ଦେଖନ୍ତୁ Viral ଭିଡ଼ିଓ : ପୋଲିସ SI ବାବୁ ମହିଳାଙ୍କୁ କହୁଛନ୍ତି “ଦବ ଯଦି-ରହିବି-ଧୀରେ କହ-କିଏ ଶୁଣି ଦେବେ” ସୋସିଆଲ ନିଆଁ ଭଳି Viral ହେଉଛି ଭିଡ଼ିଓ…

0

ଆଜିକାଲି ସମାଜରେ ଲୋକମାନଙ୍କ ମାନସିକତାରେ ଅନେକ ପରିବର୍ତ୍ତନ ଆସିଛି। ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ଘଟୁଛି, ଚୋରି, ରେପ, ମର୍ଡର ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି। ଏହା ବ୍ୟତୀତ ଆମ ସମାଜରେ ଏଭଳି କିଛି ନିନ୍ଦନୀୟ ଘଟଣା ବିଷୟରେ ଶୁଣିବା ପାଇଁ ମିଳେ, ଚାରିଆଡେ ଯୌନ ରାକ୍ଷସ ମାନେ ଆମ ସମାଜରେ ଘୁରିବୁଲୁଛନ୍ତି, ଛୋଟ ପିଲା ଠାରୁ ବୟସ୍କ ଲୋକଙ୍କୁ ମଧ୍ୟ ଛାଡୁ ନାହାନ୍ତି, ସମୟ ସୁବିଧା ଦେଖି ଦୁଷ୍କର୍ମ କରିଦେଉଛନ୍ତି। ଏହି ଘଟଣା ଶୁଣିଲା ପରେ ନିଜକୁ ମଣିଷ ବୋଲି କହିବା ଘୃଣା ଆସିଥାଏ। ତେବେ କଳୁଷିତ ମଣିଷ ଆମରି ଆଖପାଖରେ ରହିଥାନ୍ତି, ଭଦ୍ର ମୁଖା ତଳେ ବିଭିନ୍ନ ଅଭଦ୍ର କାମ କରିଥାନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ଘିଟଣାଟି ଏତେ ନିନ୍ଦନୀୟ ଯେ ଆପଣ ମାନେ ଶୁଣିଲା ପରେ, ନିଶ୍ଚିତ ଭାବରେ ନିନ୍ଦା କରିବେ। ତେବେ ଘିଟଣାଟି ହେଉଛି, ଜଣେ ପୋଲିସ SI ବାବୁ ଜଣେ ମହିଳାଙ୍କୁ ଜବରଦସ୍ତି ଯୌନ ସମ୍ପର୍କ ରଖିବା ପାଇଁ କହୁଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁଭଳି ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ଘଟଣାଟି ପୁରା ଜାଣି ସାରିଲା ପରେ ରକ୍ଷକ ଉପରୁ ଭରସା ଉଠିଯିବ, ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସରକାର ପୋଲିସ ଙ୍କୁ ନିର୍ଯୁକ୍ତି କରିଥାନ୍ତି। ସେଥିପାଇଁ ସେମାନେ ପୋଲିସ ସରକାରଙ୍କ ଠାରୁ ଦରମା ନେଇଥାନ୍ତି। ସାଧାରଣ ମନୁଷ୍ୟ ନିଜର ଅସୁବିଧା ଜଣାଇବା ପାଇଁ ପୋଲିସ ପାଖକୁ ଯାଇଥାନ୍ତି। କିନ୍ତୁ ବନ୍ଧୁଗଣ ଯଦି ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜିବ ତାହାଲେ ସାଧାରଣ ଜନତା କେଉଁଠି କି ଯିବେ ତାହା ସାଧରଣରେ ପ୍ରଶ୍ନ ଉଠୁଛି। ତେବେ ଆମ କହିବାର ତାତ୍ପର୍ଯ୍ୟ ଏହିକି ଯେ, ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ।

ସୂଚନା ଅନୁସାରେ, ଜଣେ ପୋଲିସ SI ରାତି ୩ ଟାରେ ଜଣେ ମହିଳା ଘରେ କବାଟ ବାଡେଇଲା ପରେ ମହିଳା ଜଣକ କବାଟ ଖୋଲି ତାଙ୍କ ବେଡ଼ ରୁମ ଭିତରକୁ ପଶିଗଲା, ମହିଳା ଜଣକ କହିଲେ ଆପଣ କଣ ପାଇଁ ଏତେ ରାତିରେ ଆସିଛନ୍ତି। ପୋଲିସ ବାବୁ ଜଣକ କହୁଛନ୍ତି। ତାଙ୍କୁ ଜଣେ ପଠାଇଲେ, ଆଉ ମଧ୍ୟ ସେ ଆଗରୁ ମହିଳା ସହିତ କଥା ହୋଇଛନ୍ତି। କିନ୍ତୁ ମହିଳା ଜଣକ କହିବା କଥା ସେ ତାଙ୍କୁ ଦେଖି ନାହାନ୍ତି। ଏହା ପରେ ପୋଲିସ ବାବୁ ମହିଳାଙ୍କୁ ତାଙ୍କ ଲୁଗା ଖୋଲିବା ପାଇଁ କହୁଛନ୍ତି। ମହିଳା ଜଣକ ଜୋର ପାଟି କରି କହିବାରୁ ସେ କହିଛନ୍ତି ଧୀରେ କୁହ ନଚେତ ଲୋକ ଉଠି ପଡ଼ିବେ। ଯଦି ଦେବ ତୋ କୁହ ମୁଁ ଖୋଲୁଛି। ଏହାପରେ ମହିଳା ଜଣକ ପୋଲିସକୁ ପଚାରୁଛନ୍ତି, ଯେ ଆପଣ କେଉଁ ଥାନା ସେ ପୋଲିସ ବାବୁ କହିଛନ୍ତି, ସଦର ଥାନା ତାଳଚେର। ତେବେ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆରେ ଦ୍ରୁତ ବେଗରେ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।