ପୋଖରୀ ଖୋଳାରୁ ମହାଭାରତ… ରକ୍ତର ହୋଲି ଖେଳିଲେ ଦୁଇପରିବାର… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି କିନ୍ତୁ ଏବେ ଯାହା ନଜରକୁ ଆସିଛି ତାହା ଏକ ଦୁଃଖଦ ପୁର୍ଣ୍ଣ ଘଟଣା । ଏଠାରେ ପୋଖରୀ ଖୋଳା କୁ ନେଇ ଦୁଇ ପରିବାର ଭିତରେ ମହାଭାରତ ସୃଷ୍ଟି ହୋଇଛି ଯାହା ଏବେ ନଜରକୁ ଆସିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏହିଠାରେ ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି।

ବେଳେବେଳେ ଏମିତି ଘଟଣା ଘଟ ଯାଇଥାଏ ଯାହା ଆପଣ ମାନେ ମଧ୍ୟ ଆଗରୁ ଦେଖିଥିବେ ହେଲେ ଏଠାରେ କିଛି ଅଭୂତ ହୋଇଛି ଯାହା ଆକ୍ରମଣ ପୁଣି ପ୍ରତି ଆକ୍ରମଣ ଯାହା ସ୍ଥାନୀୟ ଅଚଂଳରେ ଚାଂଚଲ୍ୟ ସୃଷ୍ଟି କରିଛି। ଏହି ଭିଡ଼ିଓ ଟିରେ ସେହି ଘଟଣା ସମ୍ପର୍କରେ ସବୁ ଦେଖାଇଛନ୍ତି। ଏହିଠାରେ ଦୁଇ ପରିବାର ଭିତରେ ଏମିତି ଏକ କାଣ୍ଡ ସୃଷ୍ଟି ହୋଇଗଲା ଯାହା ଦ୍ୱାରା ମୃତ୍ୟୁ ମଧ୍ୟ ଜଣଙ୍କର ହୋଇଗଲା। ଏହି ଘଟଣା ଟିରେ ଦୁଇ ପରିବାର ଭିତରେ ପ୍ରଥମେ ତିକ୍ତତା ହୋଉଥିଲା ପରେ ଏମିତି ପରିସ୍ଥିତି ବଦଳିଗଲା ସଂଗେ ସଂଗେ ସେଠାରେ ଗୁଳି ଫୁଟିଗଲା।

ଆଉ ଏହି ଘଟଣା ଏବେ ନେଇ ସ୍ଥାନୀୟ ଅଞ୍ଚଳ ରେ ଏକ ଚହଳ ସୃଷ୍ଟି କରିଛି ଯାହା ପରିବାର ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି। ଏଠାରେ ସମ୍ପର୍କୀୟ ଭାଇ ନେଲା ଜୀବନ ଯାହା ଆଉ ଏକ ଭାଇର ଏବଂ ଘଟଣା ଟିରେ ସାମାନ୍ୟ ଜମିବାଡ଼ି ପାଇଁ। ହେଲେ ଘଟଣା ଟିରେ ଏକ ମାତ୍ର ରହିଥିଲା ପୋଖରୀ ଖୋଳାର କାରଣ। ଆଉ ଏହିଠାରେ ଦଳେଇ ନାମକ ଏକ ବ୍ୟକ୍ତି ଏହି ପୋଖରୀ ଖୋଳା କୁ ବିରୋଧ କରିଥିଲେ ହେଲେ ଯାହାକୁ ଅନ୍ୟ ଜଣେ ସମ୍ପର୍କୀୟ ଆସି ଜବରଦସ୍ତ କରି କରିବେ ବୋଲି କହିଲେ ହେଲେ ପରବର୍ତ୍ତୀ ସମୟରେ ରାଗ ରେ ଗୁଳି ଫୁଟେଇ ଦେଲେ ଯାହା ଦ୍ୱାରା ତାଙ୍କର ମୃତ୍ୟୁ ବରଣ ହୋଇ ଯାଇଥିଲା। ଆଉ ସେ ସଂଗେ ସଙ୍ଗେ ଫେରାର ହେବା ପରେ ଆକ୍ରମଣକାରୀ ବ୍ୟକ୍ତି ଙ୍କର ପତ୍ନୀ ଓ 3 ବର୍ଷ ଶିଶୁ କୁ ଗୋଡେଇ ଗୋଡେଇ ମୃତକଙ୍କ ପରିବାର ହାଣିଥିଲେ ଯାହା ସ୍ଥାନୀୟ ଅଂଚଳ ରେ ଏକ ତାଣ୍ଡବ ରଚିଥିଲା।

ଏହି ଘଟଣା ଟିରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟପଟ ରେ ସେ ଦୁହେଁ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲ ରେ ଚିକିତ୍ସା ଧୀନ ଅବସ୍ଥାରେ। ଏହି ଘଟଣା କୁ ନେଇ ବର୍ତ୍ତମାନ ପୋଲିସ ତାର ତଦନ୍ତ ଚଲେଇଛି ଏବଂ ସେହି ଘଟଣା ସ୍ଥଳରେ ଏବେ ପୋଲିସ ଆସିକି ପହଂଚିଛି। ଏହି ଠାରେ ବିଜେଡି ର ନାଁ ଧରି ଏମିତି କିଛି ଦୁର୍ବୁତ୍ତ କରିଛନ୍ତି ଯାହା ଏବେ ବିରୋଧ କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଏକ ମର୍ମନ୍ତୁଦ ଘଟଣା ଯାହା ଏବେ ଢେଙ୍କାନାଳ ଜିଲ୍ଲାରେ ଦେଖା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment