ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି କିଛି ଏଭଳି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ମାନେ ଗର୍ବିତ ହୋଇଯିବେ | ଆଉ ଭାବିଲେ କି ଆମ ଦେଶ ର ସୁରକ୍ଷା ଦାୟିତ୍ୱ ରେ ପୋଲିସ ମାନେ କେଉଁ ଭଳି ଭାବରେ ଲୋକଙ୍କର ସେବା କରୁଛନ୍ତି | ଆଉ ଯାହାକୁ ଜାଣିବା ପାଇଁକି ତଦନ୍ତ କରିଥିଲେ IPS ଅଫିସର ଚାରୁ ନିଗମ | ଆଉ ପୋଲିସ ତାଙ୍କର ଡିଉଟି କୁ ଠିକ ଭାବରେ କରୁଛନ୍ତି କି ନାହିଁ ତାହାର ମଧ୍ୟ ଚେକିଂ କରିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଏଠାରେ ଦେଖିବାକୁ ମିଳିଛି ଏକ ଘଟଣା ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ପୋଲିସ ଙ୍କର କାମ ଠିକ କରୁଛି କି ନାହିଁ ଓ ଲୋକ ଙ୍କ ର ଦରକାର ବେଳେ ତାଙ୍କର ଡିଉଟି ରେ ଖିଲାପ ହେଉଛି କି ନାହିଁ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲେ IPS ଅଫିସର ଚାରୁ ନିଗମ | ଆଉ ଯାହା ଦେଖିବାକୁ ମିଳିଥିଲା କି ସେ ମୁହଁରେ ଷ୍ଟୋଲ କୁ ଘୁଡ଼ାଇ ଆଖିରେ ଚଷମା ଓ ତାହା ସହିତ ମାସ୍କ କୁ ଲଗାଇ ବାହାରି ପଡିଥିଲେ ତସନ୍ତ ପାଇଁ | ଆଉ ରାସ୍ତା ଉପରେ ଏକ ଛିଡା ହୋଇଥିଲେ |
ଆଉ ତାଙ୍କର ସାଙ୍ଗରେ ଆଜ୍ଞାତ ରାସ୍ତାରେ ଗୋଟିଏ ପିସ୍ତୋଲ କୁ ସାଙ୍ଗରେ ରଖିଥିଲେ ଓ ରାସ୍ତା ରେ ଛିଡା ହେଇକି ପୋଲିସ କମ୍ପ୍ଲେନ କରିଥିଲେ ମଧ୍ୟ | ଆଉ ସେ କହିଥିଲେ କି ଜଣେ ଯୁବକ ତାଙ୍କର ପର୍ସ କୁ ନେଇକି ପଳେଇ ଯାଇଛନ୍ତି ଓ ସେ ବାଇକ ରେ ନେଇକି ପଳେଇ ଯାଉଛନ୍ତି | ଆଉ ସେ ଲୋକ ଜଣଙ୍କର ସହାୟତାରେ ପହଞ୍ଚି କମ୍ପ୍ଲେନ କରୁଛନ୍ତି ବୋଲି | ତେବେ ସେ ପୋଲିସ ର ଏମର୍ଜେନ୍ସି ନମ୍ବର 112 ରେ କୋଲ କରିଥିଲେ | ଆଉ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ମଧ୍ୟ ପ୍ରକାଶ କରିକି କହିଥିଲେ | ଆଉ ତାହା ପରେ ପୋଲିସ ଷ୍ଟ୍ରିଙ୍ଗ ଅପେରସନ ଆରମ୍ଭ କରିଥିଲା |
ଆଉ ତାହା ପରେ ପୋଲିସ ସନ୍ତୋଷ ଜଣକ ଭାବରେ ତାହାର ଅପେରସନ ଆରମ୍ଭ କରିଥିଲା | ଆଉ ଯାହା ଉତ୍ତରପ୍ରଦେଶ ର ଓରୀୟ ଅଞ୍ଚଳରେ ହୋଇଥିଲା ବୋଲି କୁହାଯାଉଛି | ଆଉ ଚାରୁ ନିଗମ IPS ଅଫିସର ନୂଆ ପୋଷ୍ଟିଙ୍ଗ ପାଇବା ପରେ ଚୋରି, ଡକାୟତି ହେଉଥିବା ଏହି ସ୍ଥାନରେ ପୋଲିସ ତାହାର ଠିକ ଭାବରେ କାର୍ଯ୍ୟ କରୁଛି କି ନାହିଁ ତଦନ୍ତ କରୁଥିଲେ | ଆଉ ତାଙ୍କର କାର୍ଯ୍ୟ ରେ ସେ ସଫଳ ହୋଇଛନ୍ତି ଆଉ ପୋଲିସ ଠିକ କାର୍ଯ୍ୟ କରୁଛି ବୋଲି କହିଥିଲେ | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।