ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏବେ ଏଠାରେ ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ପୋଲିସ ଙ୍କ କାର୍ଯ୍ୟ କୁ ନେଇ ଅଭିଯୋଗ ଆସିଛି। ଆଉ ଏଠାରେ ପୋଲିସ ଆଗରେ ଦୁର୍ବୁତ୍ତ ମାନେ ଯାହା କଲେ ତେବେ ଆସନ୍ତୁ ଜାଣିବା। ଏଠାରେ ଏବେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଜଣେ ଯୁବତୀ ଏମିତି କିଛି କହିଛନ୍ତି।
ଆଉ ଏହି ଘଟଣା ଟିରେ କିଛି ଖରାପ ପ୍ରକୃତି ର ମଣିଷ ଏହିଭଳି ବ୍ୟବହାର କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ଆସିଥାଏ ଯେଉଁଠି ଗୁଣ୍ଡାଗିରି ଯେଉଁମାନେ କରି ଥାଆନ୍ତି ସେମାନଙ୍କର ପୋଲିସ ଓ ଆଇନ ପ୍ରତି ଭୟ ରହି ନ ଥାଏ। ଆଉ ଏମିତି ଅନେକ ସମୟରେ ଘଟଣା ସାମ୍ନା କୁ ଆସିଛି ଯାହା କୁ ପୋଲିସ ଉପରେ ଲୋକ ମାନଙ୍କର ଭରସା ଉଠି ଯାଇଥାଏ। ବିଭିନ୍ନ ସମୟରେ ଏମିତି ସବୁ ଘଟଣା ସମାଜ ରେ ଦେଖା ଦେଇଥାଏ ଯାହା ଆପଣ ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବାକୁ ପାଇଥିବେ।
ଆଉ ଏହି ଘଟଣା କୁ ନେଇ ବେଶ ଚର୍ଚା ମଧ୍ୟ ହୋଇଥାଏ ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଅନେକ ସମୟରେ ପୋଲିସ ମଧ୍ୟ ଚର୍ଚ୍ଚା କୁ ଆସି ଥାନ୍ତି। ଆଉ ଏବେ ଏଠାରେ ସେହିପରି ଏକ ଘଟଣା ନଜରକୁ ଆସିଛି ଯେଉଁଠି କିଛି ଦୁର୍ବୁତ୍ତ ମିଶିକରି ଗୋଟିଏ ପରିବାର ଙ୍କ ଘର ଆଗରେ ଏହିପରି କିଛି କାର୍ଯ୍ୟ ଘଟାଇଛନ୍ତି ଯାହା ଆମ ରାଜଧାନୀ ନିକଟରେ ଦେଖା ଦେଇଛି। ଆଉ ଏହି ଅଭିଯୋଗ ଏବେ ଭୁବନେଶ୍ୱର ଠାରେ ହୋଇଛି। ଆଉ ଏହିଠାରେ ଏକ ଘର ସାମ୍ନା ରେ କିଛି ଦୁର୍ବୁତ୍ତ ମାନେ ମିଶି କରି ମଦ୍ୟପାନ କରିବା ସହିତ ଖରାପ ଭାଷାରେ ଗାଳି ଗୁରଜ କରୁଥିଲେ ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏହି ସମୟରେ ସେମାନେ କିଛି ମିଶି କରି ଘର ଉପରକୁ ଠେଲା ମାଡ଼ ମଧ୍ୟ କରିଛନ୍ତି ଯାହା ଦେଖିବାକୁ ମିଳିଛି।
ଆଉ ଏହି ଘଟଣା କୁ ନେଇ ଥାନା କୁ ଫୋନ କରି ଜଣେଇବା ପରେ ମଧ୍ୟ ସେମାନେ ଅଧିକ ଏମିତି କିଛି କରିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଏହି ଘଟଣା ଟିରେ ତାଙ୍କର ଘର ଭିତରେ କେହି ପୁରୁଷ ଲୋକ ନ ଥିଲେ ହେଲେ ସେହି ସମୟ ରେ ତାଙ୍କ ସହିତ ଏମିତି କିଛି ଘଟି ଯାଇଛି ଯାହା ଜଣେ ମହିଳା କହିଛନ୍ତି। ଆଉ ପୋଲିସ ଆସିବା ପରେ ମଧ୍ୟ ଏଠାରେ ସେମାନେ ଡରି ନାହାଁନ୍ତି ଏବଂ ସଂଗେ ସଙ୍ଗେ ଜବରଦସ୍ତ ଘରେ ପଶି ଯାଇଛନ୍ତି। ଆଉ ପରବର୍ତ୍ତୀ ସମୟରେ ବେକ ରୁ ଚେନ ମଧ୍ୟ ଛିଡାଇ ନେଇ ଯାଇଛନ୍ତି ଯାହା ଏଠାରେ ଶୁଣିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।