ଦେଖନ୍ତୁ viral ଭିଡିଓ : ଅଟୋ ଡ୍ରାଇଭର ଙ୍କୁ ପୋଲିସ୍ କର୍ମୀ ଙ୍କ ଅସଭ୍ୟ ବ୍ୟବହାର ଭିଡ଼ିଓ ଭାଇରାଲ….

0

ବନ୍ଧୁଗଣ ଲକ୍ ଡାଉନ୍ ସମୟରେ ପୋଲିସ ର ଲାଠି ଚାର୍ଜ କୁ ଦେଖି ସ୍ୱାଭାବିକ ଭାବରେ ପୋଲିସ୍ କୁ ନେଇ ଆପଣଙ୍କ ମଧ୍ୟରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଥିବ। ସାଧାରଣତଃ ପୋଲିସ ମାନଙ୍କ ସ୍ଵଭାବ କୁ ନେଇ ସାଧାରଣରେ ଏହା ଧାରଣା ଥାଏ କି ସେମାନେ ବହୁତ୍ କଠୋର ଏବଂ ରାଗି ମିଯାଜ ର ଲୋକ। ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ ସତ ହୋଇଥିଲେ ମଧ୍ୟ ଏହା ସବୁ କ୍ଷେତ୍ରରେ ଯଥାର୍ଥ ନୁହେଁ। ବହୁତ ଭଲ ପୋଲିସ୍ କର୍ମୀ ମଧ୍ୟ ରହିଛନ୍ତି।ପୋଲିସ କର୍ମଚାରୀ ମାନେ ସବୁବେଳେ ଲୋକେ ମାନଙ୍କ ସୁରକ୍ଷା ପାଇଁ ଦିନ ରାତି ନିଜର କର୍ତ୍ତବ୍ୟ ଜାରି ରଖିଛନ୍ତି।ଅନେକ ଏମିତି ଘଟଣା ଦେଖିବାକୁ ମିଳିଥାଏ ଯେଉଁ ଘଟଣାରେ ପୋଲିସ ନିଜକୁ ବୀର ର ପରିଚୟ ଦେଉ ଥିବାର ଦେଖିବାକୁ ମିଳିଥାଏ।

କେଉଁଠି ନା କେଉଁଠି କିନ୍ତୁ ପୋଲିସ୍ ର ଉଗ୍ର ରୂପ ଏବଂ ଅମାନବିକ କାର୍ଯ୍ଯ କଲାପ ସାମ୍ନାକୁ ଆସିଥାଏ। ଯେଉଁ ମାନଙ୍କ ଭିତରେ ଉଦାରତା ଏବଂ ଆବେଗ ର ଅଭାବ ପରିଲକ୍ଷିତ ହୋଇଥାଏ। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ତିଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ସେହିପରି କିଛି ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ। ଏଠାରେ ଦେଖିବାକୁ ମିଳିଛି ଯେ ଏହାକୁ ନେଇ ଅନେକ ବିଚାର ବିମର୍ଷ ମଧ୍ଯ ଚାଲିଛି। ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରଲ ହେବାରେ ଲାଗିଛି।

ତେବେ ଏହି ଭିଡିଓ ଟିକୁ ଆପଣ ଥରେ ଭଲ ଭାବରେ ଦେଖନ୍ତୁ।ଏହି ଭିଡିଓ ରେ ଜଣେ ପୋଲିସ କର୍ମଚାରୀ ଜଣେ ଅଟୋ ଡ୍ରାଇଭର କୁ କେମିତି ବିଚ୍ ରାସ୍ତାରେ ସମସ୍ତଂକ ସମ୍ମୁଖରେ ବ୍ଯବହାର ପ୍ରଦର୍ଶନ କରୁଛନ୍ତି ତାହା ଥରେ ଦେଖନ୍ତୁ। ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ଗୋଇଁଠାମଧ୍ୟ ମାରୁ ଥିବାର ଦେଖିବାକୁ ମିଳୁଛି। ତେବେ ଏହି ଘଟଣାଟି ଲକ୍ଷ୍ନୌ ସହରର ବୋଲି ଜଣା ପଡିଛି।ସେହି ସ୍ଥାନରେ ଅନ୍ଯ ପୋଲିସ୍ କର୍ମୀ ମଧ୍ୟ ରହିଛନ୍ତି କିନ୍ତୁ କେହି ଏହାର ପ୍ରତିବାଦ କରୁ ନଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।