷ ଯାହାକୁ ଦେଖିଲେ ଦର୍ଶକ ମାନେ କେତେବେଳେ ହସିଥାନ୍ତି ତୋ ଆଉ କେତେବେଳେ କାନ୍ଦି ମଧ୍ୟ ଥାଆନ୍ତି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ପିୟୁଷ ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଖଣ୍ଡଗିରି ରେ ହରେକୃଷ୍ଣ ମଞ୍ଚ ରେ ତୁଳସୀ ଗଣନାଟ୍ୟ ର ଏକ ଜବରଦସ୍ତ ଯାତ୍ରା ର ପାର୍ଟ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଯାତ୍ରା ର ବିଷୟ କି ହେଉଛି ଅଧ ରାତିର ସାଥି | ଯେଉଁ ଥିରେ ପିୟୁଷ ଖୋଳ ନାୟକ ର ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରସଂଶା ମଧ୍ୟ ସାଉଁଟିଛନ୍ତି | କିନ୍ତୁ ଦେଖିବାକୁ ମିଳିଥିଲା କି ଏହି ଭାଇରାଲ ଭିଡ଼ିଓ ଟିରେ ପିୟୁଷ ଙ୍କ ଉପରକୁ ରାତି ଅଧ ରେ ତାଙ୍କର ଅଭିନୟ କୁ ଦେଖି ଚେୟାର ଫୋପାଡ଼ିବାକୁ ଲାଗିଥିଲେ |

ଆଉ ଯାତ୍ରା କମିଟିର ମେମ୍ବର ମାନେ ଆସିକି ବୁଝା ସୁଝା କରିଥିଲେ ଆଉ ଘଟଣା ର ସମାଧାନ ମଧ୍ୟ କରିଥିଲେ ବୋଲି କୁହାଯାଉଛି | ଆଉ ତାହା ପରେ ପୁଣି ଥରେ ଯାତ୍ରା ଅଭିନୟ ଆରମ୍ଭ ମଧ୍ୟ ହୋଇଥିଲା | ତେବେ ପିୟୁଷ ଙ୍କର ଅଭିନୟ ରେ ଭାବ ବିହ୍ଵଳ ହୋଇ ରାଗି ଯାଇଥିଲେ ଦର୍ଶକ ମାନେ ଆଉ ତାଙ୍କ ଉପରକୁ ଚେୟାର ଫୋପାଡ଼ିଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment